Browsing Category
ଦେଶ
ମାଗଣା ରିଚାର୍ଜ ପାଇଁ ମେସେଜ ଆସୁଥିଲେ ସାବଧାନ ! ହୋଇପାରନ୍ତି ଠକେଇର ଶିକାର
ନୂଆଦିଲ୍ଲୀ: ଲୋକଙ୍କୁ ଠକିବା ପାଇଁ ସାଇବର ଠକମାନେ ପ୍ରତିଦିନ ନୂଆ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି। କେତେବେଳେ ନିଜକୁ ସରକାରୀ କର୍ମଚାରୀ କହି ଠକୁଛନ୍ତି ତ କେତେବେଳେ ଘରେ ରହି କାମ କରି ରୋଜଗାର କରିବାକୁ କହି…
ଦିଲ୍ଲୀରେ ପରେଡ୍ ଦେଖିବେ କମଳା, ଫ୍ଲାଇଟ୍ ଟିକଟ୍ କଲେ କେନ୍ଦ୍ର ସରକାର
କେନ୍ଦ୍ରପଡ଼ା: କମଳା ମହାରଣାଙ୍କୁ ଚଳିତବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ପରେଡ୍ ଦେଖିବା ପାଇଁ
କେନ୍ଦ୍ର ସରକାର କରିଛନ୍ତି ନିମନ୍ତ୍ରଣ ।
ଏ ନେଇ କମଳା ଓ ତାଙ୍କ ପୁଅ ମହେନ୍ଦ୍ରଙ୍କ ପାଇଁ…
Breaking: ଭୁବନେଶ୍ୱର ରାଜରାସ୍ତାରେ ଗଡ଼ିବା ପାଇଁ ପ୍ରସ୍ତୁତ ଡବଲ୍ ଡେକର ବସ୍, ପଛରେ ଆସୁଛି ଆଉ ୩
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲା ୨ଟି ଡବଲ ଡେକର ବସ୍ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଗାଡ଼କଣା ଡିପୋରେ ପହଞ୍ଚିଥିବା ସୂଚନା । ଖୁବଶୀଘ୍ର ଆଉ ତିନିଟି ଡବଲ ଡେକର ବସ ଓଡ଼ିଶାରେ ପହଞ୍ଚିବ ବୋଲି…
ଗଣତନ୍ତ୍ର ଦିବସରେ ଓଡ଼ିଶାକୁ ମିଳିଲାନି ସ୍ଥାନ, ଗତବର୍ଷ ପାଇଥିଲା ପ୍ରଥମ ପୁରସ୍କାର
ଭୁବନେଶ୍ୱର: ଚଳିତ ବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ । ଗତବର୍ଷ ପାଳିତ ୭୫ତମ ରିପବ୍ଲିକ୍ ଡେ’ ପରେଡରେ ରାଜ୍ୟ…
ଇଏ କିପରି ସମ୍ଭବ…ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ, ହେଲେ ହମ୍ପସରେ ଛେଚି ହେବାକୁ ଫେରିପାଇଲେ ଜୀବନ
ନୂଆଦିଲ୍ଲୀ: ରୋଗୀଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ଗୋଟିଏ ହମ୍ପସରେ ଛେଚିହେବାରୁ ବଞ୍ଚିଯାଇଛି ଜୀବନ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ ଅଟେ ।…
BSNL ସିମ୍ ବ୍ୟବହାର କରୁଛନ୍ତି କି? 15 ତାରିଖରୁ ବନ୍ଦ ହେବାକୁ ଯାଉଛି ଏହି ସର୍ଭିସ
ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏହାର ଗୋଟିଏ ସେବାକୁ ବନ୍ଦ କରିବାକୁ ଯାଉଛି । ଯାହା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ପ୍ରକୃତରେ, ସରକାରୀ ଟେଲିକମ୍…
ରାଜ୍ୟ ବିଜେପି ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ: ଓଡ଼ିଶା ପାଇଁ ସଞ୍ଜୟ ଜୟସୱାଲ
ନୂଆଦିଲ୍ଲୀ: ରାଜ୍ୟ ବିଜେପି ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ । ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଅଧିକାରୀ ନିଯୁକ୍ତ ।
ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ଅଧିକାରୀ…
ବୁଲିବାକୁ ପ୍ଲାନ କରୁଛନ୍ତି କି ? ତେବେ କରାଇନିଅନ୍ତୁ ଯାତ୍ରା ବୀମା, ଜାଣନ୍ତୁ ଫାଇଦା
ଟ୍ରିପ ପ୍ଲାନ କରିବା ସହିତ ଭ୍ରମଣ ବୀମା ଯୋଜନା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ | ଭ୍ରମଣ ବୀମା ଆପଣଙ୍କୁ ଅନେକ ପ୍ରକାରର ବିପଦରୁ ସୁରକ୍ଷା ଯୋଗାଇଥାଏ |ସାମ୍ପ୍ରତିକ ସମୟକୁ ଦେଖିଲେ, କେବଳ କିଛି ମନୋନୀତ…
ଗୃହ ମନ୍ତ୍ରଣାଳୟର ରିପୋର୍ଟରୁ ଖୁଲାସା – ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରଛାତ୍ରୀମାନେ ହେଉଛନ୍ତି ସାଇବର ଠକେଇର ଶିକାର
ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଏକ ନୂଆ ରିପୋର୍ଟ ଉପସ୍ଥାପନ କରିଛି । ଏହା ଅନୁଯାୟୀ, ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରଛାତ୍ରୀମାନେ ସାଇବର ଠକେଇର ଶିକାର ହେଉଛନ୍ତି । ସେମାନେ ପ୍ରତିଦିନ ବିପୁଳ ପରିମାଣର ଅର୍ଥ…
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, ପରେ କଟା ମୁଣ୍ଡ ଧରି ଗଲେ ପୋଲିସ ଷ୍ଟେସନ
ନାସିକ: ମହାରାଷ୍ଟ୍ରର ନାସିକ ଜିଲ୍ଲାରୁ ଆସିଲା ଭୟଙ୍କର ଖବର । ବାପ-ପୁଅ ନିଜ ପଡ଼ୋଶୀଙ୍କୁ କଲେ ହତ୍ୟା ।
ହତ୍ୟା କରିବା ପରେ ମୃତକଙ୍କ କଟା ମୁଣ୍ଡକୁ ପୁଲିସ ଆଗରେ ନେଇ ରଖିଲେ । ଏବଂ ସ୍ଥାନୀୟ ପୁଲିସ ନିକଟରେ ସେ…