CHARIDHAM
Browsing Category

ଦେଶ

ଉପରାଷ୍ଟ୍ରପତି ନିର୍ବାଚନ: ଭାଗ ନେବନି ବିଜେଡି! ପିସିସି ସଭାପତି କହିଲେ- ଐତିହାସିକ ନିଷ୍ପତି ନେବାର ସମୟ ଆସିଛି

ଭୁବନେଶ୍ୱର: ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବ, ଏହା ଉପରେ ସମସ୍ତଙ୍କ ନଜର। ତେବେ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ପ୍ରକାଶ କରିସାରିଛନ୍ତି।…

ପ୍ରଥମ ମହଲାରେ ଫାଟିଲା AC, ଦ୍ୱିତୀୟ ମହଲାରେ ଜୀବନ୍ତ ଦଗ୍ଧ ହୋଇଗଲେ ବାପା-ମା’-ଝିଅ

ହରିୟାଣା: ଭୟଙ୍କର ଘଟଣା।  ଘରେ ଥିଲେ ଦ୍ୱିତୀୟ ମହଲାରେ ଥିଲେ ବାପା,ମାଆ ଓ ଛୁଆ। ହେଲେ ପ୍ରଥମ ମହଲାରେ ବିସ୍ଫୋରଣ ହେଲା AC। ଆଉ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଦ୍ୱିତୀୟ ମହଲାରେ ଥିବା ସ୍ୱାମୀ-ସ୍ତ୍ରୀ ଓ ଝିଅର…

ଗଜରା ପାଇଁ ୧.୨୫ ଲକ୍ଷ ଟଙ୍କାର ଫାଇନ୍ ଦେଲେ ଅଭିନେତ୍ରୀ, କାରଣ ଜାଣିଲେ ଲାଗିବ ୪୪୦ ଭୋଲ୍ଟର ଝଟକା

ମୁମ୍ୱାଇ: ଗଭାରେ ଗଜରା ଲଗାଇବା ପ୍ରାୟତଃ ମହିଳାମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ। ହେଲେ ଯଦି ଏହି ଗଜରା ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼େ ତେବେ ପରିସ୍ଥିତି କ'ଣ ହେବ? ଆପଣ କ'ଣ ଆଉ ଗଜରା ପିନ୍ଧିବାକୁ…

ସେନସେକ୍ସ ବୃଦ୍ଧି ସତ୍ତ୍ୱେ ଲଗାତାର ଶସ୍ତା ହେଉଛି ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ବୃଦ୍ଧି ଘଟିଛି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୨୮୦.୫୬ ପଏଣ୍ଟ ବୃଦ୍ଧି ସହିତ କାରବାର କରୁଛି।  କିନ୍ତୁ ଅନ୍ୟପଟରେ ଟ୍ରମ୍ପଙ୍କ ଟାରିଫ୍ ଜାରି ଥିବା ସତ୍ତ୍ୱେ ମଧ୍ୟ ସୁନା ଓ…

ବସ୍ତା ଭିତରେ ବନ୍ଧା ହୋଇ ଅଳିଆ ଗଦାରେ ଜଳୁଛି ଅଜଣା ମହିଳାଙ୍କ ମୃତଦେହ

ଝାଡ଼ଖଣ୍ଡ: କୁଢ଼ କୁଢ଼ ଅଳିଆ। ଆଉ ଅଳିଆ ଗଦା ଭିତରେ ମୁହଁ ବନ୍ଧା ହୋଇ ପଡିଛି ଏକ ବସ୍ତା। ଏପରିକି ଅଳିଆ ଗଦାରେ ପଡିଥିବା ବସ୍ତାରେ ନିଆଁ ମଧ୍ୟ ଲଗାଯାଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ବସ୍ତାରେ ଅଳିଆ ନାହିଁ…

ଜାଣନ୍ତି କି ଏଣ୍ଡୁଅ ପରି କାହିଁକି ରଙ୍ଗ ବଦଳାଏ ଚନ୍ଦ୍ର? ବର୍ଷକୁ ଏତିକିଥର ଚନ୍ଦ୍ର ବଦଳାଏ ନିଜ ରଙ୍ଗ, ଚାଲନ୍ତୁ ଭିଡିଓରେ ଦେଖିବା କେମିତି…

ଓଡିଶା ଭାସ୍କର: ଗତକାଲି ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ଥିଲା । ଏହା ଏକ ପୂର୍ଣ୍ଣଗ୍ରହଣ ଥିଲା ଏବଂ ଦେଶର ପ୍ରତ୍ୟେକ ସ୍ଥାନରେ ଦେଖାଯାଇଥିଲା; 2022 ପରେ ଭାରତରେ ଦେଖାଯାଉଥିବା ପୂର୍ଣ୍ଣ ଏବଂ ଦୀର୍ଘତମ…

ବାଞ୍ଝ ହେବାରେ ଲାଗିଛନ୍ତି ପୁରୁଷ… ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ପିଲା ଜନ୍ମ କରିବାକୁ ଅକ୍ଷମ

ନୂଆଦିଲ୍ଲୀ: ପ୍ରତ୍ୟେକ ଦମ୍ପତି ପରିବାର ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଏହି ପଥ ସମସ୍ତଙ୍କ ପାଇଁ ସହଜ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଅନେକ ଚିକିତ୍ସା ଅଧ୍ୟୟନରୁ ଜଣାପଡିଛି ଯେ ବିଶ୍ୱର…

(Video) ମାରୁତିର 300 ନୂଆ କାର ବୁଡ଼ିଗଲା, ପ୍ରବଳ ବର୍ଷା ଯୋଗୁଁ ଷ୍ଟକୱାର୍ଡରେ ପଶିଗଲା ପାଣି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରବଳ ବର୍ଷା ଏକ ସମସ୍ୟା ପାଲଟିଛି। ଦିଲ୍ଲୀ-ଏନସିଆର ବ୍ୟତୀତ ହରିୟାଣାର ବାହାଦୂରଗଡର ଗୁରୁଗ୍ରାମ, ଫରିଦାବାଦରେ ବନ୍ୟାପରିସ୍ଥିତିଦେଖିବାକୁମିଳିଛି। ବାହାଦୂରଗଡରେ ବନ୍ୟା ଯୋଗୁଁ ପରିସ୍ଥିତି…

ଏସିଆ କପ 2025ରେ ସିଲେକ୍ଟ ନ ହେବାକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଶ୍ରେୟସ ଆୟର, ଚୟନ ସମ୍ପର୍କରେ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ, ଶ୍ରେୟସ ଆୟର ତିନୋଟି ଫର୍ମାଟରେ ବହୁତ ରନ କରୁଛନ୍ତି। କିନ୍ତୁ ଏହା ପରେ ମଧ୍ୟ ସେ ବର୍ତ୍ତମାନ କେବଳ ODI ଦଳର ଏକ ଅଂଶ। IPL 2025 ରେ ପଞ୍ଜାବ କିଙ୍ଗସ ପାଇଁ ଚମତ୍କାର ପ୍ରଦର୍ଶନ କରିବା…

ଚନ୍ଦ୍ର ହୋଇଗଲା ଲାଲ, ଲାଗିଲା ଗ୍ରହଣ, ଭୁଲରେ କରନ୍ତୁନି ଏହି କାମ, ଗର୍ଭବତୀ ରୁହନ୍ତୁ ସତର୍କ

ଓଡ଼ିଶା ଭାସ୍କର: ଲାଗିଲା ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଏହାକୁ ଧାର୍ମିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏହା ଏକ ଜ୍ୟୋତିର୍ବିଜ୍ଞାନ ଘଟଣା, ଯାହା କେବଳ ରାଶିକୁ ପ୍ରଭାବିତ କରେ ନାହିଁ ବରଂ…