
Browsing Category
ଦେଶ
ଆସ୍ଥା ଭୋଟର ସମ୍ମୁଖୀନ ହେବେ ମହାରାଷ୍ଟ୍ରର ନୂତନ ସରକାର, ୪ରେ ସିନ୍ଧେଙ୍କ ଶକ୍ତି ପରୀକ୍ଷା
ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ଭାଜପା ମେଣ୍ଟରୁ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଥିବା ଏକନାଥ ସିନ୍ଧେ ଆସନ୍ତା ୪ ତାରିଖରେ ବିଧାନସଭାରେ ଶକ୍ତିପ୍ରଦର୍ଶନ କରିବେ। ଜୁଲାଇ ୩ରୁ…
ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି, ସେନାର ୧୮ ଯବାନ ସହିଦ
ନୂଆଦିଲ୍ଲୀ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ୮୧ ମୃତକଙ୍କ ମଧ୍ୟରେ ଟେରିଟୋରିଆଲ ଆର୍ମିର ୧୮ ଜଣ ସୈନ୍ୟ ସହିଦ ହୋଇଛନ୍ତି । ମାଟିତଳେ ଆହୁରି ୫୫ ଜଣ…
ସୁନା ଉପରେ ୫% ବଢ଼ିଲା ଆମଦାନୀ ଶୁଳ୍କ, ବଢ଼ିବ ସୁନାର ଦାମ୍
ନୂଆଦିଲ୍ଲୀ: ଭାରତ ସରକାର ସୁନା ଉପରେ ଆମଦାନୀ ଶୁଳ୍କରେ ୫% ବୃଦ୍ଧି କରିଛନ୍ତି । ଆମଦାନୀ ଶୁଳ୍କ ୭.୫ % ରୁ ବଢ଼ି ୧୨.୫% ହୋଇଛି । ସରକାରଙ୍କ ସୁନାରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଦ୍ୱାରା ସୁନାର ଦାମ୍ ବୃଦ୍ଧି ହେବ ।…
ଲଶ୍କର-ଏ-ତୋଏବାର ୫ ହାଇବ୍ରିଡ ଆତଙ୍କବାଦୀ ଗିରଫ, ବଡ଼ ଆକ୍ରମଣ ଯୋଜନା ପଣ୍ଡ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ ଗୁରୁବାର ଜମ୍ମୁ କାଶ୍ମୀର ଶ୍ରୀନଗର ଏବଂ ସୋପୋର ଅଞ୍ଚଳରୁ ଲଶ୍କର ଏ ତୋଏବାର ୫ ହାଇବ୍ରିଡ୍ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ବିପୁଳ ମାତ୍ରାରେ ହତିଆର,…
Zee Newsରୁ ଇସ୍ତଫା ଦେଲେ ସୁଧୀର ଚୌଧରୀ
ନୂଆଦିଲ୍ଲୀ: ଜି ନ୍ୟୁଜର ସିଇଓ ଏବଂ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ସୁଧୀର ଚୌଧରୀ । ତେବେ ସୁଧୀର ତାଙ୍କର ଇସ୍ତଫା ପତ୍ର ସୁବାଷ ଚନ୍ଦ୍ରାଙ୍କ ପାଖକୁ ପଠାଇଛନ୍ତି । ସୁଧୀର ଆଗକୁ ନିଜର ବିଜିନେସ୍ ଆରମ୍ଭ କରିବେ…
ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କହିଲେ ଗଣମାଧ୍ୟମରେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର…
ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ତାଙ୍କ ମନ୍ତବ୍ୟ ଯୋଗୁଁ ଆଜି ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି…
ଯବାନଙ୍କୁ ମିଳିଲା ‘ସୁରକ୍ଷା କବଚ’: ଫରୱାର୍ଡ ପୋଷ୍ଟରେ ନିଯୁକ୍ତି ପାଇଁ ସେନାର ରଣନୀତି
ନୂଆଦିଲ୍ଲୀ: ସୀମାରେ ସୁରକ୍ଷା ପାଇଁ ସମସ୍ତ କ୍ଷେତ୍ରରେ ନିଜ ଶକ୍ତି ବଢାଇବାରେ ଲାଗିଛି ଭାରତୀୟ ସେନା । ଶତ୍ରୁରାଷ୍ଟ୍ରକୁ ମାତ ଦେବା ପାଇଁ ଭାରତୀୟ ସେନା ତିଆରି କରୁଛି ନୂଆ ମାଷ୍ଟରପ୍ଲାନ । ଏଲଓସିରେ ଅବସ୍ଥିତ…
ରାଷ୍ଟ୍ରପତି ନିର୍ବାଚନ: ଏହି ରାଜ୍ୟରେ NDAକୁ ମିଳିବ ଝଟକା, ଦ୍ରୌପଦୀକୁ ମିଳି ନପାରେ ଗୋଟିଏ ବି ଭୋଟ୍
ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ଦେଶରେ ୧୬ତମ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହାମଧ୍ୟରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି । ଦ୍ରୌପଦୀ…
ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ କରିବ ଅକାଳୀ ଦଳ
ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ ବଢ଼ିବାରେ ଲାଗିଛି । ଶୁକ୍ରବାର ଶିରୋମଣୀ ଅକାଳୀ ଦଳ ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିଛି । ଏନଡିଏ ତରଫରୁ ଦ୍ରୌପଦୀ…
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପିଏମ ମୋଦୀ, ୟୁକ୍ରେନ ସଙ୍କଟ ହେଲା ଚର୍ଚ୍ଚା
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଉଭୟ ଦେଶର ନେତା ଫୋନରେ କଥା ହୋଇଛନ୍ତି । ପୁଟିନଙ୍କ ସହ କଥା ହୋଇ ପିଏମ ମୋଦୀ ୟୁକ୍ରେନ ସଙ୍କଟ…