Browsing Category

ଦେଶ

ଦିଲ୍ଲୀରେ ରଙ୍ଗ ବଦଳାଇଲା ପାଣିପାଗ: ହେଲା ବର୍ଷାରାଣୀର ଆଗମନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଦଳିଛି ପାଣିପାଗ । ଆଜି ସନ୍ଧ୍ୟା ହେବା କ୍ଷଣି ଦିଲ୍ଲୀ ଆକାଶରେ ଘୋଟି ଯାଇଥିଲା କଳା ବାଦଲ । ବହୁ ଦିନରୁ ଅପେକ୍ଷା ରହିଥିବା ସେହି ମେସୁମୀର ବର୍ଷାରେ ଓଦା ହୋଇଛି ରାଜଧାନୀର ମାଟି ।…

ଭାରତରେ ପୁଅ ନୁହେଁ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବରେ କରାଯାଉଛି ପସନ୍ଦ

ନୂଆଦିଲ୍ଲୀ: ଅନେକ ସମୟରେ ଦମ୍ପତ୍ତି ବିଭିନ୍ନ କାରଣରୁ ସନ୍ତାନ ସୁଖ ଲାଭ କରିପାରିନଥାନ୍ତି । ଏପରିସ୍ଥଳରେ ସେମାନେ ପୋଷ୍ୟସନ୍ତାନ ଗ୍ରହଣ କରିଥାନ୍ତି । ତେବେ ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ପୋଷ୍ୟସନ୍ତାନ…

ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଚନ୍ଦ୍ରୁ କଂଗ୍ରେସରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ: ପୁଣି ହାତ ଛାଡ଼ିଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ଏଚଏନ ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରୁ ଭାବେ ଜଣାଶୁଣା ଥିଲେ । ତେବେ ବ୍ୟକ୍ତିଗତ…

ରାଜ୍ୟସଭା ନିର୍ବାଚନ ପାଇଁ BJP ଘୋଷଣା କଲା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ରାଜ୍ୟରୁ କିଏ ହେଲା ପ୍ରାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୫୭ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ମାସ ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନ ରହିଥିବା ବେଳେ ବିଜେପି ୧୬ ଜଣ…

କେରଳରେ ପାଦ ଥାପିଲା ମୌସୁମୀ: ୩ ଦିନ ପୂର୍ବରୁ ମାରିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ଶେଷ ହୋଇଛି ମୌସୁମୀର ଅପେକ୍ଷା । ପ୍ରଚଣ୍ଡ ଖରା ତାତିକୁ ନେଇ ଦେଶବାସୀ ହନ୍ତସନ୍ତ ହେଉତିବା ବେଳେ ପାଣିପାଗ ବିଭାଗ ଦେଇଛି ଏକ ଆଶ୍ୱସ୍ତିକର ଖବର । ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଗୁଳିକରି ହତ୍ୟା, ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ହଟାଇଥିଲେ ତାଙ୍କର ସୁରକ୍ଷା

ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ରାଜ୍ୟର ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ନେଇଥିଲେ । ଉକ୍ତ ଭିଆଇପିଙ୍କ ମଧ୍ୟରେ ରହିଥିଲେ ରାଜ୍ୟର ଜଣେ ବିଶିଷ୍ଟ ଗାୟକ ସିଦ୍ଧୁ ମୁସେୱାଲା । ଆଜି ମୁସେୱାଲାଙ୍କୁ…

ହାଟରୁ ଗୁପଚୁପ୍ ଖାଇବା ହେଲା କାଳ: ୧୫୦ ଲୋକଙ୍କର ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗତକାଲି ଓଡ଼ିଶାର କଟକ ଜିଲ୍ଲାରେ କିଛି ଗୁପଚୁପ ବ୍ୟବସାୟୀଙ୍କ ଘରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ବେପାରୀମାନେ ଖରାପ ଜିନିଷ ବ୍ୟବହାର କରିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତ…

‘ମୋଦୀ ମାନିନଥିଲେ ଟ୍ରମ୍ପଙ୍କ ପତ୍ନୀଙ୍କ କଥା’, କୁରୁକ୍ଷେତ୍ରରେ ରାଲିଲେ ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ଗୁରୁକ୍ଷେତ୍ରରେ ଏକ ରାଲିକୁ ସମ୍ବୋଧିତ କରିବା ସହ କେଜ୍ରିୱାଲ ବିଜେପି ଉପରେ ବଷିଛନ୍ତି । ସେ କହିଛନ୍ତି ଯେ ତ୍ରେତାଯୁଗରେ ରାମଚନ୍ଦ୍ର ରାବଣର…

ମିଳିଲା ନେପାଳ ବିମାନର ଭଗ୍ନାବଶେଷ: ନିଖୋଜ ୪ ଯାତ୍ରୀ ଓଡ଼ିଶାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନେପାଳର ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି । ମୋଟ ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ନେପାଳର ପୋଖରାରୁ ଜୋମସୋମ୍ ଅଭିମୁଖେ ଯାଉଥିଲା । ତେବେ ବିମାନରେ ୪ ଜଣ…

ସ୍ମାର୍ଟଫୋନରେ ଜଣାପଡ଼ିବ କ୍ୟାନ୍ସର? ୧୫ ସେକେଣ୍ଡରେ ହେବ ୫୦ ଚର୍ମରୋଗର ଚିହ୍ନଟ

ନୂଆଦିଲ୍ଲୀ: କ୍ୟାନ୍ସର ଏଭଳି ଏକ ରୋଗ ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏହି ମାରାତ୍ମକ ରୋଗରେ ଶରୀରର କୋଶିକାଗୁଡ଼ିକ ନଷ୍ଟ ହେବାକୁ ଲାଗିଥାଏ ଏବଂ ପରେ ଧୀରେ ଧୀରେ ଶୀରର ଅଙ୍ଗ କାମ କରିବା ବନ୍ଦ କରିଥାଏ । ଯଦି…