Browsing Category

ଦେଶ

ସଅଳ ଆସିବ ମୌସୁମୀ, ସ୍ୱାଭାବିକ ଠାରୁ କମ୍‌ ବର୍ଷିବ : ଚଳିତ ବର୍ଷର ମୌସୁମୀ ବର୍ଷାକୁ ନେଇ ପାଣିପାଗ ବିଶେଷଜ୍ଞ ଆକଳନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡମାନ ଉପକୂଳ ଛୁଇଁସାରିବା ପରେ ଏବେ କେରଳ ଉପକୂଳ ମୁହାଁ ହୋଇଛି । ଆସନ୍ତା ଜୁନ୍‌ ୭ ତାରିଖ ସୁଦ୍ଧା ଏହା ଓଡ଼ିଶାରେ ପ୍ରବେଶ କରିବ । ତେବେ ଚଳିତ ବର୍ଷ ମୌସୁମୀ…

ଡକାୟତ ମୁଣ୍ଡରେ ଚଢିଲା ବାହା ହବାର ନିଶା: ଗୋଟିଏ ଜିଦି ଭାଙ୍ଗିଦେଲା ସମ୍ପୂର୍ଣ୍ଣ ଗ୍ୟାଙ୍ଗ

ନୂଆଦିଲ୍ଳୀ: ଇନାମୀ ଡକାୟତ କଲ୍ଲୀ ଗୁର୍ଜର ଏବେ ଜେଲର ଚାରିକାନ୍ଥ ଭିତରେ ଫଶି ଯାଇଛି । କଲ୍ଲୀ ସହିତ ଭାଇ ଏବଂ ଭିଣୋଇକୁ ଗିରଫ କରିଛି ମୁରୈନା ପୋଲିସ । ତେବେ ଗିରଫ କରିବା ପରେ କଲ୍ଲୀ ଗୁର୍ଜରର ସବୁ କାରନାମାର ପରଦା…

ବିବାହ ଉପହାରରେ ମିଳିଥିଲା ଟେଡି ବିୟର: ବ୍ଲାଷ୍ଟ ହେବାରୁ ନଷ୍ଟ ହୋଇଗଲା ଯୁବକଙ୍କ ହାତ ଏବଂ ଆଖି

ଗୁଜୁରାଟ: ବିବାହ ଉତ୍ସବରେ ମିଳିଥିଲା ଟେଡି ବିୟର ଉପହାର । କିନ୍ତୁ ଏହା ପରିବାର ପାଇଁ ଏକ ଭୟଙ୍କର ଉପହାର ପାଲଟିଯାଇଛି । ଉପହାର ପ୍ୟାକେଟ ଖୋଲିବା ମାତ୍ରେ ଏଥିରେ ଅଚାନକ ବ୍ଲାଷ୍ଟ ହୋଇଛି । ଏହି ବିସ୍ଫୋରଣରେ…

ଏହି ଦିନରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦର: ସରକାରଙ୍କ ତରଫରୁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦରବୃଦ୍ଧି ସମୟରେ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ତୈଳଦର ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି ସରକାର । ଏତିପାଇଁ ଦୀର୍ଘ ଦିନରୁ କରାଯାଉଥିବା ଏକ ପ୍ରକଳ୍ପରେ ସଫଳତା ମିଳି…

ଲଗାଣ ବର୍ଷା ଯୋଗୁଁ ଗମ୍ଭୀର ହେଉଛି ସ୍ଥିତି: ଏହି ସ୍ଥାନ ପାଇଁ ଜାରି ହେଲା ଅରେଞ୍ଜ ଆଲର୍ଟ

ଥିରୁଅନନ୍ତପୁରମ: ଲଗାଣ ବର୍ଷା ପାଇଁ କେରଳର ସ୍ଥିତି ଗମ୍ଭୀର ଆଡକୁ ଗତି କରୁଛି । ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପାଣିପାଗ ବିଭାଗ ମଧ୍ୟ ଏଥିରେ ଚିନ୍ତା ବଢାଇ ଦେଇଛି । ରାଜ୍ୟର ୭ଟି…

କୁକୁରକୁ ପୂଜା କରୁଛନ୍ତି ଏହି ପରିବାର: ବାର୍ଷିକରେ ଶହଶହ ସଂଖ୍ୟାରେ ପଶୁମାନଙ୍କୁ ଯୋଗାଇଥାନ୍ତି ଖାଦ୍ୟ

ନୂଆଦିଲ୍ଲୀ: ଅନେକ ଲୋକ ନିଜ ପୋଷା ଜୀବଜନ୍ତୁଙ୍କ ପାଇଁ ଖୁବ ଦରଦୀ ହୋଇଥାନ୍ତି । ସେମାନଙ୍କ ସହିତ ଯୋଡି ଦେଇଥାନ୍ତି ଏକ ଅତୁଟ ବନ୍ଧନ । ଠିକ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ହୁଗୁଳିରେ । ପୋଷା…

ମୁଣ୍ଡକା ଅଗ୍ନିକାଣ୍ଡ: ୨୭ ଜଣଙ୍କ ମୃତ୍ୟୁ ପାଇଁ ବିଜେପିର ୩ ଜଣ ବଡ଼ନେତା ଦାୟୀ: AAP, ଏହି ଅଭିଯୋଗ କ’ଣ ସତ

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଉକ୍ତ ଘଟଣା ପରେ ବର୍ତ୍ତମାନ ପୋଲିସ ପ୍ରଶାସନ ଡିଏନଏ ଟେଷ୍ଟ କରିବା ସହ ବାୟୋ ପ୍ରୋଫାଇଲିଂ…

ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଉପରାଜ୍ୟପାଳ ଅନିଲ ବୈଜଲ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…

ଭାରତୀୟ ନୌସେନା ହାତରେ ବଡ ସଫଳତା: ନୌସୈନିକ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ନୌସୈନିକ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ ଶେଷ କରିଛି ଭାରତୀୟ ନୌସେନା । ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି । ବାଲେଶ୍ୱର ଚାନ୍ଦିପୁରରେ ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ମିଳିତ ଭାବେ ଏହି…

ଏଣିକି ସରକାରୀ କ୍ୱାର୍ଟରରେ ପୋଷା କୁକୁର ରଖିପାରିବେ ନାହିଁ ପୋଲିସ ଅଧିକାରୀ: ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁହେଲା ଏହି ନିୟମ

ନୂଆଦିଲ୍ଲୀ: ନିଜ ଘରେ ପୋଷା କୁକୁର ରଖିବା ଅଧିକାଂଶ ଲୋକଙ୍କର ସଉକ ରହିଥାଏ । ପୋଷା ପଶୁପକ୍ଷୀଙ୍କୁ ଘରେ ରଖିବା ସହ ସେମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ମଧ୍ୟ ବହୁ ପଶୁପ୍ରେମୀ ଗ୍ରହଣ କରିଥାନ୍ତି । କିଛି ଲୋକ ନିଜର…