Browsing Category
ଦେଶ
ଚିଦାମ୍ବରମଙ୍କ ଘରେ ସିବିଆଇ ଚଢ଼ାଉକୁ ହାସ୍ୟସ୍ପଦ କହିଲା କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ବିରୁଦ୍ଧରେ ସିବିଆଇ ରେଡ୍ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦେଶରେ ଦରଦାମ ଏବଂ ଅନ୍ୟାନ୍ୟ…
ମୁହାଁମୁହିଁ ଧକ୍କା ହେଲା ୨ ବସ୍, ପବନରେ ଉଡ଼ିଗଲା ଡ୍ରାଇଭର: ଦେଖନ୍ତୁ ଦୁର୍ଘଟଣାର ଛାତିଥରା CCTV ଫୁଟେଜ୍
ସଲେମ: ତାମିଲନାଡ଼ୁର ସଲେମ ଜିଲ୍ଲାରେ ୨ଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ୧୦ ମେ’ ତାରିଖ ସନ୍ଧ୍ୟାରେ ହୋଇଥିଲା । ୩୦ ଜଣ ଯାତ୍ରୀଙ୍କୁ ଇଦାପଦିରୁ ଯାତ୍ରା…
କୁକୁର ନେଇ କେଦାରନାଥ ପହଞ୍ଚିଗଲେ ଶ୍ରଦ୍ଧାଳୁ, ମନ୍ଦିର କମିଟି କ୍ଷୁବ୍ଧ, ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ
କେଦାରନାଥ: ମହଙ୍ଗା ପଡିଲା ନିଜର ପୋଷା କୁକୁରକୁ ନେଇ କେଦାରନାଥ ମନ୍ଦିର ଦର୍ଶନ କରିବା। ଉକ୍ତ ବ୍ୟକ୍ତି ଉପରେ କ୍ଷୁବ୍ଧ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି। ଭାଇରାଲ୍ ଭିଡିଓ ଆଧାରରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ…
ଶୀନା ବୋରା ହତ୍ୟାକାଣ୍ଡରେ ବଡ ନିଷ୍ପତ୍ତି, ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶୀନା ବୋରା ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟ ବୁଧବାର ବଡ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ…
ଉତ୍ତରପ୍ରଦେଶରେ ମାଦ୍ରାସାକୁ ଆଉ ମିଳିବନି ଅନୁଦାନ, ମୁଖ୍ୟମନ୍ତ୍ରୀ ଯୋଗୀ ବଦଳାଇଲେ ଅଖିଳେଶଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ଏବେ ସ୍ଥାୟୀ ମାନ୍ୟତା ପ୍ରାପ୍ତ ମାଦ୍ରାସାକୁ ଅନୁଦାନ ଦେବେ ନାହିଁ । ମଙ୍ଗଳବାର ବସିଥିବା ଖ୍ୟାବିନେଟ ବୈଠକରେ ଅଳ୍ପସଂଖ୍ୟକ କଲ୍ୟାଣ ବିଭଅଗ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଉପରେ ଏହି…
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ପେରିବଲନଙ୍କୁ ଛାଡ଼ିବାକୁ ଆଦେଶ
ନୁଆଦିଲ୍ଲୀ: ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାରେ ଆଜୀବନ ସଜା କାଟୁଥିବା ଦୋଷୀଙ୍କ ମଧ୍ୟରୁ ଏଜି ପେରିବାଲାନଙ୍କୁ ମୁକ୍ତ…
କଂଗ୍ରେସକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ
ଗୁଜରାଟ ବିଧାନସଭା ନିର୍ବାଚନ ପୁର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ।
ସେ…
ଡାକ ବିଭାଗରେ ୩୮,୯୨୬ ଜିଡିଏସ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦଶମ ପାସ୍ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ନୁଆଦିଲ୍ଲୀ: ଯେଉଁମାନେ ଦଶମ ପାସ୍ କରିଛନ୍ତି ଆଉ ଚାକିରି ଖୋଜୁଛନ୍ତି, ସେମାସନଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ(ଜିଡିଏସ) ପଦରେ ନିଯୁକ୍ତି ପାଇଁ ଆବେଦନ କରିଛି । ଦଶମ ପାସ୍ କରିଥିବା…
ବାହାଘର ଭୋଜି ଖାଇ ୧୨ ଅସୁସ୍ଥ: ମେଡିକାଲରେ ଚାଲିଗଲା୨ ଯୁବତୀଙ୍କ ଜୀବନ, ଜାଣନ୍ତୁ କ’ଣ ଖାଇଥିଲେ
ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ପାଢୁର୍ଣ୍ଣାରେ ଏକ ବିବାହ ଭୋଜି ଖାଇ ୧୨ ଜଣ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଚିକିତ୍ସା ସମୟରେ ୨ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅସୁସ୍ଥ ଲୋକଙ୍କୁ…
ପତ୍ନୀ ଠିକ ଭାବରେ ଶାଢୀ ନ ପିନ୍ଧିବାରୁ ସ୍ୱାମୀ କଲେ ଆତ୍ମହତ୍ୟା: ସୁଇସାଇଡ ନୋଟରେ ଲେଖିଲେ ଏମିତି କିଛି
ମହାରାଷ୍ଟ୍ର: ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଜଣେ ବ୍ୟକ୍ତି ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଦାମ୍ପତ୍ତ୍ୟ ଜୀବନରେ ଅଶାନ୍ତି ରହୁଥିବାରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ମୁକୁନ୍ଦବାଡି ଥାନା…