Browsing Category

ଦେଶ

ହଠାତ ହେଲିକପ୍ଟରରେ ହେଲା ଦୁର୍ଘଟଣା: ୨ ଜଣ ପାଇଲଟ ମୃତ, ଜଣେ ଥିଲେ ଓଡିଆ

ଛତିଶଗଡ: ଛତିଶଗଡ ରାୟପୁରରେ ଦୁର୍ଘଟଣାର ଶିକାର ହୋଇଛି ଏକ ହେଲିକପ୍ଟର । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨…

ରାଜ୍ୟସଭା ନିର୍ବାଚାନ ପାଇଁ ବାଜିଲା ବିଗୁଲ୍ : ଓଡ଼ିଶା ସମେତ ୧୫ ରାଜ୍ୟର ୫୭ଟି ଆସନ ପାଇଁ ହେବ ମତଦାନ, ଜୁନ୍‌ ୧୦ରେ ଭୋଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ) ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଦେଶର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ମୋଟ୍‌ ୫୭ଟି ଆସନ ପାଇଁ ଆସନ୍ତା ଜୁନ୍‌ ୧୦…

ଛଳରେ ମହିଳାଙ୍କ ଗର୍ଭାଶୟରେ ରଖିଲେ ସ୍ପର୍ମ, ୯୪ ପିଲାଙ୍କ ପିତା ବନିଗଲେ ଡାକ୍ତର; ନେଟ୍‌ଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରରେ ହେଲା…

ନୂୂଆଦିଲ୍ଲୀ: ଆମେରିକାର ଇଣ୍ଡିଆନାପଲିସ୍‌ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଡାକ୍ତର ୯୪ ପିଲାଙ୍କର ବାପା ବୋଲି ଜଣାପଡ଼ିଛି । ଡାକ୍ତର ଜଣକ ତାଙ୍କ ପାଖକୁ ଆସୁଥିବା ମହିଳା ରୋଗୀଙ୍କ ଗର୍ଭାଶୟରେ ନିଜ…

ସ୍ୱିମିଙ୍ଗ ପୁଲରେ ଋଷ ନାବାଳିକାଙ୍କୁ ଦୁଷ୍କର୍ମ: କର୍ଣ୍ଣାଟକରୁ ଗିରଫ ହେଲା ଅଭିଯୁକ୍ତ ଦୁଷ୍କର୍ମକାରୀ

ଗୋଆ: ଋଷର ୧୨ ବର୍ଷୀୟ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଛି ଯୁବକ । କର୍ଣ୍ଣାଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ଗୋଆ ପୋଲିସ । ତେବେ ସେ ଜଣେ ବିବାହିତ ପୁରୁଷ ବୋଲି ଜାଣିବାକୁ ମିଳିଛି । ସବୁଠୁ…

ଦୁଇଥର ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ନୁହେଁ, ମୁଁ ଅନ୍ୟ ଏକ ଧାତୁରେ ନିର୍ମିତ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ: ଦୁଇଥର ପ୍ରଧାନମନ୍ତ୍ରୀ ହେବା ଜଣେ ବ୍ୟକ୍ତିଙ୍କ ଲାଗି ପର୍ଯ୍ୟାପ୍ତ ନୁହେଁ । ଲଗାତାର ଦୁଇଥର ପ୍ରଧାନମନ୍ତ୍ରୀ ହେବା ପରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ…

ଆମେ କରୋନା ବିରୋଧରେ ଏକ ଲୋକକେନ୍ଦ୍ରିକ ରଣନୀତି ଗ୍ରହଣ କରିଛୁ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦ୍ୱିତୀୟ ଗ୍ଲୋବାଲ କୋଭିଡ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଭାରତରେ କରୋନା ବିରୋଧରେ ଏକ ଲୋକକେନ୍ଦ୍ରିକ ରଣନୀତି ଗ୍ରହଣ…

ଆଜିଠାରୁ ଉତ୍ତରପ୍ରଦେଶର ମଦ୍ରାସାରେ ଜାତୀୟ ସଂଗୀତ ଗାନ କରିବା ବାଧ୍ୟତାମୂଳକ

ଲକ୍ଷ୍ନୌ: ଗୁରୁବାର ଠାରୁ ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାରେ ଜାତୀୟ ସଂଗୀତ "ଜନ ଗଣ ମନ" ଗାନ କରିବା ବାଧ୍ୟତାମୂଳକ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡର ରେଜିଷ୍ଟ୍ରାର…

ଡ୍ରାଗନକୁ କଡା ଟକ୍କର ଦେବ ଇଣ୍ଡିଆନ ଆର୍ମି: ଭାରତ ଦ୍ୱାରା ପ୍ରସ୍ତୁତ “ସ୍ୱାତୀ” ବଢାଇବ ସେନାର ଶକ୍ତି

ନୂଆଦିଲ୍ଲୀ: ଚୀନ ସହିତ ଭାରତର ସୀମା ବିବାଦ ମଧ୍ୟରେ ଇଣ୍ଡିଆନ ଆର୍ମି ନେଇଛି ଏକ ବଡ ନିଷ୍ପତ୍ତି । ଉତ୍ତର ସୀମାରେ ନିଜ ସାମର୍ଥ୍ୟ ବଢାଇବା ପାଇଁ ଅଧିକ ଅସ୍ତ୍ର ଚିହ୍ନଟ କରିପାରୁଥିବା ରାଡର କିଣିବାକୁ ଯାଉଛି ଭାରତୀୟ…

ଶୀଘ୍ର ଆସିବ ମୌସୁମୀ, ରବିବାର ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ

ନୁଅଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୫ ମେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ବଙ୍ଗୋପସାଗରରେ ପହଞ୍ଚିପାରେ। ବର୍ତ୍ତମାନ ଭାରତର…

ବେଲଗାମ୍ ଦରଦାମ: ଭାଙ୍ଗିଲା ୮ ବର୍ଷର ରେକର୍ଡ, ଅନିୟନ୍ତ୍ରିତ ସ୍ଥିତିରେ ମୁଦ୍ରାସ୍ଫୀତି!

ନୁଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୭.୭୯% ଛୁଇଁଛି । ସେହିପରି ସାମଗ୍ରିକ ଖାଦ୍ୟ ମୁଦ୍ରାସ୍ଫୀତି ୮.୩୮% ରେ ପହଞ୍ଚିଛି । ଯାହା ଦେଶର ଲୋକଙ୍କ ପକେଟକୁ ଶୋଷିବାରେ ଲାଗିଛି । ଖାଦ୍ୟସାମଗ୍ରୀର ଦରଦାମ…