Browsing Category

ଦେଶ

କର୍ଣ୍ଣାଲରେ ୪ ଆତଙ୍କବାଦୀ ଗିରଫ: ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବାରୁଦର କଣ୍ଟେନର ଜବତ

କର୍ଣ୍ଣାଲ: ହରିୟାଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ବଡ଼ କାର୍ଯ୍ୟାନୁଷ୍ଠାନ ସହ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି କର୍ଣ୍ଣାଲ ପୋଲିସ । ଏହା ସହ ଧରାପଡ଼ିଥିବା ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାତ୍ରାରେ…

ପଶ୍ଚିମବଙ୍ଗ ସରକାରଙ୍କ ପାଇଁ କେସ୍ ଲଢିଲେ ପି ଚିଦାମ୍ବରମ୍: ଓକିଲ ସଂଘ ଓ କଂଗ୍ରେସ କର୍ମୀଙ୍କ ବିରୋଧ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଅର୍ଥମନ୍ତ୍ରୀ ତଥା ସୁପ୍ରିମକୋର୍ଟ ଓକିଲ ପି ଚିଦାମ୍ବରମ କୋଲକାତା ହାଇକୋର୍ଟ ବାହାରେ ହଟହଟା ହୋଇଛନ୍ତିି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ମାମଲା ଲଢିବାକୁ ଆସିଥିବା…

ଏବେ ପାର୍ଟି ଗଠନ କରିବେ ନାହିଁ ପ୍ରଶାନ୍ତ କିଶୋର, ବିହାରରେ କରିବେ ୩ ହଜାର କିମି ପଦ ଯାତ୍ରା

ପାଟନା: ପ୍ରଶାନ୍ତ କିଶୋରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ ତାକୁ ନେଇ ସସପେନ୍ସ ଲାଗି ରହିଥିଲା। ଏହି ସବୁ କଳ୍ପନା ଜଳ୍ପନା ଉପରେ ଗୁରୁବାର ପୂର୍ଣ୍ଣଛେଦ ପକାଇଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ସେ…

ପଟିଆଲା ଲ’ ୟୁନିଭର୍ସିଟିରେ ‘କରୋନା ବୋମା’: ୬୦ ଛାତ୍ର ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପଞ୍ଜାବର ପଟିଆଲା ନ୍ୟାସନାଲ ଲ’ ୟୁନିଭର୍ସିଟିରେ ୬୦ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପରେ ୟୁନିଭର୍ସିଟି ପରିସରକୁ…

୧୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ କୋଭୋଭାକ୍ସ: ଆଦର ପୁନାୱାଲ ଦେଲେ ସୂଚନା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଏହାକୁ ଦେଖି କରୋନାର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି । ଏହାରି ମଧ୍ୟରେ ଶିଶୁଙ୍କୁ ଟିକା ଓ ବୁଷ୍ଟର ଡୋଜ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି…

ରାହୁଲ ଗାନ୍ଧୀଙ୍କୁ ମିଳିଲାନି କୋର୍ଟଙ୍କ ଅନୁମତି: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଜନୈକା ମହିଳାଙ୍କ ସହିତ ନାଇଟ୍ କ୍ଲବ ଘଟଣା ପାଇଁ ବିବାଦରେ ରହିଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ଥରେ ବଢିଛି ଅଡୁଆ । ତେଲେଙ୍ଗାନାର ଓସମାନିଆ ୟୁନିଭର୍ସିଟିରେ…

କାଶ୍ମୀରରୁ ତାଜିକିସ୍ତାନ ପର୍ଯ୍ୟନ୍ତ କମ୍ପିଲା ପୃଥିବୀ, ରେକ୍ଟର ସ୍କେଲରେ ୫.୩ ତୀବ୍ରତା

ଶ୍ରୀନଗର: ପୁଣିଥରେ କମ୍ପିଲା ପୃଥିବୀ । ଆଜି ସକାଳ ୫ଟା ୩୫ରେ ଜାମ୍ମୁ-କାଶ୍ମୀରରୁ ନେଇ ତାଜିକିସ୍ତାନ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ଥିଲା । ଭୂକମ୍ପର କେନ୍ଦ୍ରବିନ୍ଦୁ…

ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି । ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା । ଏହାର ଫାଇଦା ଉଠାଇ ଏବେ ଭାରତ ବ୍ୟାରେଲ ପିଛା ୭୦ ଡଲାରରୁ…

ଆକର୍ଷଣୀୟ ଅଫର ନେଇଆସିଛି ଆମାଜନ.ଇନ୍‌ର ‘ସମର ସେଲ, ଏମିତି ରିହାତିର ଫାଇଦା ଉଠାଇପାରିବେ ଗ୍ରାହକ

ମୁମ୍ବାଇ: ଭାରତରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଆମାଜନ.ଇନ ପକ୍ଷରୁ ଚଳିତ ମେ ୪ ରୁ ଏହାର ‘ସମର ସେଲ' ଆରମ୍ଭ ହୋଇଯାଉଛି । ଏହି ସମର ସେଲରେ ଗ୍ରାହକମାନେ ଅନେକଗୁଡ଼ିଏ ଉଲ୍ଲେଖନୀୟ ବ୍ରାଣ୍ଡ ଯଥା ୱାନପ୍ଲସ, ଏଲଜି,…

ନୂଆ ମିଶନ ପାଇଁ ଇସ୍ରୋର ଜେରାଦାର ପ୍ରୟାସ, ଖୁବ୍‌ଶୀଘ୍ର ଶୁକ୍ରଗ୍ରହକୁ ପଠାଇବ ମହାକାଶ ଯାନ

ନୂଆଦିଲ୍ଲୀ : ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ସଫଳତାର ସହ ମହାକାଶ ଯାନ ପଠାଇବା ପରେ ଖୁବ୍‌ ଶୀଘ୍ର ଇସ୍ରୋ ଶୁକ୍ରଗ୍ରହର କକ୍ଷପଥକୁ ମହାକାଶ ଯାନ ପଠାଇବା ପାଇଁ ତା’ର ପ୍ରୟାସକୁ ଜୋର୍‌ଦାର କରିଛି  । ଏନେଇ ଇସ୍ରୋ ଅଧ୍ୟକ୍ଷ…