Browsing Category

ଦେଶ

ଶାହୀନ ବାଗ ଅଞ୍ଚଳରୁ ୫୦ କେଜି ହିରୋଇନ୍, ନଗଦ ୩୦ ଲକ୍ଷ ଏବଂ ଟଙ୍କା ଗଣା ମେଶିନ ଜବତ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଆଜି ଏକ ବଡ଼ ସଫଳତା ହାସଲ କରିଛି । ଏନସିବି ଦିଲ୍ଲୀର ଶାହୀନ ବାଗ ଅଞ୍ଚଳରୁ ୫୦ କେଜି ହିରୋଇନ୍ ଜବତ କରିଛି । ଏହା ସହିତ ୩୦ ଲକ୍ଷ ନଗଦ ଟଙ୍କା, ଟଙ୍କା ଗଣିବା…

ପୁଣି ରାଜ୍ୟ ଉପରେ ଦୋଷ ଲଦିଲେ କେନ୍ଦ୍ର ସରକାର, ମନ୍ତ୍ରୀ କହିଲେ ମହଙ୍ଗା ବିମାନ ଯାତ୍ରା ପାଇଁ ଅଣ-ବିଜେପି ଶାସିତ ରାଜ୍ୟ ଦାୟୀ

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧିକୁ ନେଇ ପୁଣି ଥରେ କେନ୍ଦ୍ର ସରକାର ଅଣ -ବିଜେପି ଶାସିତ ରାଜ୍ୟ ଗୁଡ଼ିକୁ ଟାର୍ଗେଟ କରିଛନ୍ତି । ପୁର୍ବ ବେସାମରିକ ମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଭଳି…

କଲବଲ ହେବେ ଲୋକେ! ରାଜ୍ୟରେ ଆଉ ୫ ଦିନ ପ୍ରଚଣ୍ଡ ତାତି: ଆଇଏମଡି ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକେ କଲବଲ ହେଉଛନ୍ତି । ଏହାରି ମଧ୍ୟରେ ଖରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…

୨୦୨୩ ସୁଦ୍ଧା ଆସିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ ମୁଦ୍ରା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସୀ ଲଞ୍ଚ କରିବା ଦିଗରେ ଭାରତ ତ୍ୱରିତ ପଦକ୍ଷେପ ନେଉଛି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ସୁଦ୍ଧା ଭାରତ ଏହାର ଡିଜିଟାଲ ମୁଦ୍ରା ପ୍ରସ୍ତୁତ କରିବ ।…

ବିଧାନସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ କମଲନାଥ,ଗୋବିନ୍ଦ ସିଂଙ୍କୁ ମିଳିଲା ଦାୟିତ୍ୱ

ମଧ୍ୟପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କମଲନାଥ ମଧ୍ୟପ୍ରଦେଶ ବିଧାନସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ବଦଳରେ ଡା. ଗୋବିନ୍ଦ ସିଂ ଏବେ ବିରୋଧୀ ଦଳ ନେତା ହେବେ । କୁହାଯାଉଛି ଯେ, ଆଗାମୀ ବର୍ଷ…

୨୦୨୧ ଡିସେମ୍ବର ତ୍ରୈମାସିକରେ ୯ ଟି ଶିଳ୍ପରେ ହୋଇଛି ୩.୧୪ କୋଟି ନିଯୁକ୍ତି: କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ସରକାରୀ ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୨୧ ତ୍ରେିମାସିକରେ ଦେଶର ପ୍ରମୁଖ ସଂସ୍ଥାମାନଙ୍କରେ ୪ ଲକ୍ଷ ଲୋକ ନୂଆ ଚାକିରି ପାଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଗୁରୁବାର ତ୍ରୈମାସିକ ରୋଜଗାର…

ମୋଦୀ ସରକାର ଆଣିଛନ୍ତି ଯୋଜନା: ୬୦ ବର୍ଷ ହେଲେ ଶ୍ରମିକ ମଧ୍ୟ ପାଇବେ ପେନ୍ସନ୍, ଜାଣନ୍ତୁ ପ୍ରସେସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଶ୍ରମିକମାନଙ୍କୁ ପେନସନ୍ ସୁବିଧା ଯୋଗାଇବେ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉତ୍ତମ ଯୋଜନା । ଏହା ଅଧୀନରେ ରାସ୍ତାଘାଟ…

୩୦ ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଯିବ ଆପଣଙ୍କ ଟଙ୍କା, ଆଦାନୀ ଗୃପର ଏହି ଷ୍ଟକ୍ ରେ କରନ୍ତୁ ନିବେଶ

ମୁମ୍ବାଇ: ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଗ୍ରୁପର ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ୭ ଟି କମ୍ପାନୀ ମଧ୍ୟରୁ ଗୋଟିଏର ରିଟର୍ନ ଏତେ ଭଲ ହୋଇଛି ଯେ ଏହା ଏକ ମାସ ମଧ୍ୟରେ…

କିଚ୍ଚା ସୁଦୀପ କହିଲେ ମୁଁ ହିନ୍ଦି ଭାଷାକୁ ମାତୃଭାଷା ମାନେ ନାହିଁ, ଜବାବ ରଖିଲେ ଅଜୟ ଦେବଗନ

ମୁମ୍ବାଇ: ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ବଢ଼ିଚାଲୁଥିବା ବେଳେ ବଲିଉଡ୍ ଫିଲ୍ମ କେଉଁଠି ନା କେଉଁଠି ପଛରେ ରହିଯାଉଛି । ଏହାରି ମଧ୍ୟରେ ଭାଷାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦର ଆରମ୍ଭ ସାଉଥ୍…

ଗୌତମ ଅଦାନୀଙ୍କ ଉପରେ କୁବେରଙ୍କ କୃପା, ବଢିଚାଲିଛି ସମ୍ପତ୍ତି ତାଲିକା

ମୁମ୍ବାଇ: ଭାରତର ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ନିଜ ନାମରେ ଗୋଟିଏ ପରେ ଗୋଟିଏ ରେକର୍ଡ ଯୋଡ଼ି ଚାଲିଛନ୍ତି । ଚଳିତ ବର୍ଷ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବା ସହିତ ବିଶ୍ୱ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ…