fbpx
Browsing Category

ଦେଶ

କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ: ଧରିବେ ପଦ୍ମ !

ନୂଆଦିଲ୍ଲୀ,୧୦/3: ମଧ୍ୟପ୍ରଦେଶର ରାଜ ପରିବାରରୁ ଆସିଥିବା ଜ୍ୟୋତରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ଦେଇଛନ୍ତି ବଡ ଝଟକା । ସମସ୍ତ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ।…

ହୋଲିରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପବିତ୍ର ହୋଲି ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଆଜି ହୋଲି ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା…

ସଙ୍କଟରେ ମଧ୍ୟପ୍ରଦେଶର କମଲନାଥ ସରକାର

ଭୋପାଳ, ୧୦ା୩: ମଧ୍ୟପ୍ରଦେଶ ସରକାରରେ ସଙ୍କଟ ଦେଖାଦେଇଛି । ଗାଦି ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରୟାସ କରୁଛନ୍ତି । କାରଣ ମଧ୍ୟରାତ୍ରିରେ କମଲନାଥଙ୍କ ବାସଭବନରେ ଏକ ବୈଠକ ପରେ କ୍ୟାବିନେଟର ସମସ୍ତ ମନ୍ତ୍ରୀ…

ନିର୍ଭୟା ଗଣଦୁଷ୍କର୍ମ ମାମଲା, ମୃତ୍ୟୁ ଦଣ୍ଡ ରଦ୍ଦ ପାଇଁ ବିନୟର ଆବେଦନ

ନୂଆଦିଲ୍ଳୀ, ୯ା୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆସନ୍ତା ମାର୍ଚ୍ଚ ୨୦ରେ ଚାରି ଦୋଷୀଙ୍କୁ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ ସରିଛି । ଏହାରିମଧ୍ୟରେ ଆଜି ଚାରୀ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ମୃତ୍ୟୁ ଦଣ୍ଡ ରଦ୍ଦ…

ୟେସ୍ ବ୍ୟାଙ୍କ ମାମଲା, ରାଣା କପୁରଙ୍କ ନାମରେ ସିବିଆଇ ଏତଲା

ନୂଆଦିଲ୍ଲୀ, ୯ା୩: ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିବା ସୂଚନା ମିଳିଛି । ଏହାସହ ସିବିଆଇ ଏଫଆଇଆରରେ ସେଥିରେ ତାଙ୍କ ପତ୍ନୀ ବିନ୍ଦୁଙ୍କ ନାମ ରହିଛି । ଏହାସହ ତିନିଝିଅ…