Browsing Category
ଦେଶ
ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର ଓ ଲଦ୍ଦାଖ
ନୂଆଦିଲ୍ଲୀ: ଆଜି ସକାଳୁ ଜମ୍ମୁ କଶ୍ମୀର ଓ ଲଦ୍ଦାଖର ଲେହ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ଝଟକାର ତୀବ୍ରତା ୪.୩ ରହିଥିବା ବେଳେ ସକାଳ ପାଖାପାଖି ୭.୩୦ରେ ଏହା ଦେଖିବାକୁ ମିଳିଥିଲା ।…
ଏଠାରେ ପ୍ରତି ପରିବାରକୁ ବାର୍ଷିକ ୩ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା, ସରକାରଙ୍କ ଘୋଷଣା
ନୂଆଦିଲ୍ଲୀ: ରାଜ୍ୟରେ ବଡ଼ ଘୋଷଣା କରିଛନ୍ତି ଗୋଆ ସରକାର । ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ଗୋଆ ସରକାର ବଡ଼ ନିଷ୍ପତ୍ତି ନେଇ କହିଛନ୍ତି ଯେ, ରାଜ୍ୟର ପ୍ରତି ପରିବାରକୁ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ,…
ଅତ୍ୟାବଶ୍ୟକୀୟ ସାମଗ୍ରୀ ପରେ ମନୋରଞ୍ଜନ ହେଲା ମହଙ୍ଗା: ଏତିକି ଟଙ୍କା ସବ୍ସସ୍କ୍ରି୍ସନ୍ର ଫି’ ବଢାଇଲା ନେଟ୍ଫ୍ଲିକ୍ସ
ନୂଆଦିଲ୍ଲୀ: ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଲ ଦର ମହଙ୍ଗା ହେବା ପରେ ଏବେ ମନୋରଞ୍ଜନ ପାଳି ପଡିଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସ ମଧ୍ୟ ତାର ମୂଲ୍ୟ ବଢ଼ାଇବ ବୋଲି କହିଛି । ଚଳିତ ବର୍ଷ ଜାନୁଆରୀ…
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି UPSC ଟପର IAS ଟିନା ଡାବି, ଜାଣନ୍ତୁ କାହାସହ ପଡିବ ହାତଗଣ୍ଠି?
ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡରର ୨୦୧୬ ବ୍ୟାଚର UPSC ଟପର IAS ଟିନା ଡାବି ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କ ସହ ତାଙ୍କର ହାତଗଣ୍ଠି ପଡିବାକୁ ଯାଉଛି । ସୂତ୍ରରୁ…
କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତ୍ତି, ରାସ୍ତାରୁ ହଟିବ ଟୋଲ୍ ପ୍ଲାଜା, ମଝିରାସ୍ତାରେ ଗାଡି ଆଉ ଅଟକିବନି
ନୂଆଦିଲ୍ଲୀ: ଆଗକୁ ରାସ୍ତାରୁ ହଟିଯିବ ଟୋଲ୍ ପ୍ଲାଜା । ଟୋଲ୍ ପ୍ଲାଜା ଗୁଡିକରେ ଗାଡ଼ି ଅଟକିବାକୁ ପଡ଼ିବନି କିନ୍ତୁ, ଟିକସ କଟିବ । ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ ।…
ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର ସହ କରିବେ ଆଲୋଚନା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ସୋମବାର ସନ୍ଧ୍ୟାରେ ହେବାକୁ ଥିବା ବିବିସି ସ୍ପୋର୍ଟ୍ସ ୱିମେନ ଅଫ୍ ଦ ଇୟର…
ବାବରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବେ ଯୋଗୀ ସରକାର, ବିଜେପିକୁ ଭୋଟ୍ ଦେବାରୁ ପିଟି ପିଟି ହତ୍ୟା କରାଯାଇଥିଲା
ଲକ୍ଷ୍ନୌ ୨୮।୦୩: କୁଶୀନଗରରେ ପିଟି ପିଟି ହତ୍ୟା କରାଯାଇଥିବା ବାବର ଅଲ୍ଲୀଙ୍କ ପରିବାରକୁ ଯୋଗୀ ସରକାର ଦେବେ ୨ ଲକ୍ଷ ଟଙ୍କା। ବିଜେପି ପକ୍ଷରେ ଭୋଟ୍ ଦେବା ଏବଂ ସରକାର ଗଠନ ପରେ ମିଠା ବଣ୍ଟାକୁ ନେଇ ବିବାଦ ପରେ…
ଚକଲେଟ ବାହାନାରେ ଯୌନ ଶୋଷଣ: ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ବେଳେ ଧରା ପଡିଲା ମୌଲବୀ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘର ଜିଲ୍ଳାରୁ ଆସିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ମୌଲବୀକୁ ଧରିଛନ୍ତି ସ୍ଥାନୀୟ ଲୋକ । ପୀଡିତାଙ୍କୁ ଜବରଦସ୍ତ ନିଜ ସହ ନେଇ ଯିବାକୁ ଚେଷ୍ଟା…
ଛତିଶଗଡ଼ ଜାମଗାଓଁରେ ମାଲବାହୀ ଟ୍ରେନ ମୁହାଁମୁହିଁ, ଓଲଟିପଡ଼ିଲା ୧୮ଟି ବଗି, ହାୱଡ଼ା-ମୁମ୍ବାଇ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ଛତିଶଗଡର ରାଇଗର ଜିଲ୍ଲାର ଜାମଗାଓଁ ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଦୁଇଟି ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଜୋରଦାର ଧକ୍କା ହେବା ଫଳରେ ୧୮ ଟି କୋଚ୍ ରେଳଧାରଣାରୁ ବାହାରକୁ ଓଲଟି ପଡ଼ିଥିଲା । ସେପଟେ…
ଓଟର ମୂଲ୍ୟ ୧୪ କୋଟି: ବିକ୍ରି ହେଲା ବିଶ୍ୱର ସବୁଠୁ ମହଙ୍ଗା ଓଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଳୀ: ଆରମ୍ଭ ହେବାକୁ ଯାଉଛି ଇସଲାମ ଧର୍ମର ପବିତ୍ର ପର୍ବ ରମଜାନ । ଏହା ପୂର୍ବରୁ ଚର୍ଚ୍ଚାରେ ଆସି ସାରିଲାଣି ସାଉଦି ଆରବ । ଏଠାରେ ଏକ ଓଟର ବିକ୍ରି ମୂଲ୍ୟ ଜାଣିଲେ ହୋସ ଉଡିଯିବ । ଏହାକୁ ଦୁନିଆର ସବୁଠାରୁ…