Browsing Category

ଦେଶ

ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲାଙ୍କ ୨୬ ବର୍ଷିୟ ପୁଅଙ୍କ ଦେହାନ୍ତ, ସେରେବ୍ରାଲ୍ ପାଲ୍ସୀ ଦ୍ୱାରା ଥିଲେ ପୀଡ଼ିତ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତ୍ୟ ନଦେଲାଙ୍କ ପୁଅଙ୍କ ଦେହାନ୍ତ ହୋଇଯାଇଛି । ମାତ୍ର ୨୬ ବର୍ଷ ବୟସରେ ସତ୍ୟ ନଦେଲାଙ୍କ ପୁଅ ଜେନ୍ ନାଦେଲା ଆଖି ବୁଜିଛନ୍ତି । ତେବେ ଏତେ କମ୍ ବୟସରୁ…

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ: ୟୁକ୍ରେନ ସଙ୍କଟ ସହ ଅନେକ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ: ୟୁକ୍ରେନରେ ରୁଷର ଆକ୍ରମଣ ଜାରି ରହିଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ‘ଅପରେସନ ଗଙ୍ଗା’ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ଥର…

ଦେଶରେ କେଉଁ କେଉଁଠି ରହିଛି ମହାଦେବଙ୍କ ୧୨ ଜ୍ୟୋର୍ତିଲିଙ୍ଗ? ଜୀବନରେ ଥରେ ନିଶ୍ଚୟ କରନ୍ତୁ ଦର୍ଶନ

ନୂଆଦିଲ୍ଲୀ: ଭଗବାନ ଶିବଙ୍କ ୧୨ଟି ଜ୍ୟୋର୍ତିଲିଙ୍ଗ ଦେଶର ଭିନ୍ନ ଭିନ୍ନ ଅଂଶରେ ସ୍ଥାପିତ ରହିଛି । ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ, ଏହି ୧୨ ଟି ସ୍ଥାନରେ ମହାଦେବ ଶିବ ସ୍ୱର୍ୟ ବିରାଜମାନ ରହିଛନ୍ତି । ଏପରି କୁହାଯାଏ…

ବର୍ଷକରେ ୩୩ ହଜାରରୁ ଅଧିକ ଘୁଷୁରୀ ମରିଗଲେ ଏହି ରାଜ୍ୟରେ, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ମିଜୋରାମରେ ଗତବର୍ଷ ରାଜ୍ୟରେ ଅତ୍ୟଧିକ ସଂକ୍ରାମ ଆଫ୍ରିକୀୟ ସ୍ୱାଇନ ଜ୍ୱର ବା ଏଏସଏଫ ପ୍ରକୋପ କାରଣରୁ ୩୩,୪୧୭ ଘୁଷୁରୀଙ୍କ ମୃତ୍ୟୁ ହୋଇଛି । ଏନେଇ ମିଜୋରାମ ସରକାରଙ୍କ ପଶୁପାଳନ ଓ ପ୍ରାଣୀ ଚିକିତ୍ସା…

ଇଞ୍ଜେକସନ୍ ମାଧ୍ୟମରେ ମାଦକ ଦ୍ରବ୍ୟ ସେବନ କଲେ ବ୍ୟାପୁଛି AIDS: ଏହି ରାଜ୍ୟରେ ୮ ଶହ ଲୋକ HIVରେ ସଂକ୍ରମିତ

ନୂଆଦିଲ୍ଲୀ: ଏଡସ୍ ପରି ଏକ ମାରାତ୍ମକ ରୋକ ବିଷୟରେ କିଏ ବା ନ ଜାଣେ । ଏହି ରୋଗର ଉପଯୁକ୍ତ ମେଡିସିନ୍ ଆଜି ପର୍ଯ୍ୟନ୍ତ ଡାକ୍ତରମାନେ ବାହାର କରିପାରି ନାହାନ୍ତି । ତେବେ ନିକଟରେ ତ୍ରିପୁରାରୁ ଏକ ବଡ଼ ଅପଡେଟ୍ ଆସିଛି ।…

ରୁଷର ଅହରହ ଆକ୍ରମଣ: ଆର୍ଟିଲେରୀ ଆଟାକ୍ ରେ ୭୦ ୟୁକ୍ରେନ ଯବାନ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଅହରହ ଆକ୍ରମଣ ଜାରି ରଖିଛି । ଯାହାଫଳରେ ଏଯାବତ୍ ୩୫୦ରୁ ଅଧିକ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନର ଖବର ଅନୁସାରେ, ଖାରକିଭ୍ ଓ କିଭ୍ ମଧ୍ୟରେ ଥିବା ଏକ ସହର…

ନବୋଦୟ ବିଦ୍ୟାଳୟରେ ଭର୍ତ୍ତି ପରୀକ୍ଷାର ଜାରୀ ହେଲା ଆଡମିଟ୍ କାର୍ଡ, ଏହି ଲିଙ୍କକୁ ଯାଇ ଡାଉନଲୋଡ୍ କରନ୍ତୁ..

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟ ସମିତି(ଏନଭିଏସ୍) ବିଭିନ୍ନ ନନ୍-ଟିଚିଂ ପଦବୀ ପାଇଁ ହେଉଥିବା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିଛି । ଯେଉଁ ଆଶାୟୀ ଫେବୃଆରୀ ୧୦ ତାରିଖ ପୂର୍ବରୁ ପରୀକ୍ଷା ପାଇଁ ଆଦେବନ କରିଛନ୍ତି…

ମହଙ୍ଗା ମାଡ଼: ଏଲପିଜି ସିଲିଣ୍ଡର୍ ହେଲା ୧୦୫ ଟଙ୍କା ମହଙ୍ଗା, ଆଜିଠାରୁ ବଦଳିବ ଆପଣଙ୍କ ସହରର ଗ୍ୟାସ୍ ଦର

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ମଧ୍ୟରେ ଏଲପିଜି ସିଲିଣ୍ଡରର ନୂଆ ରେଟ୍ ଜାରି ହୋଇଯାଇଛି । ଆଜି ଅର୍ଥାତ୍ ମାର୍ଚ୍ଚ ୧ ତାରିଖରୁ ନୂତନ ରେଟ୍ ଜାରି କରାଯାଇଛି । ସିଲିଣ୍ଡର ଦର ୧୦୫ ଟଙ୍କା…

ମହାଶିବରାତ୍ରୀରେ ଗ୍ରହମାନଙ୍କର ଅଦ୍ଭୁଦ ସଂଯୋଗ! ଏହି ଶୁଭ ମୁହୂର୍ତ୍ତରେ ପୂଜା କଲେ ମିଳିବ ଶିବଙ୍କ କୃପା

ଆଜି ହେଉଛି ମହାଶିବରାତ୍ରୀ । ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ଅର୍ଥାତ୍ ଆଜି ସମଗ୍ର ଦେଶରେ ଶିବଭକ୍ତମାନେ ମହାଶିବରାତ୍ରୀ ପାଳୁଛନ୍ତି । ପ୍ରହ୍ମ ମୁହୂର୍ତ୍ତଠାରୁ ହିଁ ରୁଦ୍ରାଭିଷେକ, ପୂଜା ପାଠ ସମୟ ଆରମ୍ଭ ହୋଇସାରିଛି…

ଶାଳି-ଭିଣୋଇ ସମ୍ପର୍କରେ ଦାଗ: ୩ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ ପରେ ସାର୍ବଜନୀନ କଲା ପୀଡିତାଙ୍କ ପ୍ରାଇଭେଟ ଫଟୋ

ନୂଆଦିଲ୍ଲୀ: ପୁଣି ସମ୍ପର୍କରେ ଲାଗିଛି କଳା ଦାଗ । ବାଡମେରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଏକ ଜ୍ୱଳନ୍ତ ଉଦାହରଣ । ଶାଳିଙ୍କୁ ୩ ବର୍ଷ ଧରି ଦୁଷ୍କର୍ମ କରାଯିବାର ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଅଶ୍ଳୀଳ…