Browsing Category
ଦେଶ
ପୁଣି ଅଡ଼ୁଆରେ ସମୀର ୱାଙ୍ଖେଡେ; ବେଆଇନ ବାର ଲାଇସେନ୍ସ ମାମଲାରେ ମୁମ୍ବାଇ ପୋଲିର ସମନ, ହାଇକୋର୍ଟରେ ଯାଚିକା ଖାରଜ
ମୁମ୍ବାଇ: ବେଆଇନ ବାର ଲାଇସେନ୍ସ ମାମଲାରେ ଏନସିବିର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ସମନ କରିଛି ମୁମ୍ବାଇ ପୋଲିସ । ମଙ୍ଗଳବାର ମୁମ୍ବାଇର କୋପାରି ପୋଲିସ ଷ୍ଟେସନରେ ସମନ ପାଇଁ ହାଜର ହୋଇ ମାମଲାରେ…
ବିଶ୍ୱରେ ଲାଗିରହିଥିବା ପରସ୍ଥିତି ମଧ୍ୟରେ ଭାରତକୁ ଶକ୍ତିଶାଳୀ ହେବା ଜରୁରୀ; ୟୁକ୍ରେନ ପ୍ରସଙ୍ଗରେ ମୋଦିଙ୍କ ବୟାନ
ଉତ୍ତର ପ୍ରଦେଶରେ ବହୁଛି ନିର୍ବାଚନୀ ହାୱା । ଆସନ୍ତାକାଲି ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ରାଜନୈତିକ ଦଳମାନେ ମଧ୍ୟ ଜୋର ସୋରରେ ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଉତ୍ତର ପ୍ରଦେଶର…
(Video) ରାମ ରହିମଙ୍କୁ ଖଲିସ୍ତାନୀ ଡର… ହରିୟାଣା ପୁଲିସ ଦେଲା z-plus ସୁରକ୍ଷା
ବଳାତ୍କାର ଓ ହତ୍ୟା ମାମଲାରେ ଜେଲ ଦଣ୍ଡ ପାଇଥିବା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା... ଖାଲିସ୍ତାନୀଙ୍କ ଆକ୍ରମଣ ଭୟ ଥିବାରୁ ହରିୟାଣା ପୁଲିସ ତାଙ୍କୁ ଏହି ସୁରକ୍ଷା ଯୋଗାଇଦେଇଛି । ୨୧…
ବିରଳ ମହାଜାଗତିକ ଦୃଶ୍ୟ: ମାଧ୍ୟାକର୍ଷଣ ପ୍ରଭାବରେ ମିଶିଗଲେ ୩ଟି ଆକାଶ ଗଙ୍ଗା
ନୂଆଦିଲ୍ଲୀ: ଏକାଠି ହୋଇଛନ୍ତି ୩ଟି ଆକାଶ ଗଙ୍ଗା । ଏହି ୩ ଆକାଶ ଗଙ୍ଗା ବା ଗାଲାକ୍ସିର ମିଳନର ବିରଳ ମହାଜାଗତିକ ଦୃଶ୍ୟ କଏଦ ହୋଇଯାଇଛି ନାସାର ହବଲ ଟେଲିସ୍କୋପରେ । ଏକ ତାରା ଆକୃତିର ଦେଖାଯାଉଥିବା ଏହି ଦୃଶ୍ୟଟି…
ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଜିଅନ୍ତା ଜଳି ୭ ମୃତ, ୧୦ ଗୁରୁତର
ଉନା: ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ବଡ଼ ବିସ୍ଫୋରଣ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଉନା ଜିଲ୍ଲାରର ତାହଲିୱାଲ ସ୍ଥିତ ଗୋଦାମରେ ହୋଇଥିବା ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ,…
ନୀତିଶ କୁମାର ହୋଇପାରନ୍ତି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବର୍ତ୍ତମାନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଏହାର ଫଳଫଳ ଉପରେ ରହିଛି ସମସ୍ତଙ୍କ ରାଜନୈତିକ ଦଳମାନଙ୍କର ନଜର । ତେବେ ଇତିମଧ୍ୟରେ ପୁଣି ଥରେ ବିପକ୍ଷ ମହାମେଣ୍ଟ ପାଇଁ ପ୍ରସ୍ତୁତି…
ୟୁକ୍ରେନରୁ ଫେରିବେ ଭାରତୀୟ, ୧୦ଟା ୧୫ ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ବିମାନ
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି । ଏହାରି ମଧ୍ୟରେ ଭାରତୀୟଙ୍କ ଫେରାଇ ଆଣିବାକୁ ୟୁକ୍ରେନ ଗଲା ଏୟାର ଇଣ୍ଡିଆ ବିମାନ । ସକାଳ ୭ଟା ୪୦ରେ କିଭ ଅଭିମୁଖେ ଯାତ୍ରା…
ହୋଲି ପୂର୍ବରୁ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ଶସ୍ତା ହେବ ଖାଇବା ତେଲ; ଜାଣନ୍ତୁ କେତେ ଟଙ୍କା କମିବ
ନୂଆଦିଲ୍ଲୀ: ଲଗାତର ଭାବରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଖାସ୍ କରି କୋଭିଡ୍ ମହାମାରୀ କାରଣରୁ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦାମ୍ ବଢ଼ିଛି । ଏହା ଭିତରେ ମାର୍ଚ୍ଚ ମାସରେ ଗ୍ରାହକଙ୍କୁ ଆଶ୍ୱସ୍ତି…
ଚଳିତ ଥର ପଞ୍ଜାବରେ ୮ ପ୍ରତିଶତ କମ୍ ମତଦାନ: ବିଗିଡ଼ିବ ସମସ୍ତ ରାଜନୈତିକ ଦଳ ପୂର୍ବ ଗଣିତ
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭାର ୧୧୭ଟି ସିଟ ପାଇଁ ମତଦାନ ସମାପ୍ତ ହୋଇଛି । ତେବେ ଆସନ୍ତା ୧୦ ତାରିଖର ଫଳାଫଳ ନିର୍ଦ୍ଧାରଣ କରିବ ସମସ୍ତ ରାଜନୈତିକ ଦଳମାନଙ୍କର ଭାଗ୍ୟ । ତେବେ ଗତ ୨୦୧୭ ବିଧାନସଭା ନିର୍ବାଚନ ଅପେକ୍ଷା…
ସ୍ତ୍ରୀର ହାତ-ଗୋଡ଼ ବାନ୍ଧି ମଦୁଆ ସ୍ୱାମୀ ରଖୁଥିଲା ଶାରୀରିକ ସମ୍ବନ୍ଧ, କୋର୍ଟ ଛାଡ଼ପତ୍ରକୁ ଦେଲେ ମଞ୍ଜୁରୀ
ନାଗପୁର: ପତ୍ନୀର ହାତ ଓ ଗୋଡ଼କୁ ବାନ୍ଧି ଜୋରଜବରଦସ୍ତି ପାଟିରେ କପଡ଼ା ପୂରାଇ ଶାରୀରିକ ସମ୍ବନ୍ଧ ରଖୁଥିଲା ସ୍ୱାମୀ । ପ୍ରତିଦିନ ମଦ ପିଇ ଆସିବା ପରେ ସ୍ତ୍ରୀ ସହିତ ଏପରି ହରକତ କରୁଥିଲା ନିର୍ଦ୍ଦୟୀ ସ୍ୱାମୀ । ଏନେଇ…