Browsing Category

ଦେଶ

ବୁର୍ଖା ପିନ୍ଧି ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଲେ ମହିଳା: ତା ପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଗଲେ ବୁର୍ଖା ପିନ୍ଧା ଯୁବତୀ । ଏହାକୁ ଦେଖିବା ପରେ ମନ୍ଦିର ପରିସରରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ବୁର୍ଖା ପିନ୍ଧା ଯୁବତୀଙ୍କ ମନ୍ଦିର ପ୍ରବେଶକୁ ସମସ୍ତେ…

ଭାରସାମ୍ୟ ହରାଇ କାର ଉପରକୁ ଓଲଟିଲା ବାଲି ବୋଝେଇ ଟ୍ରକ: ଆଉ ତାପରେ….

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୈନପୁରୀରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାବ୍ୟ ହରାଇ କାର ଉପରେଓଲଟି ପଡିଛି ଏକ ବାଲି ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ କାରରେ ଥିବା ଦୁଇ ଦମ୍ପତ୍ତି ପ୍ରାଣ ହରାଇଥିବା…

ଡାକ୍ତରଙ୍କୁ RSS ଏଜେଣ୍ଟ କହିଲେ ଅଖିଳେଶ: ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

ନୂଆଦିଲ୍ଲୀ: ନିକଟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଅଖିଳେଶ ଜଣେ ଡାକ୍ତରଙ୍କୁ ବିଜେପି ଓ ଆରଏସଏସ ଏଜେଣ୍ଟ ବୋଲି କହୁଥିବା ଶୁଣିବାକୁ…

ମହାରାଷ୍ଟ୍ରରେ ଆରମ୍ଭ ହେଲା ଭାରତର ପ୍ରଥମ ୱାଟର ଟାକ୍ସି ସର୍ଭିସ: ୩ ଟି ରୁଟରେ ମିଳିବ ଏହି ସେବା

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଭାରତର ପ୍ରଥମ ୱାଟର ଟାକ୍ସି ସର୍ଭିସ । ଏହି ସେବା ଦ୍ୱାରା ମୁମ୍ବାଇ ଏବଂ ଏହାର ଉପନଗର ନବୀ ମୁମ୍ବାଇ ସହ ଯୋଡି ହୋଇ ପାରିବ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ…

ଏବେ ଛୋଟ ପିଲା ପିନ୍ଧିବେ ହେଲମେଟ, ମୋଟର ଯାନ ଆଇନ ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ୪ ବର୍ଷରୁ କମ୍ ବୟସର ପିଲାମାନେ ହେଲମେଟ ପିନ୍ଧିବା ହୋଇଯିବ ବାଧ୍ୟତାମୂଳକ । ନିକଟରେ କେନ୍ଦ୍ର ସରକାର ମୋଟର ଯାନ ଆଇନରେ କେତେକ ସଂଶୋଧନ କରିଛନ୍ତି । ଯେଉଁ ମୋଟରସାଇକେଲ ବା ସ୍କୁଟରରେ ୪ ବର୍ଷରୁ…

ଏକାସାଙ୍ଗରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ, ଘଣ୍ଟାକରେ କରିଥିଲେ ୨୧ ବିସ୍ଫୋରଣ

ଅହମ୍ମଦାବାଦ: ୨୦୦୮ ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଆଜି ଶୁଣାଣି ହୋଇଛି । ଏହି ମାମଲାରେ ୩୮ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ୪୯ ଦୋଷୀଙ୍କ ମଧ୍ୟମରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ…

ଭର୍ଚୁଆଲ୍ ଶୁଣାଣି ବେଳେ କୋକାକୋଲା ପିଉଥିଲେ ଇନ୍ସପେକ୍ଟର୍, ଜଜ୍ ଶୁଣାଇଲେ ଏପରି ସଜ୍ଜା

ନୂଆଦିଲ୍ଲୀ: ଗୁଜୁରାଟ ହାଇକୋର୍ଟ ଜଣେ ପୋଲିସ୍ ଅଧିକାରୀଙ୍କୁ ଝଟକା ଦେଇଛନ୍ତି । ତାଙ୍କ ଭୁଲ ଏହା ଥିଲା ଯେ, ସେ ଶୁଣାଣି ଚାଲିଥିବା ବେଳେ କୋକାକୋଲା ପିଇବାକୁ ଲାଗିଥିଲେ । ଏହା ଉପରେ ଯେତେବେଳେ ଜଜ୍ ଙ୍କର ନଜର ପଡ଼ିଥିଲା…

କର୍ଣ୍ଣାଟକର ସଂଖ୍ୟାଲଘୁ ସ୍କୁଲରେ ବି ହିଜାବ ବାରଣ କଲେ ସରକାର, ଜାରି ହେଲା ଆଦେଶ

କର୍ଣ୍ଣାଟକ: ହିଜାବକୁ ବର୍ତ୍ତମାନ କର୍ଣ୍ଣାଟକରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକର ସଂଖ୍ୟାଲଘୁ ବିଦ୍ୟାଳୟରେ ହିଜାବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏହି କ୍ରମରେ ରାଜ୍ୟ ସରକାର ଆଦେଶ ଜାରି…

ପୁଣି ମହଙ୍ଗା ମାଡ଼: ଦ୍ୱିତୀୟ ଥର ପାଇଁ ବଢ଼ିଲା ସାବୁନ୍-ସର୍ଫ-ପାଉଡର୍ ର ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଲଗାତର ଭାବରେ ଦେଶରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ପେଟ୍ରୋଲ୍, ଡିଜେଲ୍, ଖାଇବା ତେଲର ଦାମ୍ ବଢ଼ିବା ପରେ ଏବେ ସାବୁନ୍, ସର୍ଫ, ଡିସୱାଶ୍ ଭଳି ଉତ୍ପାଦର ଦାମ୍ ବଢ଼ିଛି । ଅସଲରେ ଦେଶର…

ଚାକିରୀରୁ ବହିଷ୍କାର କରିବାରୁ ମାଲିକର ଝିଅକୁ ଦୁଷ୍କର୍ମ କଲା ଡ୍ରାଇଭର୍, କୋର୍ଟ ଶୁଣାଇଲା ଏପରି ସଜ୍ଜା

ପାଟନା: ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ଅଧିକାଂଶ ଦୁଷ୍କର୍ମ ସମ୍ପର୍କୀୟ ତଥା ନିକଟତର ଲୋକମାନଙ୍କ ଦ୍ୱାରା ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଏକ ମାମଲା ସାମନାକୁ ଆସିଛି । ଯେଉଁଥିରେ ଜଣେ…