Browsing Category

ଦେଶ

ଆମେରିକୀୟ କମ୍ପାନୀ ‘ଆଇବିଏମ୍’କୁ ପଛରେ ପକାଇଲା ଟିସିଏସ୍, ପାଇଲା ବିଶ୍ୱର ଦ୍ଵିତୀୟ ମୂଲ୍ୟବାନ କମ୍ପାନୀ ମାନ୍ୟତା

ନୂଆଦିଲ୍ଲୀ: ଆଇଟି ସର୍ଭିସେସ୍ କ୍ଷେତ୍ରରେ ଭାରତୀୟ କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସ୍(ଟିସିଏସ୍), ଆମେରିକୀୟ କମ୍ପାନୀ ‘ଆଇବିଏମ୍’କୁ ପଛରେ ପକାଇ ବିଶ୍ବର ଦ୍ବିତୀୟ ମୂଲ୍ୟବାନ କମ୍ପାନୀର ମାନ୍ୟତା ପାଇଛି । ଆଇଟି…

ଅବସର ନେଲେ ବିରାଟ: ଉପସ୍ଥିତ ରହିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅବସର ନେଲେ ବିରାଟ । ତେବେ ଏଠାରେ ଆମେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ କଥା ହେଉ ନାହୁଁ । ଆମେ ଆଲୋଚନା କରୁଛୁ ଭାରତୀୟ ସେନାର ଘୋଡା ବିରାଟ ସମ୍ପର୍କରେ । ୭୩ ତମ ସାଧାରଣତନ୍ତ୍ର ଦିବସରେ…

୭୫ ବିମାନ ସହିତ ଡେୟାର ଡେଭିଲ ଶୋ: ସାଧାରଣତନ୍ତ୍ର ଦିବସ ପରେଡରେ ବାୟୁସେନାର କମାଲ, ଦେଖନ୍ତୁ Video

ନୂଆଦିଲ୍ଲୀ: ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଚମକ୍ରାର ଡେୟାରଡେଭିଲ ଶୋ ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେନା ପ୍ରମୁଖ…

ବ୍ୟାଙ୍କ ଅଫ ବରୋଦା ଦେଉଛି ବଡ ନିଯୁକ୍ତି ସୁଯୋଗ: ୧୯୮ଟି ଖାଲି ପଦବୀ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ପାଠ ପଢ଼ି ଘରେ ବସିଛନ୍ତି କ? ଚାକିରି ପାଇଁ ଚିନ୍ତିତ ଅଛନ୍ତି କି? ଉପରକୁ ଉଠିବାକୁ ହେଲେ କିଛି ନାଁ କିଛି ତଳ ସ୍ତରରୁ ଆରମ୍ଭ କରି ଉପରକୁ ଉଠିବାକୁ ପଡ଼ିଥାଏ । ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ…

କପି ରାଇଟ୍ ଉଲ୍ଲଂଘନ: ସୁନ୍ଦର ପିଚାଇ ସମେତ ଗୁଗଲର ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଗୁଗଲ ସିଇଓ ସୁନ୍ଦର ପିଚାଇ ଏବଂ କମ୍ପାନୀର ଅନ୍ୟ ପାଞ୍ଚ ଜଣ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। କପି ରାଇଟ୍ ଉଲ୍ଲଂଘନ ମାମଲାରେ କୋର୍ଟଙ୍କ ଆଦେଶକ୍ରମେ ସଭିଙ୍କ ବିରୋଧରେ ମୁମ୍ବାଇ ପୋଲିସରେ…

ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ଦିଲ୍ଳୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବରେ ଗ୍ରହଣ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଦିଲ୍ଳୀ ହାଇକୋର୍ଟ । ଏହା ସହିତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ଯୌନ ଦୁଷ୍କର୍ମ…

ପଦ୍ମ ପୁରସ୍କାର ଫେରାଇଦେଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ: ଜାଣନ୍ତୁ କଣ ରହିଛି କାରଣ(Video)

ନୂଆଦିଲ୍ଳୀ: କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥର ଦେଶର ପ୍ରଥମ ସିଡିଏସ୍‌ ତଥା ସ୍ବର୍ଗତ ବିପିନ ରାୱତ (ମରଣୋତ୍ତର), ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ (ମରଣୋତ୍ତର)ଙ୍କ ସମେତ ମୋଟ ୪ ଜଣ…

NTPC ଓ RRB ପରୀକ୍ଷାର୍ଥୀଙ୍କ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ଏନଟିପିସି ଓ ଆରଆରବି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ମାନେ ଉତ୍ୟକ୍ତ ହେବା ସହିତ ହିଂସାକାଣ୍ଡ ଘଟାଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।…

ଶପିଂ କରନ୍ତୁ ଆଉ ମାସେ ପରେ କରନ୍ତୁ ପେମେଣ୍ଟ: ଏହି ସୁବିଧା ହାସଲ ପାଇଁ ଫଲୋ କରନ୍ତୁ ପ୍ରସେସ୍

ନୂଆଦିଲ୍ଲୀ: ପକେଟରେ ପଇସା ନଥିଲେ ଶପିଂ କରିବା ମୁସ୍କିଲ । ଏହି ସମସ୍ୟାର ସମାଧାନ ପାଇଁ ପେଟିଏମ ପକ୍ଷରୁ ଏକ ଅଭିନବ ଉପାୟ ଅଣାଯାଇଛି । ଏହି ଉପାୟ ଆପଣେଇଲେ ଆପଣ ବର୍ତ୍ତମାନ ସଙ୍ଗେସଙ୍ଗେ ଫ୍ରି ଶପିଂ କରିପାରିବେ । ଏକ…

(Video) ୧୫ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଆଇଟିବିପି ଯବାନ, ସାରା ବିଶ୍ଵ ଦେଖିଲା ହୀମବୀରଙ୍କ ଶୌର୍ଯ୍ୟ

ଦେଶ ଆଜି ପାଳନ କରୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । ଆଜିର ଦିନରେ ଦେଶର ସବୁ ପ୍ରାନ୍ତରୁ ଭାରତୀୟ ସେନା ଯବାନମାନଙ୍କ ସାହସ ପ୍ରଦର୍ଶନ କରୁଥିବାବେଳେ ପୁଣି ଯବାନମାନଙ୍କ ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାର…