Browsing Category

ଦେଶ

ଆଫଗାନିସ୍ତାନ ସଙ୍କଟ: ୨୬ରେ ସବର୍ଦଳୀୟ ବେଠୖକ ଡାକିଲେ ମୋଦି

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୨୬ ଅଗଷ୍ଟ ସକାଳେ…

ଅଜଣା ଜ୍ୱରରେ ୮ ଶିଶୁଙ୍କ ମୃତ୍ୟୁ, ଗାଁରେ ପହଞ୍ଚିଲେ ଅଧିକାରୀ

ମଥୁରା: ଉତ୍ତରପ୍ରଦେଶରେ ମଥୁରା ସହରରୁ ୩୦ କିଲୋମିଟର ଦୂର ସ୍ଥିତ କୋହ ଗାଁରେ ପ୍ରାୟ ୮ ଜଣ ଶିଶୁ ଅଜଣା ଜ୍ୱରରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ପାଇବା ମାତ୍ରେ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ତଥା…

ଅକ୍ଟୋବରରେ ପିକ୍ ଛୁଇଁପାରେ ତୃତୀୟ ଲହର ! ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ବଢିପାରେ ଦୈନିକ କରୋନା ସଂକ୍ରମଣ ମାମଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ଏନେଇ ସତର୍କ କରାଇଛି ଗୃହ…

ସାପକୁ ରାଖୀ ବାନ୍ଧିଥାନ୍ତା ଭଉଣୀ; ଚୋଟରେ ଗଲା ଭାଇର ପ୍ରାଣ

ନୂଆଦିଲ୍ଲୀ: ରାଖୀ ପୂର୍ଣ୍ଣିମାରେ ବିହାରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଭଉଣୀ ସାପ ଦେହରେ ରାଖୀ ବାନ୍ଧିଥାନ୍ତା, ମାତ୍ର ସାପ ଚୋଟ ନେଇ ଯାଇଛି ଭାଇର ପ୍ରାଣ। ଭଉଣୀ ରାଖୀ ବାନ୍ଧିବା ପୂର୍ବରୁ ସାପକୁ ହାତରେ ଧରି…

NMP ରେ ୪ ବର୍ଷରେ ମିଳିବ ୬ ଲକ୍ଷ କୋଟି; ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଏକ ବଡ଼ ଘୋଷଣା କରାଯାଇଛି। ବିଭିନ୍ନ ଭିତ୍ତଭୂମିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତା ୪ ବର୍ଷ ମଧ୍ୟରେ ନ୍ୟାସନାଲ…

ତାଲିବାନିଙ୍କ କବଜା ପରେ ଭାରତ-ଆଫଗାନିସ୍ତାନର ବ୍ୟାପାର ବୁଡ଼ିଲା; ଏହିସବୁ ଜିନିଷର ହୋଇପାରେ ଅଭାବ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନି ମାନେ କବଜା କରି ବସିଛନ୍ତି । ସେଠାକାର ପରିସ୍ଥିତି ଖୁବ୍ ଖରାପ ରହିଛି । ଏହାପରେ ଅନେକ ଦେଶ ଆଫଗାନିସ୍ତାନ ସହିତ ସମ୍ପର୍କ ତୁଟାଇ ଦେଇଛନ୍ତି । ତେବେ ଆଫଗାନିସ୍ତାନ ହେଉଛି…

ଯବାନଙ୍କ ଶେଷକୃତ୍ୟକୁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ପୋଲିସ ଅଫିସରଙ୍କ ଜୀବନ

ବିଶାଖାପାଟଣା: ସଡ଼କ ଦୁର୍ଘଟଣା ଯୋଗୁଁ ୪ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଜଣେ ଯବାନଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ । ୪ ପୋଲିସ ଅଧିକାରୀଙ୍କ ଧ୍ୟରେ ଜଣେ ସବ୍ ଇନ୍ସପେକ୍ଟର ଥିବା…

ଐତିହାସିକ ପରିବର୍ତ୍ତନ: ଭାରତୀୟ ସେନାରେ ପ୍ରଥମଥର ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦକୁ ପଦୋନ୍ନତି

ନୂଆଦିଲ୍ଲୀ: ଭାରତୀୟ ସେନାରେ ଚାକିରିର ୨୬ ବର୍ଷ ପୂରଣ କରିବା ପରେ ୫ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦକୁ ପଦୋନ୍ନତି କରାଯାଇଛି । ଭାରତରେ ପ୍ରଥମଥର ପାଇଁ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଛି ।  ଦେଶରେ…

ଫୁଡ୍ ଫ୍ୟାକ୍ଟ୍ରିରେ ଫାଟିଲା ସିଲିଣ୍ଡର୍; ୨ ଶ୍ରମିକ ମୃତ, ୩ ଆହତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଫୁଡ୍ ଫ୍ୟାକ୍ଟ୍ରିରେ ସିଲିଣ୍ଡର ଫାଟି ସୋମବାର ଦିନ ଏକ ବଡ଼ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଫ୍ୟାକ୍ଟ୍ରିର ବଏଲର୍ ରେ ଥିବା ସିଲିଣ୍ଡର ଫାଟିବା ଫଳରେ ଦୁଇ ଜଣଙ୍କ ପ୍ରାଣ ହରାଇଛନ୍ତି ।…

ନୂଆ-ନୂଆ ଡ୍ରଗ୍ସର ନିଶା କେତେ ଜାଣିବା ପାଇଁ ଭିକାରୀଙ୍କ ଠାରେ ଟେଷ୍ଟ୍ କରୁଛନ୍ତି ମାଫିଆ

ଅହମଦାବାଦ୍: ଡ୍ରଗ୍ ବ୍ୟବସାୟ ଚଳାଇବା ପାଇଁ ଡ୍ରଗ୍ ମାଫିଆ ମାନେ କିଛି ନା କିଛି ନୂଆ ଉପାୟ ଖୋଜିଥାଏ । ତେବେ କିଛି ଦିନ ହେବ ଅହମଦାବାଦ ସହରର ଭିକାରୀମାନେ ଡ୍ରଗ୍ ମାଫିଆ ମାନଙ୍କ ଟାର୍ଗେଟରେ ଅଛନ୍ତି। ପ୍ରକୃତ କଥା…