Browsing Category
ଦେଶ
କ୍ରୀଡା ଭିଲେଜରେ କରୋନା ପରିସ୍ଥିତି ଅସମ୍ଭାଳ ହେଲେ ଟୋକିଓ ଅଲିମ୍ପିକ୍ସ ବାତିଲ୍ ହେବ: ତୋଶିରୋ
ଟୋକେିଓ (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉମାତ୍ର ଦୁଇ ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ନେଇ ବିପଦ ଘନେଇ ଆସୁଛି । କାରଣ ବିଦେଶୀ ନାଗରିକଙ୍କ ଆଗମନ ସହିତ ଗ୍ରୀଡା ଭିଲେଜରେ ଆଥଲେଟଙ୍କ ସଂମଣ…
ସରକାରୀ ଚାକିରି: ୫ମ ପାସ୍ ପାଇଁ ରହିଛି ସୁଯୋଗ, ଏହି ଜିଲ୍ଲାରେ ଅଙ୍ଗନୱାଡି ପାଇଁ ବାହାରିଛି ପଦବୀ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସରକାରଙ୍କ ଶିଶୁ ବିକାଶ ସେବା ଓ ପୁଷ୍ଟିହାର ବିଭାଗ ଦ୍ୱାରା ୫୩ ହଜାର ଅଙ୍ଗନୱାଡି କର୍ମୀ ଏବଂ ସହାୟକଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଏବେ ଚିତ୍ରକୋଟ୍…
କରୋନା ସଂକ୍ରମଣକୁ ନେଇ ପୁଣି ବିମାନ ସେବାରେ ରୋକ୍ ଲଗାଇଲେ କାନାଡ଼ା ସରକାର, ଅଗଷ୍ଟ ୨୧ ପର୍ଯ୍ୟନ୍ତ କାନାଡାକୁ ଉଡିବନି ଭାରତୀୟ ବିମାନ
ଓଟ୍ଟାୱା (ଓଡ଼ିଶା ଭାସ୍କର): ଦେଶରେ କୋରୋନା ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏବେ ବି କିଛି ରାଷ୍ଟ୍ର ଭାରତରୁ ବିମାନ ଯାତ୍ରାକୁ ନିଷେଧ କରିଛନ୍ତି । ପୂର୍ବରୁ ଦେଶରୁ ବିମାନ ଯାତ୍ରା କାନାଡା ନିଷେଧ କରିଥିବା ବେଳେ ଏହାକୁ…
ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…
ଜିତିଲା ଭାରତ; ଦମ୍ ଦେଖାଇଲେ ଦୀପକ ଚହର, ଶ୍ରୀଲଙ୍କାକୁ ୩ ଓ୍ଵିକେଟରେ ମାତ୍ ଦେଇ ସିରିଜ୍ ସାଫ୍
ନୂଆଦିଲ୍ଲୀ: ଚମକିଲେ ଦୀପକ ଚହର। ଉଭୟ ବ୍ୟାଟ୍ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତକୁ ଦେଲେ ବିଜୟ।
କଲୋମ୍ଵୋରେ ଖେଳାଯାଇଥିବା ସିରିଜ୍ ର ଦ୍ଵିତୀୟ ମ୍ୟାଚ୍ ରେ ଭାରତ ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରରର୍ଶନ…
ଜିଦରେ ଅଟଳ ଅମରିନ୍ଦର; କ୍ଷମା ନମାଗିଲେ ସିଦ୍ଧୁଙ୍କୁ ଭେଟିବିନି
ନୂଆଦିଲ୍ଲୀ: ନଭଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖିଆ ଭାବରେ ନିଯୁକ୍ତ ଦିଆଯିବା ପରେ କ୍ୟାପଟେନ ଓ ତାଙ୍କ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଛେଦ ପଡିବା ନେଇ ଆଶା କରାଯାଉଥିଲା । ତେବେ ଏହି ଅଡୁଆ କମିବା…
ହାଇଆଲର୍ଟରେ ଦିଲ୍ଳୀ; ଅଗଷ୍ଟ ୧୫ ଯାଏଁ ବନ୍ଦ ରହିବ ଲାଲକିଲ୍ଲା
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ନୂଆଦିଲ୍ଳୀ । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ହେବାର ସମ୍ଭାବନା ରହିଛି । ଏହି ସୂଚନା ମିଳିବା ପରେ ଆସନ୍ତା ସ୍ୱାଧୀନତା ଦିବସ…
ପିତୃପକ୍ଷ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ ସବିଶେଷ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିତୃପକ୍ଷ ସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ଚାଲିବ ପିଲଗ୍ରୀମ ସ୍ପେସାଲ ଟୁରିଷ୍ଟ୍ ଟ୍ରେନ । ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।
ସେପ୍ଟେମ୍ବର ୨୫ରୁ ଏହି ଟ୍ରେନ…
ବୁଲେଟ୍ ଠାରୁ ମହଙ୍ଗା ଛେଳି; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଳୀ: ଛେଳି ଗୁଡିକର ଦାମ ସାଧାରଣତଃ ୨୦ରୁ ୨୫ ହଜାର ମଧ୍ୟରେ ରହିଥାଏ । ତେବେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଦୁଇଟି ଛେଳି କିଣି ଚର୍ଚ୍ଚାରେ ରହିଛନ୍ତି । ଛେଳିର ମୂଲ୍ୟରେ ଆପଣ କିଣି ପାରିବେ ବୁଲେଟ୍ ଗାଡି ।…
ପୁଅ ସହ ମା’ କଲା ଏମିତି କିଛି, ଲୋକେ କହିଲେ ଛି…ଛି…
ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ପ୍ରତି ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ଲୋକେ ନିଜର ଅନେକ ଭାବ, ପ୍ରସଙ୍ଗ, ଫଟୋ, ଭିଡିଓ ଆଦି ସେଆର୍ କରୁଛନ୍ତି । ବିଶେଷକରି ବିଭିନ୍ନ ସୋସିଆଲ୍ ମିଡିଆରେ ୟୁଜର୍ସମାନେ ଦୁଃଖ-ସୁଖର ମୁହୂର୍ତ୍ତ…