CHARIDHAM
Browsing Category

ଦେଶ

ଭାରତର ପ୍ରସ୍ତାବ: ପାକିସ୍ତାନ ରାସ୍ତା ଦେଇ କାବୁଲରେ ଖାଦ୍ୟଶସ୍ୟ ପହଞ୍ଚାଇବାକୁ ଦିଅନ୍ତୁ, ଇମ୍ରାନ କହିଲେ- ବିଚାର କରିବୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନୀଙ୍କ ସତ୍ତା ଆସିବା ପରେ ସେଠରେ ସ୍ଥିତି ଖୁବ୍ ଶୋଚନୀୟ ରହିଛି । ଲୋକାମାନଙ୍କୁ ଠିକ୍ ଭାବରେ ଖାଦ୍ୟ ମଧ୍ୟ ମିଳିପାରୁନି । ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁସୁଡ଼଼ି ପଡ଼ିଛି ।…

ଭାରତରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ବଟିକା, ଡିସିଜିଆଇର ଅନୁମତିକୁ ଅପେକ୍ଷା

ନୂଆଦିଲ୍ଲୀ, : ଭାରତରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ବଟିକା ମୋଲନୁିରାଭିର୍‌ । ଏ ନେଇ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ମୁଖ୍ୟ ଡାକ୍ତର ରାମ ବିଶ୍ୱକର୍ମା ସୂଚନା ଦେଇଛନ୍ତି । ମର୍କ କମ୍ପାନୀ ପ୍ରସ୍ତୁତ ଏହି…

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ନରମିଲେ କେନ୍ଦ୍ର ସରକାର, ୧୧ ମହିଳା ଅଫିସରଙ୍କୁ ଦେବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ : ପଡିଲା ସୁପ୍ରିମକୋର୍ଟଙ୍କ ଛାଟ। ତା ପରେ ଯାଇ ନରମିଲା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ। ଆଉ ୧୧ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ଦେବା ପାଇଁ ଦେଲେ ନିର୍ଦ୍ଦେଶ। ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ ଯେ,…

ସଚିବାଳୟରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ: ଦେଖନ୍ତୁ Viral ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସଚିବାଳୟରେ ଜଣେ ସରକାରୀ ବାବୁ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡନ କରୁଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି । ଠିକା ନିଯୁକ୍ତି ପାଇଥିବା ମହିଳା ଜଣଙ୍କୁ ତାଙ୍କର ଉପରିସ୍ଥ ଅଧିକାରୀ…

କରୋନା ପରେ ଚିନ୍ତା ବଢାଇଲା Noro ଭାଇରସ୍, ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

ନୂଆଦିଲ୍ଲୀ : କରୋନା ଭାଇରସ୍ର ମହାମାରୀର ପ୍ରକୋପ ସଂପୂର୍ଣ୍ଣ ନଥମୁଣୁ କେରଳରେ ନୋରୋଭାଇରସ୍ ସଭିଙ୍କ ଚିନ୍ତା ବଢାଇଛି। କେରଳର ସ୍ଵାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର ଲୋକଙ୍କୁ ପେଟ ସଂପର୍କିତ ଏହି ରୋଗ…

ଗ୍ୟାଙ୍ଗ ରେପ୍ ମାମଲା: ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଚିତ୍ରକୂଟ ଗ୍ୟାଙ୍ଗରେପ୍ ମାମଲାର ରାୟ ପ୍ରକାଶ ପାଇଛି । ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଦସ୍ୟ ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ଭାରତୀୟ ରେଳରେ ୧୬୬୪ ଖାଲିପଦ: ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଳୀ: ନିଯୁକ୍ତିର ଏକ ବଢିଆ ଅବସର ପ୍ରଦାନ କରିଛି ଭାରତୀୟ ରେଳବାଇ । ଭାରତୀୟ ରେଳବାଇ ପକ୍ଷରୁ ଉତ୍ତର ମଧ୍ୟ ରେଳବାଇରେ ୧୬୬୪ ପଦବୀ ପାଇଁ ଭର୍ତ୍ତି କରାଯିବ ବୋଲି ଜଣାପଡିଛି । ଏହା ସହିତ ସର୍ବାଧିକ ଶିକ୍ଷାଗତ…

କୁଖ୍ୟାତ ମାଓନେତା କିଶନ୍ ଦା’, ପତ୍ନୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷୀୟାନ୍ ମାଓ ନେତା ପ୍ରଶାନ୍ତ ବୋଷ ଓରଫ ଗିରଫ କିଶନ୍ ଦା' ଗିରଫ ହୋଇଛି । ୭୫ ବର୍ଷୀୟ କିଶନ୍ ଦା' ଏବଂ ପତ୍ନୀଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ୍ । ସିପିଆଇ ମାଓବାଦୀ ପଲିଟିବ୍ୟୁରୋ…

ଦୁଇ ଡୋଜର ଟିକା ନ ନେଲେ ଗିରଫ କରିବ ପୋଲିସ: କଲେକ୍ଟର ଦେଲେ ଆଦେଶ

ନୂଆଦିଲ୍ଳୀ: କରୋନା ମହାମାରୀ ବିରୋଧରେ ଲଢେଇରେ ଟିକାକୁ ଅମୋଘ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ଏପରି ପରସ୍ଥିତିରେ ଟିକାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଏବେବି ରହିଛି ଭୟ । ସରକାରଙ୍କ ପକ୍ଷରୁ ସଚେତନତା ପାଇଁ…

ଆସନ୍ତା ବର୍ଷରୁ କପଡ଼ା, ମଦ ଓ ଇଲେକ୍ଟ୍ରୋନିକ୍ ଜିନିଷ ହୋଇଯିବ ମହଙ୍ଗା, ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ ଦାମ୍

ନୂଆଦିଲ୍ଲୀ: କଞ୍ଚାମାଲର ମୂଲ୍ୟ ବୃଦ୍ଧି, ଯୋଗାଣ ଶୃଙ୍ଖଳା ସମସ୍ୟାର ପ୍ରଭାବ ସିଧାସଳଖ ବ୍ୟବସାୟୀଙ୍କ ବ୍ୟବସାୟ ଉପରେ ପଡ଼ୁଛି । ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ବର୍ତ୍ତମାନ ସମୟରେ ଏଥିରୁ କୌଣସି ଆଶ୍ୱସ୍ତି ମିଳିବ…