
Browsing Category
ଦେଶ
‘ରାଜନୀତିକୁ ଗମ୍ଭୀରତାର ସହ ନେଉ ନାହିଁ କଂଗ୍ରେସ, ଏହି ଦଳ ପାଇଁ ହିଁ ମୋଦୀ ଆହୁରି ଶକ୍ତିଶାଳୀ ହେଉଛନ୍ତି’
ପାଣାଜି : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ଆହୁରି ଶକ୍ତିଶାଳୀ ହେଉଛନ୍ତି ତାର କାରଣ କହିଛନ୍ତି । ସେ କହିଛନ୍ତି ଦେଶର ସବୁଠୁ ବଡ…
ଦେଶର ଏହି ୫ଟି ରାଜ୍ୟରେ ହେବ ଲଗାଣ ବର୍ଷା
ନୂଆଦିଲ୍ଲୀ: ନଭେମ୍ବର ୧ ପର୍ଯ୍ୟନ୍ତ ଦେଶର ଅନେକ ଦକ୍ଷିଣୀ ରାଜ୍ୟରେ ବର୍ଷାକୁ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜିଠାରୁ ନଭେମ୍ବର ୧ ପର୍ଯ୍ୟନ୍ତ ତାମିଲନାଡୁ, କେର ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ ଓ…
ପୁନିଥଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ, ରାଜକୀୟ ସମ୍ମାନ ସହିତ ହେବ ଅନ୍ତିମ ସଂସ୍କାର
ବେଙ୍ଗାଲୁରୁ: କନ୍ନଡ ଅଭିନେତା ତଥା ପାୱାର୍ ଷ୍ଟାର୍ ପୁନିଥ୍ ରାଜକୁମାରଙ୍କର ୪୬ ବର୍ଷରେ ନିଧନ ହୋଇଯାଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ଦିନ ହୃଦଘାତ କାରଣରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ…
ପୁଣି ବିମାନ ଉଡ଼ାଣ ଉପରେ ଲାଗିଲା କଟକଣା, ନଭେମ୍ବର ୩୦ ଯାଏ ବିଦେଶକୁ ଉଡ଼ାଣ ବନ୍ଦ
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପୁଣି ଥରେ ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ । ଗତକାଲି କରୋନା ସଂକ୍ରାନ୍ତ କଟକଣାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି…
ଆଜି ପୁଣି ବଢ଼ିଲା ତୈଳ ଦର, ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ପାର୍; ଜାଣନ୍ତୁ ଆପଣଙ୍କ ସହରର ଦର
ନୂଆଦିଲ୍ଲୀ: ଦେଶରେ ତୈଳଦରରେ ଲଗାମ ଲାଗିବାର ନାଁ ଧରୁନି । ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ଥରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ପାଇଛି । ଆଜି ଡିଜେଲ୍ ଦର ୩୭ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ୍ ଦର ୪୪…
ଆଜି ଦେଶରେ ୩ଟି ଲୋକସଭା ସିଟ୍ ଏବଂ ୨୯ଟି ବିଧାନସଭା ସିଟ୍ରେ ହେବ ଉପନିର୍ବାଚନ
ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ସିଟ୍ ଏବଂ ୨୯ଟି ବିଧାନସଭା ସିଟ୍ରେ ଉପନିର୍ବାଚନ ହେବ । ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କୋଭିଡ ପ୍ରୋଟୋକଲ୍ ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ।…
ଦମ୍ପତିଙ୍କ ହନିମୁନ୍ ଖରାପ ହେବାରୁ ହୋଟେଲ ଉପରେ ଲାଗିଲା ଏତିକି ଟଙ୍କାର ଜୋରିମାନା!
ନୂଆଦିଲ୍ଲୀ: ଚଣ୍ଡିଗଡ଼ର ଗ୍ରାହକ ବିବାଦର ସମାଧାନ ଆୟୋଗ ଏକ ନବ ବିବାହିତ ଦମ୍ପତିଙ୍କ ହନିମୁନ୍ ଖରାପ କରିବାରୁ ଏକ ଟ୍ରାଭେଲ୍ ଫର୍ମ ଏବଂ ମନାଲିର ଏକ ହୋଟେଲ ଉପରେ ଜୋରିମାନା ଲଗାଇଛନ୍ତି। ଉକ୍ତ ଦମ୍ପତି ଅଭିଯୋଗ କରିଥିଲେ…
ରାଜଧାନୀରେ ପୂର୍ଣ୍ଣ କ୍ଷମତା ସହ ଖୋଲିବ ସିନେମା ହଲ୍, ଥିଏଟର୍ ଓ ମଲ୍ଟିପ୍ଲେକ୍ସ
ନୂଆଦିଲ୍ଲୀ: ଦିଲ୍ଲୀରେ ଅବଶ୍ୟ ଛଠ୍ ପୂଜା ପାଇଁ ଅନୁମତି ଦିଆଯାଇଛି, କିନ୍ତୁ ଚଳିତ ଥର ଯମୁନା କୂଳରେ ଏହା ଆୟୋଜନ ହେବ ନାହିଁ । ଏହା ବଦଳରେ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଜାଗା ଚିହ୍ନଟ କରି ଏମସିଡି, ଡିଡିଏ…
ପୃଥିବୀ ଆଡକୁ ଆସୁଛି ସୌର ଝଡ଼, ଜିପିଏସ୍ ସେବା ବାଧାପ୍ରାପ୍ତ ନେଇ ଆଶଙ୍କା ପ୍ରକାଶ କଲା ନାସା
ନୂଆଦିଲ୍ଲୀ, : ଆଜି ପୃଥିବୀ ଉପରେ ସୌର ଝଡ଼ର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଜିପିଏସ୍ ସେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା ପକ୍ଷରୁ କୁହାଯାଇଛି । ନାସାର…
ଶସ୍ତା ପ୍ଲାନରେ ହାଇସ୍ପିଡ୍ ନେଟ୍; ଏହି କମ୍ପାନୀ ଦେଉଛି ଅଫର
ନୂଆଦିଲ୍ଲୀ:ଆମେ ପ୍ରତିମୁହୂର୍ତରେ ଇଣ୍ଟରନେଟ ସହ ଯୋଡିତ । ସବୁ କିଛି ହାତ ପହାନ୍ତା ରେ । ଇଣ୍ଟରନେଟ ପାଇଁ କିଏ କେତେ କମ ପ୍ଲାନ୍ ଦେଉଛି। ଆକର୍ଷଣିୟ ଅଫର ଯାହାକି ଗ୍ରାହକଙ୍କୁ ଆକୃଷ୍ଟ କରିବ । ଗ୍ରାହକ ମାନଙ୍କ…