Browsing Category
ଦେଶ
ଜୁଲାଇ ପହିଲାରୁ ପୁଣି ମହଙ୍ଗା ଭତ୍ତା ପାଇବେ ସରକାରୀ କର୍ମଚାରୀ, ଭାଇରାଲ୍ ବିଜ୍ଞପ୍ତିକୁ ଫେକ୍ ଦର୍ଶାଇଲା ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: କରୋନା ପାଇଁ ଗତବର୍ଷ ଏପ୍ରିଲ ମାସ ଠାରୁ ଚଳିତ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ସ୍ଥଗିତ ହୋଇ ରହିଥିଲା । କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ପେନନସନଧାରୀ ବୃର୍ଦ୍ଧିତ…
ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକାକୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କଲା ପ୍ରେମିକ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ଭଲରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ୨୫ ବର୍ଷିୟ ଯୁବକ ପ୍ରଥମେ ନିଜର ପ୍ରେମିକାକୁ ଗୁଳି କରି ମାରିଲା । ଆଉ ପରେ ନିଜେ ନିଜକୁ ଗୁଳି କରି ଜୀବନ ହାରିଦେଲା…
ମୋର ୧୦୦ ବର୍ଷର ମା ଦୁଇଟି ଡୋଜ୍ ନେଇ ସାରିଲେଣି…ମନରେ ଶଙ୍କା କାହିଁକି: ଗୁଜବ ଉପରେ ବିରାମ ଲଗାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : କରୋନା ଟିକା ନେବେ ନା ନାହିଁ, ଏହି ପ୍ରଶ୍ନ ଆଜି ମଧ୍ୟ ଅନେକ ଲୋକଙ୍କ ମନରେ ଆନ୍ଦୋଳିତ କରୁଛି। ଏହି ପ୍ରଶ୍ନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସମସ୍ତ ଆଶଙ୍କା ଦୂର କରିଛନ୍ତି। ଆଜି…
ଖୁବ୍ ଶୀଘ୍ର ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଉପଲବ୍ଧ ହେବ ଜାଇଡସ୍ କାଡିଲା ଭାକସିନ୍, କେବଳ ମଞ୍ଜୁରୀକୁ ଅପେକ୍ଷା
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶକୁ ସ୍ୱଦେଶୀ ଫାର୍ମା କମ୍ପାନୀ ଜାଇଡସ୍ କାଡିଲା ଦ୍ୱାରା ନିର୍ମିତ ହେଉଥିବା ଆଉ ଏକ କୋଭିଡ୍ ଟିକା ମିଳିବାକୁ ଯାଉଛି । ଶନିବାର ଦିନ କେନ୍ଦ୍ର ପକ୍ଷରୁ ଏହି ସମ୍ପର୍କରେ ସୁପ୍ରିମକୋର୍ଟକୁ…
ଭ୍ୟାକ୍ସିନ ଉପରେ ୟୁଟର୍ଣ୍ଣ ! ମେ’ରେ ଦେଇଥିଲେ ୨୧୬ କୋଟି ଡୋଜର ପ୍ରତିଶ୍ରୁତି, ଏବେ ସରକାର କହୁଛନ୍ତି ୧୩୫ କୋଟି ମିଳିବ
ନୂଆଦିଲ୍ଲୀ : ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଭ୍ୟାକ୍ସିନର ପ୍ରାୟ ୨୧୬ କୋଟି ଡୋଜ୍ ଉପଲବ୍ଧ କରାଯିବ ବୋଲି ମେ ମାସରେ କହିଥିଲେ କେନ୍ଦ୍ର ସରକାର। ହେଲେ ଏବେ ମୋଦୀ ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଏହି…
ଗାନ୍ଧିଜୀଙ୍କ ଫଟୋ ପାଖରେ RBI ଗଭର୍ଣ୍ଣରଙ୍କ ଦସ୍ତଖତ ଥିବା ୫୦୦ ଟଙ୍କିଆ ନୋଟ୍ ଅସଲି କି ନକଲି ? ଜାଣନ୍ତୁ ସତ
ନୂଆଦିଲ୍ଲୀ: କିଛି ଦିନ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିକଟରେ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଦାବି କରାଯାଇଥିଲା ଯେ, ଯେଉଁ ନୋଟ୍ ରେ ସବୁଜ ରଙ୍ଗର ପଟି, ଆରବିଆଇ ଗଭର୍ଣ୍ଣରଙ୍କ…
ଜମ୍ମୁ ବାୟୁସେନା ଘାଟିରେ ୫ ମିନିଟରେ ଦୁଇ ବିସ୍ଫୋରଣ, ଟାର୍ଗେଟରେ ଥିଲା ଏୟାରକ୍ରାଫ୍ଟ, ଏନଆଇଏର ତଦନ୍ତ ଆରମ୍ଭ
ଜମ୍ମୁ : ଜମ୍ମୁ ବିମାନ ବନ୍ଦର ସ୍ଥିତ ଏୟାରଫୋର୍ସ ଷ୍ଟେସନ ଭିତରେ ଶନିବାର ବିଳମ୍ବିତ ରାତ୍ରିରେ ମାତ୍ର ପାଞ୍ଚ ମିନିଟ୍ ବ୍ୟବଧାନରେ ଦୁଇଟି ବଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ରାତି ପ୍ରାୟ ୧ଟା ୩୦ରେ ଘଟିଛି।…
କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ କୌଣସି ବୀମା ବ୍ୟବସ୍ଥା ନାହିଁ: ମୋଦୀ ସରକାର
ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରାଣ ହରାଇଥିବା ରୋଗୀ ମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦେବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ତେବେ ଏହି ଆବେଦନ ଉପରେ ମତ ରଖି କେନ୍ଦ୍ର ସରକାର କହିଥିଲେ…
ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ ପାଇଁ ଚାଲିଗଲା ନିରୀହ ମହିଳାଙ୍କ ଜୀବନ, ସସପେଣ୍ଡ ହେଲେ ୪ ପୋଲିସ
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ପାଇଁ ଜଣେ ନିରୀହ ମହିଳା ପ୍ରାଣ ହରାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବା ସମୟରେ ତାଙ୍କ ପାଇଁ ଟ୍ରାଫିକ ବନ୍ଦ କରାଯାଇଥିଲା । ଏହି…