Browsing Category

ଦେଶ

ଗୋଟିଏ ପିଲା ହେଲେ ଠିକ୍ ଅଛି, ଅଧିକ ହେଲେ ଏହି ସବୁ ସୁବିଧାରୁ ବଞ୍ଚିତ ହେବେ; ସରକାରଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ: ଯୋଗୀ ସରକାର ଉତ୍ତରପ୍ରଦେଶର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମ୍ବନ୍ଧରେ ଏକ ସୂତ୍ର ପ୍ରସ୍ତୁତ କରିଛନ୍ତି । ଏହା ଅନୁଯାୟୀ ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନେ ସରକାରୀ ଚାକିରୀ ପାଇଁ ଯୋଗ୍ୟ…

ଅମୂଲ ପରେ ଏବେ MOTHER DAIRY ବଢ଼ାଇଲା ଦୁଗ୍ଧର ଦାମ୍, ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ: କରୋନା କାଳରେ ଗୋଟିଏ ପରେ ଗୋଟିଏ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ଯେଉଁଥିପାଇଁ ସାଧାରଣ ଲୋକ ଏବେ ହନ୍ତସନ୍ତ ହେବାରେ ଲାଗିଲେଣି । ତେବେ ଇତି ମଧ୍ୟରେ ଏବେ ପୂଣି ଥରେ…

ଆଧାରକାର୍ଡଧାରୀଙ୍କୁ UIDAIର ଚେତାବନୀ, ଯଦି କରିନାହାନ୍ତି ଏହି କାମ ତେବେ ଫସିବେ

ନୂଆଦିଲ୍ଲୀ: ଆଜିକା ସମୟରେ ଆଧାର କାର୍ଡ ବିନା କୌଣସି କାମ କରିବା ଏକ ପ୍ରକାର ଅସମ୍ଭବ ହୋଇଗଲାଣି । ପ୍ରାୟତଃ ସବୁ ପ୍ରକାରର ଅଫିସିଆଲ୍ କାର୍ଯ୍ୟ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି । ପିଲାଙ୍କ ଆଡମିଶନ୍…

୧୨ ଜୁଲାଇରୁ ଶସ୍ତା ହେବ ସୁନା! ଜାଣନ୍ତୁ କେତେ ରହିବ ଦାମ୍

ନୂଆଦିଲ୍ଲୀ: ଯଦି ଆପଣ ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି କିମ୍ବା ସୁନାରେ ବିନିଯୋଗ କରିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଜୁଲାଇ ୧୨ ତାରିଖରୁ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ର…

ଘରର ଦେଖାଶୁଣା କରିବା ପାଇଁ ଦେଇଥିଲେ ଚାବି, ୫ କୋଟିର ମାଲ୍ ନେଇ ଫୁର୍ ହୋଇଗଲା ଚାକର

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ବଡ଼ଧରଣର ଲୁଟ୍ ଖବର ସାମନାକୁ ଆସିଛି । ଜେଲରେ ରହିଥିବା ଜଣେ ବ୍ୟକ୍ତି ନିଜ ଘରର ଦେଖାଶୁଣା କରିବା ପାଇଁ ଚାକରକୁ ଘରର ଚାବି ଦେଇଥିଲେ । ମାତ୍ର ଚାକରଟି ନିଜ ସହଯୋଗୀଙ୍କ ସହ ମିଶି ମାଲିକ ଘରୁ…

ପୁଣି ଦେଶରେ ହଜାରେ ଟପିଲା କରୋନା, ଆଜି ୧୨୦୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା…

ଆଜିଠାରୁ ୧୧ ଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ଆଜି ଠାରୁ ପୂରା ୧୧ ଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ୍ ସେବା । ତେଣୁ ବ୍ୟାଙ୍କ ସମ୍ବନ୍ଧିତ ଯଦି କୌଣସି କାମ ରହିଛି ତେବେ ତାକୁ ସାରିବାକୁ ଆପଣଙ୍କୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ । କାରଣ ଜୁଲାଇ ମାସରେ…

ଲାଉଡ୍ ସ୍ପିକର ବଜାଇଲେ ଗଣିବେ ୧ ଲକ୍ଷ ଫାଇନ୍, ଲାଗୁହେଲା ନିୟମ

ନୂଆଦିଲ୍ଲୀ: ଏଣିକି ବିନା ଅନୁମତିରେ ଲାଉଡ୍ ସ୍ପିକର ବଜାଇଲେ ୧ ଲକ୍ଷ ଫାଇନ୍ ଗଣିବେ । ଏହାସହ ଧ୍ୱନି ପ୍ରଦୂଷଣ କଲେ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏଁ ଫାଇନ୍ ଦେବାକୁ ପଡ଼ିବ । ଖୁବଶୀଘ୍ର ଏହି ନିୟମ ଲାଗୁ କରିବାକୁ…

ସାର୍ ନୁହେଁ, ଆପଣ ମୋତେ ବସ୍ ଡାକିବେ, ଇଞ୍ଜିନିୟରଙ୍କୁ ଏପରି କହିଲେ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବଗଠିତ କ୍ୟାବିନେଟରେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଅଶ୍ୱିନୀଙ୍କୁ ନେଇ ଦିଲ୍ଲୀ ଦରବାରରେ…

ବାଂଲାଦେଶ ଜୁସ୍‌ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୫୨ ମୃତ, ୫୦ରୁ ଅଧିକ ଆହତ

ଢାକା,(ଓଡ଼ିଶା ଭାସ୍କର): ବାଂଲାଦେଶର ଏକ କାରଖାନାରେ ଶୁକ୍ରବାର ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ।…