Browsing Category

ଦେଶ

JIOର ନୂଆବର୍ଷ ଭେଟି: ସବୁଠୁ କମ୍ ଖର୍ଚ୍ଚରେ ମିଳିବ ଲୋଭାଣିଆ ଅଫର, ଏହିସବୁ ସୁବିଧା ପାଇବେ ୟୁଜର

ନୂଆଦିଲ୍ଲୀ- ଦେଶରେ କୋଟି କୋଟି ଲୋକ ରିଲାଏନ୍ସ ଜିଓ ସିମ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଜିଓ ବିପ୍ଲବ ଆଣିଛି । ଦେଶରେ ଶସ୍ତା ଇଣ୍ଟରନେଟ ଓ କଲିଂ ସୁବିଧା ଦେଇଛି ଜିଓ ।ତେଣୁ କୋଟି କୋଟି ଲୋକ…

ଖାକି ତଳେ ରହିଛି ଦରଦୀ ହୃଦୟ, ରାସ୍ତା ମଝିରେ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଇଲେ DCP

ପୁନେ- ମହାରାଷ୍ଟ୍ରର ପୁନେ ସିଟି ପୋଲିସରେ ଡେପୁଟି କମିଶନର ଭାବେ କାମ କରୁଥିବା ଡା ସନ୍ଦୀପ ଭାଜିଭାକରେ ଏବେ ଚର୍ଚ୍ଚାରେ । କୌଣସି ଦୁର୍ନୀତି, ଦବଙ୍ଗଗିରିକୁ ନେଇ ନୁହେଁ । ତାଙ୍କ ବାହାଦୁରୀ ଓ ତ୍ୱରିତ ପଦକ୍ଷେପକୁ ନେଇ…

“ନବୀନ ପଟ୍ଟନାୟକ ଓ ନୀତିଶଙ୍କୁ ଭାରତରତ୍ନ ମିଳୁ”, ଦାବି କଲେ BJP ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ବଡ଼ ବୟାନ। ନବୀନ ପଟ୍ଟନାୟକ ଓ ନୀତିଶ କୁମାରଙ୍କୁ ଭାରତରତ୍ନ ମିଳୁ କହିଲେ। ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ବଡ଼ ମନ୍ତବ୍ୟ ରଖିଲେ। ଗିରିରାଜଙ୍କ…

ସଂସଦ ନିକଟକୁ ଦୌଡି ଆସିଲେ ଦେହରେ ନିଆଁ ଲାଗିଥିବା ବ୍ୟକ୍ତି, ତାପରେ….

ନୂଆଦିଲ୍ଲୀ: ସଂସଦ ବାହାରେ ଅଭାବନୀୟ ଘଟଣା । ସଂସଦ ବାହାରେ ବ୍ୟକ୍ତିଜଣକ ଯାହା କରିଲେ ତାହା ଦେଖି ସମସ୍ତେ ଆବାକ ହୋଇଯାଇଛନ୍ତି ।ବ୍ୟକ୍ତିଜଣକ ନିଜକୁ ନିଆଁ ଲଗାଇଦେଇଛନ୍ତି । ତେବେ ଯୁବକଜଣଙ୍କୁ ଗୁରୁତର ଅବସ୍ଥାରେ…

ମୋତେ କେବେ ଏଠୁ ବାହାର କରିବ? ବୋରୱେଲ ଭିତରୁ ପ୍ରଶ୍ନ ପଚାରୁଛି ଚେତନା, ଭୁଲ ବାଟରେ NDRF!

ନୂଆଦିଲ୍ଲୀ: ୭୦୦ ଫୁଟର ଏକ ବୋରୱେଲ ଭିତରେ ଖସି ପଡ଼ିଛି ସୁନା ଝିଅ ଚେତନା । ପାତାଳରୁ ବାହାରି ବାପା-ମା’ଙ୍କୁ ଦେଖିବା ପାଇଁ ଛଟପଟ ହେଉଛି ଛୋଟିଆ ମନ । ଅନ୍ଧାର ସୁଡ଼ଙ୍ଗରେ ଫସି ରହି ସୂର୍ୟ୍ୟାଲୋକକୁ ଅପେକ୍ଷା କରିଛି…

ବୃଦ୍ଧାଙ୍କୁ ଦୁଇ ଥର ଦୁଷ୍କର୍ମ: ଜେଲରୁ ଆସି ପୁଣି ଥରେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲା ଯୁବକ

ଗାନ୍ଧୀନଗର: ଗୁଜୁରାଟର ଭରୁଚ ଜିଲ୍ଲାରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ଶିକାରୀ ଯେତେବେଳେ ଜାମିନରେ ବାହାରିଲା, ସେ ପୁଣି ସେହି…

Travelopedia 2024: ଭକ୍ତଙ୍କର ପ୍ରଥମ ପସନ୍ଦର ସ୍ଥାନ ଅଧିକାର କଲା ପୁରୀ, ଶ୍ରେଷ୍ଠ ଧାର୍ମିକ ସ୍ଥଳ ଜଗନ୍ନାଥ ଧାମ

ନୂଆଦିଲ୍ଲୀ: ସାରା ବିଶ୍ବବାସୀଙ୍କ ବିଶ୍ବାସ ହେଉଛନ୍ତି ଶ୍ରୀଜଗନ୍ନାଥ ।  ତାଙ୍କ ମହିମା ଶ୍ରଦ୍ଧାଳୁଙ୍କୁ ପୁରୀକୁ ଟାଣି ଆଣିଥାଏ । ଏହା ଟ୍ରାଭେଲୋପିଡିଆ ରିପୋର୍ଟରେ ସ୍ପଷ୍ଟ ହୋଇଛି । 2024 ମସିହାରେ ଚକାନୟନର ଦର୍ଶନ…

ଭାଇରାଲ ହେଉଛି ‘ଖତରନାକ ସାଦି’ର ନିମନ୍ତ୍ରଣ କାର୍ଡ, ଯିଏ ଦେଖୁଛି ନ ହସି ରହିପାରୁନି

ଓଡ଼ିଶା ଭାସ୍କର: ଅଜବ ଗଜବ ଖବରର ଗନ୍ତା ଘର ସୋସିଆଲ ମିଡିଆ । ଫେସବୁକ୍ ହେଉ ଅବା ଇନଷ୍ଟାଗ୍ରାମ ପ୍ରତ୍ୟେକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ଫଟୋ, ଭିଡିଓ ସବୁ ଦେଖିବାକୁ ମିଳୁଛି । ହେଲେ ଏବେ ଇନଷ୍ଟାଗ୍ରାମର ଏକ…

ପିଲାଙ୍କ ପାଇଁ କେତେ ସୁରକ୍ଷିତ କାରର ଏୟାର ବ୍ୟାଗ?

ନୂଆଦିଲ୍ଲୀ- ସାଇସ ମିସ୍ତ୍ରୀଙ୍କ ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହା ପରେ ସବୁ କାରରେ ଏୟାର ବ୍ୟାଗ ଲଗାଇବାକୁ ଆରମ୍ଭ ହୋଇଥିଲା ଅଭିଯାନ । ହେଲେ ସେହି ଏୟାର ବ୍ୟାଗ ପାଇଁ ଚାଲିଯାଇଛି ୬ ବର୍ଷର ଶିଶୁର ଜୀବନ ।…

ବିହାରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ଆରିଫ୍ ମହମ୍ମଦ ଖାନ୍ କିଏ ? ଜାଣନ୍ତୁ କେମିତି ଥିଲା ତାଙ୍କ ରାଜନୈତିକ ଯାତ୍ରା

ପାଟନା: ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ମିଜୋରାମ, କେରଳ, ବିହାର, ଓଡ଼ିଶା ଏବଂ ମଣିପୁରରେ ନୂତନ ରାଜ୍ୟପାଳ ଦାୟିତ୍ୱଭାର ସମ୍ଭାଳିବେ । ଏଥିମଧ୍ୟରେ…