Browsing Category
ଦେଶ
ଭାରତର ଜନସଂଖ୍ୟା ୧.୪୬ ବିଲିୟନ, ହ୍ରାସ ପାଉଛି ପ୍ରଜନନ ହାର: UN
ନୂଆଦିଲ୍ଲୀ: ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ୱରେ ସବୁଠାରୁ ଅଧିକ ବୋଲି ଜାତିସଂଘର ଏକ ନୂତନ ଜନସଂଖ୍ୟା ରିପୋର୍ଟରେ କୁହାଯାଇଛି । ରିପୋର୍ଟରେ ଏହା…
ମାଳଦ୍ୱୀପର ନୂଆ ଚାଲ୍: କ୍ୟାଟ୍ରିନା ଗ୍ଲୋବାଲ ବ୍ରାଣ୍ଡ ଅମ୍ବାସଡର
ଓଡିଶା ଭାସ୍କର: ମାଳଦ୍ୱୀପ ପର୍ଯ୍ୟଟନ ଆକର୍ଷଣ ବୃଦ୍ଧି କରିବା ଲକ୍ଷ୍ୟରେ ବଲିଉଡ୍ ସୁପରଷ୍ଟାର କ୍ୟାଟ୍ରିନା କୈଫଙ୍କୁ ଏହାର ନୂତନ ବିଶ୍ୱ ବ୍ରାଣ୍ଡ ଅମ୍ବାସଡର ଭାବରେ ବଛାଯାଇଛି। ମଙ୍ଗଳବାର ଏକ ସୋସିଆଲ ମିଡିଆ ପୋଷ୍ଟ…
(Video)ପ୍ରଥମେ ମାଳ ପକାଇଲେ ପରେ ନିର୍ଦ୍ଧୁମ ଛେଚିଲେ, ନେତାଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ସୁହେଲଦେବ ସ୍ୱାଭିମାନ ପାର୍ଟିର ଅଧ୍ୟକ୍ଷ ମହେନ୍ଦ୍ର ରାଜଭରଙ୍କ ଉପରେ ଆକ୍ରମଣ ହୋଇଛି । କୁହାଯାଉଛି ଯେ ଜିଲ୍ଲାର ଜଲାଲପୁର ଥାନା ଅଞ୍ଚଳର ନାହୋରା ଆଶାପୁରୀ ଗାଁରେ…
ବିଚିତ୍ର ଦୁନିଆ : ୬୨ ବର୍ଷୀୟ ବୃଦ୍ଧଙ୍କୁ ଆକ୍ରମଣ କଲେ ସ୍କୁଲବେଳର ସାଙ୍ଗ, ପ୍ରତିଶୋଧ ପାଇଁ ଲାଗିଗଲା ୫୦ ବର୍ଷ
ଥିରୁଭାନନ୍ତପୁରମ: କେରଳର କାସରଗୋଡ ଜିଲ୍ଲାରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ।
ଗିରଫ ହୋଇଥିବା ୨ ଜଣ ହେଲେ ବାଲକ୍ରିଷ୍ଣନ ଏବଂ…
Boyfriend ସହ ପଳେଇ ଥାନ୍ତୁ…. ରାଜା ହତ୍ୟାକାଣ୍ଡ ଦେଲା କଙ୍ଗନାଙ୍କୁ କଷ୍ଟ
ମୁମ୍ବାଇ: ବଲିଉଡ୍ କୁଇନ୍ ଏବଂ ବିଜେପି ସାଂସଦ କଙ୍ଗନା ରାଣାୱତ ରାଜା ରଘୁବଂଶୀ ହତ୍ୟା ମାମଲା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପ୍ରାୟତଃ ନିଜର ସ୍ପଷ୍ଟ ମତ ପ୍ରକାଶ କରୁଥିବା କଙ୍ଗନା…
ଆମେରିକାରେ ଚୀନ୍ ବୈଜ୍ଞାନିକ ଗିରଫ, ଚୀନ୍ର ଉହାନ୍ ଲ୍ୟାବ ସହିତ ଅଛି ସମ୍ପର୍କ
ୱାଶିଂଟନ: ଆମେରିକାରେ ପୁଣି ଥରେ ଜଣେ ଚୀନ୍ ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି। ଜୈବିକ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଚୀନର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି ଆମେରିକା । ବୈଜ୍ଞାନିକ ଚୀନ୍ରୁ ଆମେରିକାର ଡେଟ୍ରାଇଟ୍…
ChatGPT Down: କାମ କରୁନି ଚାଟଜିପିଟି, ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ
ନୂଆଦିଲ୍ଲୀ: ସାରା ବିଶ୍ୱରେ ChatGPT ଡାଉନ୍ ହୋଇଛି । ChatGPT ବ୍ୟବହାର କରୁଥିବା ଉପଭୋକ୍ତାମାନେ କିଛି ଘଣ୍ଟା ଧରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉପଭୋକ୍ତାମାନେ ଲଗ୍ ଇନ୍ ଏବଂ Ghibli ସୃଷ୍ଟି କରିବାରେ ସମସ୍ୟାର…
ଏବେ ମହିଳା ଅଧିକାରୀଙ୍କ ପାଳି, ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ମ୍ୟାଡାମ
ଭୁବନେଶ୍ୱର: ୮ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିଲା ଭିଜିଲାନ୍ସ ।
ମନରେଗା ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ…
Vastu niyam for bathing: ଦିନ 12ଟା ପରେ ଗାଧାଉଥିଲେ ସାବଧାନ! ଅସୁବିଧା ଜାଣିଲେ ଅଭ୍ୟାସ ଛାଡିଦେବେ
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ବିଳମ୍ବିତ ରାତିରେ ଶୋଇବା ଏବଂ ସକାଳେ ବିଳମ୍ବରେ ଉଠିବା ଅଭ୍ୟାସରେ ପଡ଼ିଗଲେଣି । ଯାହା ଫଳରେ ସେମାନଙ୍କର କୌଣସି କାମ ଠିକ୍ ସମୟରେ ହୋଇନଥାଏ ।
ଏହା ଶାରୀରିକ ଏବଂ ମାନସିକ…
IPS ଉତ୍କଳ ରଞ୍ଜନ ସାହୁ ହେଲେ RPSCର ନୂତନ ଅଧ୍ୟକ୍ଷ, 35 ବର୍ଷ ଧରି ସରକାରୀ ସେବାରେ ଅଛନ୍ତି
ନୂଆଦିଲ୍ଲୀ: ରାଜସ୍ଥାନ ଲୋକସେବା ଆୟୋଗ (RPSC)ର ନୂତନ ଅଧ୍ୟକ୍ଷ ହେଲେ ଉତ୍କଳ ରଞ୍ଜନ ସାହୁ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଉତ୍କଳ ।
ସେ କହିଛନ୍ତି ଯେ ରାଜ୍ୟ…