Browsing Category
ଦେଶ
Axiom Mission: ଅନ୍ତରୀକ୍ଷରେ ନୂଆ କାହାଣୀ ଲେଖିବା ପାଇଁ ପ୍ରସ୍ତୁତି, ଶୁଭାଂଶୁ କହିଲେ…
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ତିନି ଜଣ ଜୁନ୍ ୧୦ ତାରିଖରେ ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ୍ ସ୍ପେସର ଚତୁର୍ଥ ମାନବଯୁକ୍ତ ମହାକାଶ ଉଡ଼ାଣରେ ଉଡ଼ାଣ କରିବେ ।…
ନକଲି ବିବାହ କରୁଥିଲେ ସାବଧାନ! ବିବାହ ପଞ୍ଜୀକରଣ ନିୟମ ବଦଳିଲା, ପଣ୍ଡିତ ହଁ ନ କହିଲେ…
ଲକ୍ଷ୍ନୌ,୭ା୬: ବିବାହ ପଞ୍ଜୀକରଣ ନିୟମ ଏବେ ପରିବର୍ତ୍ତନ ହୋଇଛି। ଶୁକ୍ରବାର ଆଦେଶ ଜାରି କରାଯାଇଥିବାବେଳେ ଶନିବାରଠାରୁ ଏହା କାର୍ଯ୍ୟକାରୀ ହୋଇଛି । ଉତ୍ତରପ୍ରଦେଶରେ ଏପରି ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ…
ପୁଅକୁ ଟିଭି ନଦେଖି ପାଠ ପଢ଼ିବାକୁ କହିଲେ ମା’, ଫାଶୀ ଦେଇଦେଲା ଦଶମ ଶ୍ରେଣୀ ପୁଅ
ହିମାଚଳପ୍ରଦେଶ: ସାମ୍ନାକୁ ଆସିଲା ଏକ ହୃଦୟବିଦାରକ ଘଟଣା। ଜଣେ ୧୪ ବର୍ଷୀୟ ବାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଆଉ ଆତ୍ମହତ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୁଅକୁ ଟିଭି ନଦେଖି ପାଠ ପଢ଼ିବାକୁ ମାଆ…
ବାସ୍ ଏତିକି କଥା..ବରଯାତ୍ରୀ ସମୟରେ ଡିଜେ ଡ୍ୟାନ୍ସକୁ ନେଇ ବିବାଦ, ପିତାକୁ ବଞ୍ଚାଇବା ବେଳେ ବରର ମୃତ୍ୟୁ
ନୂଆଦିଲ୍ଲୀ: ବିବାହ ଶୋଭାଯାତ୍ରାରେ ଡିଜେର ତାଳେ ତାଳେ ନାଚିବା କୌଣସି ନୂଆ କଥା ନୁହେଁ, କିନ୍ତୁ ଯଦି ଏହି ନାଚିବା ସମୟରେ କୌଣସି ଛୋଟ କଥାକୁ ନେଇ ଝଗଡ଼ା ହୁଏ ଏବଂ ତାପରେ ବର ମଧ୍ୟ ମରିଯାଏ, ତେବେ ଏହା ଏକ ବଡ଼ କଥା…
ଚତୁର୍ଥ ଶ୍ରେଣୀରେ ଲାଗିଥିଲେ ଝଗଡ଼ା, ୫୦ ବର୍ଷପରେ ପଥରରେ ଛେଚି ନେଲେ ପ୍ରତିଶୋଧ
କେରଳ: ଛୋଟବେଳେ ସ୍କୁଲରେ ପଢ଼ିବା ସମୟରେ ଅନେକ ଥର ସାଙ୍ଗମାନଙ୍କ ସହ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ମାଡ଼ଗୋଳ ସମସ୍ତଙ୍କର ପ୍ରାୟ ହୁଏ। ଆଉ କିଛି ଦିନ ଗଲାପରେ ପୁଣି ଥରେ ସେମାନେ ସାଙ୍ଗ ହୋଇଯାଆନ୍ତି। ହେଲେ ଏବେ ଏକ ଅଜବ…
ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ !
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୂଚନା ଦେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା। ସୋନିଆ ଗାନ୍ଧୀଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ…
ବିଦେଶରେ ପାକିସ୍ତାନର ଅସଲ ମୁଖା ଖୋଲି ନିଜ ଦେଶକୁ ଫେରିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର: କିଛି ଦିନ ହେବ ବିଦେଶ ଗସ୍ତରେ ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଏକା ନୁହଁନ୍ତି ତାଙ୍କ ସହ ତାଙ୍କ ଟିମ୍ ମଧ୍ୟ ବିଭିନ୍ନ ଦେଶ ବୁଲିବା ପରେ ନିଜ କର୍ମକ୍ଷେତ୍ର ଭୁବନେଶ୍ୱରକୁ ଫେରିଛନ୍ତି।…
ଆମ୍ବ ଲୋଭ ଦେଖାଇ ବଗିଚାକୁ ଡାକିଲା, ପରେ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ଦୁର୍ବୃତ୍ତ
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଜଣେ ପାଞ୍ଚ ବର୍ଷର ଝିଅକୁ ବଳାତ୍କାର କରିଥିବା ନେଇ ଅଭିଯୋଗ ଆସିଛି ।
ଆମ୍ବ ଲୋଭ ଦେଖାଇ ଦୁଷ୍କର୍ମ- ଖବର…
SBI ଗ୍ରାହକମାନେ ଧ୍ୟାନ ଦିଅନ୍ତୁ! ଏହି ତାରିଖରେ ବ୍ୟବହାର କରିପାରିବେନି ଇଣ୍ଟରନେଟ ବ୍ୟାଙ୍କିଙ୍ଗ, UPI ଓ YONO ସେବା
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ତା’ର ଗ୍ରାହକମାନଙ୍କୁ ସୂଚନା ଦେଇଛି ଯେ ଆସନ୍ତା ୮ ଜୁନ୍ ୨୦୨୫ରେ ମରାମତି କାର୍ଯ୍ୟ ଯୋଗୁଁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, YONO, YONO Lite, YONO ବିଜନେସ୍, UPI ଏବଂ ଅନ୍ୟାନ୍ୟ…
୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ୨ ଚିହ୍ନଟ
ରାଞ୍ଚି,୭ା୬: ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫, ୬, ୭ ତାରିଖ ସର୍ଚ୍ଚ ଅପରେସନ ଏବଂ ଏନ୍କାଉଣ୍ଟରେ ଏହି ମାଓବାଦୀମାନେ ଟଳିପଡ଼ିଥିଲେ। ତେବେ ମୃତ ମାଓବାଦୀଙ୍କ ମଧ୍ୟରେ…