Browsing Category
ଦେଶ ବିଦେଶ
Big Breaking: ବିଜେପି ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକରା
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସଭା ଆସନରୁ ୨୦ଟି ସିଟରେ ବିଜେପି ବିଜୟ ହାସଲ କରିଛି । ଅନ୍ୟ ଏକଟି ସିଟ୍ କଂଗ୍ରେସ ହାସଲ କରିଛି । ତେବେ ଆଜି ବିଜେପି ନବ ନିର୍ବାଚିତ…
୬୨ ବର୍ଷ ପରେ ଉତ୍ତର ପ୍ରଦେଶର ଏହି ଲୋକସଭା ଆସନକୁ ମିଳିଲା ନୂତନ ମହିଳା ସାଂସଦ, ଜାଣନ୍ତୁ ସେ କିଏ ?
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ଦମଦାର ବିଜୟ ଦେଖିବାକୁ ମିଳିଛି । ବାନ୍ଦା ଲୋକସଭା ଆସନରୁ ସମାଜବାଦୀ ପାର୍ଟି ତରଫରୁ କୃଷ୍ଣା ପଟେଲ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ।…
SBI ମ୍ୟୁଚୁଆଲ ଫଣ୍ଡ ରଚିଲା ଇତିହାସ, ଅତିକ୍ରମ କଲା ୧୦ ଟ୍ରିଲିୟନ ଟଙ୍କାର ରେଖା
ନୂଆଦିଲ୍ଲୀ: ଏସବିଆଇ ମ୍ୟୁଚୁଆଲ ଫଣ୍ଡ ନୂଆ ରେକର୍ଡ ସୃଷ୍ଟି କରିଛି । ଏସବିଆଇ ମ୍ୟୁଚୁଆଲ ଫଣ୍ଡର ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ ୧୦ ଟ୍ରିଲିୟନ ଟଙ୍କାର ସଂଖ୍ୟା ଅତିକ୍ରମ କରିଛି । ଏହି ସଂଖ୍ୟା ହାସଲ କରିବାରେ ଏହା ଦେଶର…
ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜୟ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ…
ଯଦି ନୀତୀଶ ‘କିଙ୍ଗମେକର’ ହେଉଛନ୍ତି ତେବେ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମିଳୁ: ତେଜସ୍ୱୀ ଯାଦବ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ନୀତୀଶ କୁମାର ଲୋକସଭା ନିର୍ବାଚନ ଫଳାଫଳରେ "କିଙ୍ଗମେକର" ହୁଅନ୍ତି, ତେବେ ତାଙ୍କୁ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମିଳିବା ଉଚିତ୍।…
ଲୋକସଭା ନିର୍ବାଚନରେ ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ଚୀନ୍ ରଖିଲା ଏଭଳି ପ୍ରତିକ୍ରିୟା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅଭିନନ୍ଦନ ଜଣାଇଛି ଚୀନ୍ । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି…
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ରଚିଲା ବିଶ୍ୱ ରେକର୍ଡ; ଗୋଟିଏ ଦିନରେ ସର୍ବାଧିକ ୧୯.୭୧ ଅରବ ଅର୍ଡର
ମୁମ୍ବାଇ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ବୁଧବାର ବିଶ୍ୱ ରେକର୍ଡ କରିଛି । ସକାଳ ୯ଟା ୧୫ରୁ ଆରମ୍ଭ ହୋଇଥିବା ଏହି କାରବାରରେ ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ମୋଟ ୧୯.୭୧ ଅରବ ଅର୍ଡର ମିଳିଥିଲା । ଏହା ସହ ଏନଏସଇ…
ସିକନ୍ଦରରେ ଏଣ୍ଟ୍ରି କଲେ କରୀନା କପୁର; ସଲମାନ୍ ଖାନ୍ଙ୍କ ସହ ପୁଣି ଏକାଠି ନଜର ଆସିବେ ବେବୋ
ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଏଆର ମୁରୁଗାଦୋସ । କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ ସଲମାନ ଖାନଙ୍କ ସହ…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବଡ ସଉଦା କରିବା ଯୋଜନାରେ ନୀତିଶ କୁମାର, ୪ କ୍ୟାବିନେଟ୍ ମନ୍ତ୍ରୀ ପଦ ସହିତ କରିବେ ଏହି ବଡ ଦାବୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୧୨ ଆସନ ଜିତି ବିହାର ମୁଖ୍ୟମନ୍ତ୍ରୀ ଏବେ କିଙ୍ଗ୍ମେକର ଭୂମିକାରେ ଅଛନ୍ତି । ଏହି କ୍ରମରେ ନୀତିଶ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅତି କମ୍ରେ ୪ କ୍ୟାବିନେଟ୍ ମନ୍ତ୍ରୀ ପଦ, ଶୀଘ୍ର…
AUSvsOMAN: ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଖୋଲା ଚ୍ୟାଲେଞ୍ଜ ଦେଲା ଓମାନ, ଟେକ୍ନିକ୍ ଉପରେ ଆଣିଲା ପ୍ରଶ୍ନ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ମ୍ୟାଚ୍ ଆଜି ରାତି ସାଢ଼େ ୧୨ଟାରୁ ଆରମ୍ଭ ହେବ। ଗ୍ରୁପ୍ ବି'ରେ ଓମାନ ତା'ର ଦ୍ବିତୀୟ ମ୍ୟାଚ୍ ଖେଳିବ। କିନ୍ତୁ ଅଷ୍ଟ୍ରେଲିଆ ବିଶ୍ବକପ୍ ରେ ପ୍ରଥମ…