Browsing Category

ଦେଶ ବିଦେଶ

ପୃଥିବୀରେ କେବେ ଓ କେଉଁଠି ହେବ ଭୂମିକମ୍ପ? ପୂର୍ବରୁ ସୂଚନା ଦେବ ଏହି ଉପଗ୍ରହ

ଚେନ୍ନାଇ: ଆଗକୁ ଭୂମିକମ୍ପ ଆଉ ଏତେ ମାତ୍ରାରେ କ୍ଷତି ଘଟାଇ ପାରିବନି କାରଣ ଭୂମିକମ୍ପ ବିଷୟରେ ଆଗରୁ ସୂଚନା ଦେବ ଏହି ଉପଗ୍ରହ । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି ନିସାର – (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର…

ଗଞ୍ଜେଇକୁ କମ୍ ବିପଦପୂର୍ଣ୍ଣ ଔଷଧ ଭାବେ ମିଳିବ ସ୍ୱୀକୃତି ! ଆମେରିକା ସରକାର ଗଞ୍ଜେଇର ପୁନଃବର୍ଗୀକରଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି

ୱାଶିଂଟନ୍: ଆମେରିକା ସରକାର ଗୁରୁବାର ଆନୁଷ୍ଠାନିକ ଭାବେ ଗଞ୍ଜେଇକୁ ‘କମ୍ ବିପଜ୍ଜନକ ଔଷଧ’ ଭାବେ ପୁନଃ ବର୍ଗୀକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ଏକ ଐତିହାସିକ ପରିବର୍ତ୍ତନ ହେବା ଉଚିତ ଯାହା ସାଧାରଣ ଜନତାଙ୍କ…

(Video) ଅଟଳ ସେତୁ ବ୍ରିଜରେ ଭିଡିଓ କଲେ ରଶ୍ମିକା ମନ୍ଦାନା, ଏହାକୁ ଦେଖି ଅଭିନେତ୍ରୀଙ୍କର ପ୍ରଶଂସା କଲେ PM ମୋଦୀ

ନୂଆଦିଲ୍ଲୀ: ନେସନାଲ କ୍ରସ ରଶ୍ମିକା ମନ୍ଦାନା କେବଳ ସାଉଥ ସିନେମା ନୁହେଁ, ସେ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ବି ଲୋକପ୍ରିୟ ହୋଇସାରିଲେଣି । ରଶ୍ମିକା ଗତ କିଛି ବର୍ଷରେ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସେ ଶେଷଥର ପାଇଁ…

ଚିପ୍ସ ଖାଇବା ଚ୍ୟାଲେଞ୍ଜ ପାଲଟିଲା ମୃତ୍ୟୁର କାରଣ, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ଏଭଳି ଖୁଲାସା

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ଯୁଗ । ସୋସିଆଲ ମିଡିଆ ଯେତିକି ଭଲ ସେତିକି ଖରାପ । ଏହା ଆମ ଦୈନନ୍ଦିନ ଜୀବନଶୈଳୀର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୋସିଆଲ ମିଡିଆ ହେଉଛି ଏପରି ଏକ…

ଖୁସି କରିଦେବ ଜାତିସଂଘର ତାଜା ରିପୋର୍ଟ, ସବୁଠୁ ଆଗରେ ଭାରତ

ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ରେଟିଂ ଏଜେନ୍ସୀ, ଆଇଏମଏଫ୍ ଓ ବିଶ୍ୱବ୍ୟାଙ୍କ ମୋହର ମାରିଥିଲା କିନ୍ତୁ ଏବେ ପୁରା ଦୁନିଆ ଭାରତ ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଛି ବୋଲି ମୋହର ମାରିଛି । ବିଶ୍ୱର ୧୯୩ ଦେଶକୁ ନେଇ ଗଢି…

World Hypertension Day 2024: ଆପଣଙ୍କୁ ହାଇପରଟେନସନ ରୋଗୀ କରିପାରେ ଏହି ଅଭ୍ୟାସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସାରା ଦୁନିଆରେ ହାଇପରଟେନସନର ରୋଗୀ ବଢିବାରେ ଲାଗିଛନ୍ତି । ହାଇପରଟେନସନ ଅର୍ଥାତ ହାଇ ବିପି ସାଇଲେଣ୍ଟ କିଲର ପରି ହୋଇଥାଏ । ହାଇ ବ୍ଲଡ ପ୍ରେସର କାରଣରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକେ ହାର୍ଟ ଆଟାକ ଏବଂ…

କେସୋରାମ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମଞ୍ଜୁଶ୍ରୀ ଖୈତାନଙ୍କ ଦେହାନ୍ତ, ସମାଜସେବା ଏବଂ ଶିକ୍ଷା କ୍ଷେତ୍ରରେ ରହିଥିଲା ବଡ଼ ଅବଦାନ

କୋଲକାତା: ଶିକ୍ଷା ଏବଂ ସମାଜସେବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଜଣାଶୁଣା କେସୋରାମ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମଞ୍ଜୁଶ୍ରୀ ଖୈତାନ୍‌(Manjushree Khaitan)ଙ୍କ ନିଧନ ହୋଇଯାଇଛି । ଗରୁବାର କୋଲକାତାରେ ୬୮ ବର୍ଷ…

ICMR ଗାଇଡଲାଇନ୍ସ: ଚା’ ଓ କଫିର ଅଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ୩୦୦ ମିଲିଗ୍ରାମରୁ ଅଧିକ କ୍ୟାଫିନ୍ ସେବନ କରନ୍ତୁ ନାହିଁ

ନୂଆଦିଲ୍ଲୀ: ଅନେକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନରେ ମାତ୍ରାଧିକ ଚା’ ଓ କଫି ସେବନ କରିଥାନ୍ତି । ତେବେ ଅଧିକ ଚା’ ଓ କଫି ସେବନ ଆମର ଶରୀର ପାଇଁ କ୍ଷତିକାରକ ଅଟେ । କାରଣ ସେଥିରେ କ୍ୟାଫିନ୍ ରହିଥାଏ । ତେଣୁ ସେଥିରୁ…

କେଦାରନାଥରେ ଆଉ ଫଟୋ କି ରିଲ୍ସ କରିପାରିବେ ନାହିଁ, ଭିଆଇପି ଦର୍ଶନ ଉପରେ ବି ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇସାରିଛି । ୧୦ ମେ ରେ କେଦାରନାଥ, ଯମୁନୋତ୍ରୀ ଏବଂ ଗଂଗୋତ୍ରୀର କବାଟ ଖୋଲାଯାଇଥିଲା । ସେହିପରି ୧୨ ମାର୍ଚ୍ଚରେ ବଦ୍ରିନାଥର କବାଟ ଖୋଲାଯାଇଛି । ଏହାପରେ ଲଗାତାର…

ଏହି ଗାଁରେ ଅଛନ୍ତି କେବଳ ୧୫୯ ଭୋଟର, ହେଲିକପ୍ଟର ଯୋଗେ ପଠାଯାଇଛି EVM ମେଶିନ୍‌

ଶିମଲା: ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଅବଶିଷ୍ଟ ୩ଟି ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରାର୍ଥୀ ଠାରୁ ଆରମ୍ଭ କରି ଷ୍ଟାର ପ୍ରଚାରକ ଏବଂ ନେତାମାନେ ଘରକୁ…