Browsing Category

ଦେଶ ବିଦେଶ

ମଦ ଦୁର୍ନୀତି ମାମଲାରେ କୋର୍ଟରୁ କେ.କବିତାଙ୍କୁ ବଡ ଝଟକା: ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରୁ ବିଆରଏସ୍ ନେତା କେ.କବିତାଙ୍କୁ ବଡ଼ ଝଟକା ଲାଗିଛି । କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଛନ୍ତି । ତେଲେଙ୍ଗାନାର ପୂର୍ବତନ…

IGI ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ, ୨ ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ(IGI) ବିମାନବନ୍ଦରକୁ ବୋମାରେ ଉଡ଼ାଇବା ନେଇ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି । ତେବେ ଧମକ ଦେଇଥିବା ଦୁଇ ଜଣ ଯାତ୍ରୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି…

ଆତଙ୍କବାଦୀ ହାଫିଜ ସଇଦଙ୍କୁ ଜେଲରେ ଦିଆଯାଇଛି କି ବିଷ? ଜାଣନ୍ତୁ ଭାଇରାଲ ହେଉଥିବା ଦାବିର ପ୍ରକୃତ ସତ ବିଷୟରେ..

ନୂଆଦିଲ୍ଲୀ: ପାକିସ୍ତାନର କୁଖ୍ୟାତ ଅତଙ୍କବାଦୀ ଏବଂ ଲସ୍କର-ଏ-ତାଇବାର ମୁଖିଆ ହାଫିଜ ସଇଦ ପାକିସ୍ତାନ ଜେଲରେ ଅଛନ୍ତି । ଟେରର ଫଣ୍ଡିଙ୍ଗର ଏକ ମାମଲାରେ ସଂଯୁକ୍ତ ରାଷ୍ଟ୍ରର ଦାବି ପରେ ପାକିସ୍ତାନ ତାଙ୍କୁ ଜେଲରେ…

ମୋଜାମ୍ବିକ୍ ଉପକୂଳରେ ବଡ଼ ଦୁର୍ଘଟଣା: ମାଛଧରା ଡଙ୍ଗା ବୁଡ଼ିଯିବାରୁ ୯୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ମୋଜାମ୍ବିକର ଉତ୍ତର ଉପକୂଳରେ ଲୋକ ଭର୍ତ୍ତି ଏକ ଡଙ୍ଗା ବୁଡ଼ିଯିବାରୁ ୯୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅଧିକାରୀ କହିଛନ୍ତି ଯେ, ପ୍ରାୟ ୧୩୦ ଜଣ ଲୋକଙ୍କୁ ନେଇ ମାଛଧରା ଡଙ୍ଗା ନାମପୁଲା ଅଞ୍ଚଳ ନିକଟ…

ନିର୍ବାଚନୀ ପ୍ରସ୍ତୁତି; ‘ବସ୍ତର’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଜୟ ସଂକଳ୍ପ ଶଙ୍ଖନାଦ ମହାରାଲି, ଜନସଭାକୁ କରିବେ ସମ୍ବୋଧିତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗୋଟିଏ ପଟେ ନିର୍ବାଚନୀ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଅନ୍ୟପଟେ ଜାରି…

ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ Aditya-L1 କରିବ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଜଣାପଡିବ ସମସ୍ତ ରହସ୍ୟ

ନୂଆଦିଲ୍ଲୀ : ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ସାରା ଦୁନିଆ ଅନ୍ଧାରକାର ହୋଇଯିବ । ଏହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ସମାନ ରେଖାରେ ରହିବେ । ସେହି ସମୟରେ ଭାରତର ଆଦିତ୍ୟ ଏଲ୧ ନିଜର କମାଲ ଦେଖାଇବ । ଆଦିତ୍ୟ…

ନ୍ୟାୟିକ ହେପାଜତକୁ ଗଲେ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କ ମାଆ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକ ଏବଂ ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖିଆ ଅମୃତପାଲ ସିଂହଙ୍କ ମା’ ବଲୱିନ୍ଦର କୌରଙ୍କୁ ପୋଲିସ ନ୍ୟାୟିକ ହେପାଜତକୁ ନେଇଛି । ଅମୃତପାଲଙ୍କୁ ଆସାମ ଜେଲରୁ ପଞ୍ଜାବ ଜେଲ ସ୍ଥାନାନ୍ତର…

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି, ଜାଣନ୍ତୁ ଭାରତରେ କ’ଣ ରହିବ ଏହାର ପ୍ରଭାବ ଏବଂ ସମୟ

ଓଡ଼ିଶା ଭାସ୍କର: ୮ ଏପ୍ରିଲ ଅର୍ଥାତ ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଭାରତୀୟ ସମୟାନୁସାରେ ଏହି ସୂର୍ଯ୍ୟ ପରାଗ ଆଜି ରାତିରୁ ଆରମ୍ଭ ହେବ । ଏହା ପୂର୍ଣ୍ଣ ସୂର୍ଯ୍ୟ ପରାଗ ଅଟେ ଏବଂ ଗତ ୫ ଦଶକରୁ ଅଧିକ ସମୟରେ…

ସନ୍ଥ ଶ୍ରୀ ଶିବଶଙ୍କର ଚୈତନ୍ୟ ଭାରତୀଙ୍କ ମହାପ୍ରୟାଣ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାଶୀ ସନ୍ଥ ଶ୍ରୀ ଶିବଶଙ୍କର ଚୈତନ୍ୟ ଭାରତୀ ଜୀ ମହାରାଜଙ୍କ ପରଲୋକ ଘଟିଛି । ସନ୍ଥ ମହାରାଜଙ୍କ ମହାପ୍ରୟାଣ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିବା ସହିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ…

ସପା ଲୋକସଭା ପ୍ରାର୍ଥିନୀ କାଜଲ ନିଷାଦଙ୍କୁ ହାର୍ଟ ଆଟାକ୍

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ମତଦାନ ପାଇଁ ଆଉ କିଛି ଦିନ ବାକି ଥିବା ବେଳେ ନେତାମାନେ ନିଜ ନିଜ କ୍ଷେତ୍ରରେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଉତ୍ତରପ୍ରଦେଶର…