
Browsing Category
ଦେଶ ବିଦେଶ
ଗତକାଲି ଭେଜ୍ ଗ୍ରାହକଙ୍କ ଲାଗି ଜୋମାଟୋ କରିଥିଲା ବିଶେଷ ଘୋଷଣା, ଆଜି ବଦଳିଗଲା ନିଷ୍ପତ୍ତି
ନୂଆଦିଲ୍ଲୀ:ଲୋକପ୍ରିୟ ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ଗତ ମଙ୍ଗଳବାର ଏହାର ଭେଜ୍ କଷ୍ଟମରଙ୍କ ପାଇଁ ଏକ ଖାସ୍ ସେବା ଘୋଷଣା କରିଥିଲା । ଏହି ଖାସ୍ ସେବା ସେହି ଲୋକମାନଙ୍କ ପାଇଁ ଥିଲା ଯେଉଁମାନେ ଶୁଦ୍ଧ…
ଭାରତୀ ହେକ୍ସାକମ୍ IPO ମାଧ୍ୟମରେ କରିପାରିବ ପୁଞ୍ଜି ସଂଗ୍ରହ, ଅନୁମୋଦନ କଲା SEBI
ନୂଆଦିଲ୍ଲୀ: ଭାରତୀ ଏୟାରଟେଲର ସହାୟକ କମ୍ପାନୀ ଭାରତୀ ହେକ୍ସାକମ୍(Bharati Hexacom) ଇନିସିଆଲ ପବ୍ଲିକ୍ ଅଫରିଂ(IPO) ମାଧ୍ୟମରେ ପୁଞ୍ଜି ସଂଗ୍ରହ ପାଇଁ SEBI ପକ୍ଷରୁ ଅନୁମୋଦନ ମିଳିଛି । ଭାରତୀ ହେକ୍ସାକମର IPOରେ…
ଆମେରିକା, ଜର୍ମାନୀ ନା…ଦୁନିଆର ସବୁଠାରୁ ଖୁସି ଦେଶ କେଉଁଟା ? ଜାଣନ୍ତୁ କେତେ ରେଙ୍କରେ ଅଛି ଭାରତ
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଖୁସିରେ ଥିବା ଦେଶ କେଉଁଟା ? ଆମେରିକା, ଚିନ୍ ନା ରୁଷ ? ବୁଧବାର ମିଳିତ ଜାତିସଂଘର ବାର୍ଷିକ World Happiness Report 2024 ପ୍ରକାଶ ପାଇଛି । ବ୍ୟକ୍ତି ଜଣଙ୍କ ଜୀବନରେ କେତେ…
ଟଙ୍କା ନଥିଲେ ବି ମିଳିବ ଟ୍ରେନ ଟିକେଟ, ଆରମ୍ଭ ହେଲା Indian Railwayର ନୂଆ ବ୍ୟବସ୍ଥା
ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଲୋକେ ଟ୍ରେନରେ ଯାତ୍ରା କରିବା ପାଇଁ ଖୁବ ପସନ୍ଦ କରିଥାନ୍ତି । ସ୍ୱଳ୍ପ ଖର୍ଚ୍ଚରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଏକ ସରଳ ମାଧ୍ୟମ ହେଉଛି ଭାରତୀୟ ରେଳ । ତେବେ ଯଦି କେବେ ଏମିତି…
ପୃଥିବୀ ବିଲୁପ୍ତ ହେବାକୁ ଯାଉଛି! ଜାତିସଂଘ ରିପୋର୍ଟରେ ମିଳିଲା ଭୟଙ୍କର ସଙ୍କେତ, ୧୦ ବର୍ଷରେ ଗରମ ଭାଟି ପରି ତାତିବା ଆରମ୍ଭ କରିଛି ପୃଥିବୀ
ନୂଆଦିଲ୍ଲୀ: ଟେକନିକ୍ ସାହାଯ୍ୟରେ ଦ୍ରୁତଗତିରେ ବିକାଶ ହେଉଥିବା ଦୁନିଆରେ କାର୍ବନ ନିର୍ଗମନ ମାନବଙ୍କ ଅସ୍ତିତ୍ୱ ପାଇଁ ନିରନ୍ତର ବିପଦ ପାଲଟିଛି । ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି, ଯେଉଁଥିରେ…
ଓଃ କି ଶାନ୍ତି… ପ୍ରତିଟି ଓଡ଼ିଆର ପରିଚୟ ‘ପଖାଳ’: ଆଜି ସାରା ବିଶ୍ୱରେ ପାଳନ ହେଉଛି ‘ପଖାଳ ଦିବସ’
ଓଡ଼ିଶା ଭାସ୍କର: ଆଜି ମାର୍ଚ୍ଚ ୨୦ ତାରିଖ, ଓଡ଼ିଶା ସଂସ୍କୃତି, ପରମ୍ପରା ଏବଂ ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ବଡ଼ ପର୍ବ 'ପଖାଳ ଦିବସ' ।
"ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା
ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ…
Big Breaking; ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ସଜବାଜ ହେବେ ଆଶାୟୀ ପ୍ରାର୍ଥି
ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ-୨୦୨୪ । ଏଥିପାଇଁ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହାଭିତରେ ଚଳିତବର୍ଷର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ…
ବାଦାଉନ୍ ହତ୍ୟା ମାମଲା: ପୋଲିସ ଦ୍ୱାରା ଧରାପଡିଲା ୨ ଶିଶୁଙ୍କ ହତ୍ୟାକାରୀ, ଏନକାଉଣ୍ଟରରେ ଅଭିଯୁକ୍ତ ନିହତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାଦାଉନରେ ଥିବା ବାବା କଲୋନୀରେ ଗତକାଲି (ମାର୍ଚ୍ଚ ୧୯) ମଙ୍ଗଳବାର ଦିନ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତି ଦୁଇ ପିଲାଙ୍କୁ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା…
ମଧ୍ୟରାତ୍ରିରେ ପାକିସ୍ତାନରେ ଭୂକମ୍ପର ଜୋରଦାର ଝଟକା , ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ
ଇସଲାମାବାଦ : ପାକିସ୍ତାନରେ ବୁଧବାର ମଧ୍ୟରାତ୍ରିରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଏହି କାରଣରୁ ଗଭୀର ନିଦ୍ରାରେ ଶୋଇଥିବା ଲୋକମାନେ ଉଠି ନିଜ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ରେ…
ପ୍ରତ୍ୟକ୍ଷ ଟିକସ ଆଦାୟରେ ୨୦% ବୃଦ୍ଧି ଘଟିଛି; ଆୟକର ବିଭାଗ
ନୂଆଦିଲ୍ଲୀ : ପ୍ରତ୍ୟକ୍ଷ ଟିକସ ଆଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଆୟକର ବିଭାଗ କହିଛି । ମାର୍ଚ୍ଚ ୧୭ ସୁଦ୍ଧା ପ୍ରାୟ ୧୮ ଲକ୍ଷ ୯୦ ହଜାର କୋଟି ଟଙ୍କା ଜମା ହୋଇଛି। ଗତ ଆର୍ଥିକ ବର୍ଷରେ ମାର୍ଚ୍ଚ ୧୭ ସୁଦ୍ଧା ୧୫…