
Browsing Category
ଦେଶ ବିଦେଶ
ଏହି ରାଜ୍ୟରେ ମକାରୁ ତିଆରି ହୁଏ ହ୍ୱିସ୍କି, ଜାଣନ୍ତୁ ବଜାରରେ ଏହାର ମୂଲ୍ୟ କେତେ
ନୂଆଦିଲ୍ଲୀ: ଭାରତର ନାଗାଲ୍ୟାଣ୍ଡରେ ମକା ଚାଷ ବହୁଳ ପରିମାଣରେ ହୋଇଥାଏ । ଏଠାରେ ମକାର ଫସଲ ଚାଉଳ ପରେ ଦ୍ୱିତୀୟ ସ୍ଥାନରେ ଅଛି । ଏଠାରେ ମକାରୁ ଅନେକ ଜିନିଷ ପ୍ରସ୍ତୁତ ହୋଇଥାଏ । ଯେଉଁଥିରେ ହ୍ୱିସ୍କି ମଧ୍ୟ ତିଆରି…
ଏନସିପିର ନିର୍ବାଚନୀ ଚିହ୍ନ ‘ଘଡ଼ି’ କାହାର: ଶରଦ ନା ଅଜିତଙ୍କର, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଅସଲି ମାଲିକାନାକୁ ନେଇ ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଜାରି ରହିଛି । ତେବେ ଏହା ମଧ୍ୟରେ ଏହି ମାମଲାରେ…
CAAକୁ ବିରୋଧ କରି ଦାୟର ହୋଇଥିବା ୨୦୦ରୁ ଅଧିକ ଯାଚିକା ଉପରେ ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ୨୦୧୯କୁ ବିରୋଧ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ୨୦୦ରୁ ଅଧିକ ଯାଚିକା ଉପରେ ଆଜି ଶୁଣାଣି ହୋଇଛି । ଶୁଣାଣି ଅବସରରେ ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୪…
ଜାପାନ ଅର୍ଥନୀତିରେ ବଡ଼ ପରିବର୍ତ୍ତନ; ୧୭ବର୍ଷ ଭିତରେ ପ୍ରଥମ ଥର ବଢ଼ାଇଲା ସୁଧ ହାର
ନୂଆଦିଲ୍ଲୀ : ଜାପାନର କେନ୍ଦ୍ରୀୟ ବ୍ୟାଙ୍କ ୧୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଋଣ ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ ଅଫ୍ ଜାପାନ ଏହାର ପ୍ରମୁଖ ସୁଧ ହାରକୁ -୦.୧%ରୁ ୦%-୦.୧%କୁ ବୃଦ୍ଧି କରିଛି । ଖାଉଟି ଦର ବୃଦ୍ଧି…
ଆଫଗାନିସ୍ତାନରେ ମହିଳାଙ୍କୁ ଅସଦାଚରଣ ଯୋଗୁଁ ଟି-୨୦ ସିରିଜ ବାତିଲ କଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ମହିଳା ଓ ବାଳିକାଙ୍କ ପ୍ରତି ଖରାପ ବ୍ୟବହାର ହେଉଥିବା ଦର୍ଶାଇ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ସହ ପ୍ରସ୍ତାବିତ ଟି-୨୦ ସିରିଜକୁ ବାତିଲ କରିବାକୁ ଘୋଷଣା କରିଛି । ଏହି ତିନି ମ୍ୟାଚ୍ ବିଶିଷ୍ଟ…
BJPରେ ସାମିଲ ହେଲେ ହେମନ୍ତଙ୍କ ଭାଉଜ ସୀତା: ଡୁମକାରୁ ଲଢ଼ିପାରନ୍ତି ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ: ଝାଡଖଣ୍ଡରେ ବଡ ରାଜନୈତିକ ବିଶୃଙ୍ଖଳା ଦେଖିବାକୁ ମିଳିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟିକା ସୀତା ସୋରେନ ବିଧାନସଭାର ସଦସ୍ୟତା ସହିତ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।…
ଏଣିକି WhatsApp ଷ୍ଟାଟସରେ ସେୟାର କରିପାରିବେ ଲମ୍ବା ଭିଡିଓ, ଖୁବ ଶିଘ୍ର ରୋଲଆଉଟ ହେବ ଏହି ଫିଚର
ନୂଆଦିଲ୍ଲୀ: ହ୍ଵାଟ୍ସଆପ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଉପରେ କାମ କରୁଛି। ସ୍କ୍ରିନସଟ୍ ବ୍ଲକ୍ ଠାରୁ ଅବତାର ଫିଚର ପର୍ଯ୍ୟନ୍ତ ହ୍ଵାଟ୍ସଆପ ନିକଟରେ ଅନେକ ନୂତନ ଫିଚର ଆଣିଛି। ଏହି କ୍ରମରେ, ଷ୍ଟାଟସ ଅପଡେଟ୍ ପାଇଁ…
ବିଜେପିର ନିର୍ବାଚନୀ ପ୍ରାକ୍ ପ୍ରସ୍ତୁତି, ଲଞ୍ଚ୍ ହେଲା ‘ଦି ନମୋ ମର୍ଚାଣ୍ଡାଇଜ୍’
ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏଥିମଧ୍ୟରେ ବିଜେପି ମଧ୍ୟ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଛି ।…
(Video) ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ
ବେଙ୍ଗାଲୁରୁ: କର୍ଣ୍ଣାଟକ ପୋଲିସ ବେଙ୍ଗାଲୁରୁରେ ଭାରତୀୟ ଜନତା ପାର୍ଟୀ ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ହେପାଜତରେ ନେବା ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଙ୍ଗାଲୁରୁରେ ହନୁମାନ ଚଲିସା ଏବଂ ଆଜାନକୁ ନେଇ ବିବାଦ…
ବୁଲଗାରିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏପରି କ’ଣ କହିଲେ, ଯାହା ଭାଇରାଲ ହେବାରେ ଲାଗିଛି
ନୂଆଦିଲ୍ଲୀ: ବୁଲଗାରିଆ ରାଷ୍ଟ୍ରପତି ରୁମେନ ରାଦେବ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତୀୟ ନୌସେନା ରୁଏନ ଜାହାଜ ସହ ୭ଟି ବୁଲଗାରିଆ ନାଗରିକଙ୍କୁ ସୋମାଲୀ ଡାକୁମାନଙ୍କ କବଳରୁ…