
Browsing Category
ଦେଶ ବିଦେଶ
ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଉଦ୍ଧବଙ୍କୁ ବଡ଼ ଝଟକା: ଶିନ୍ଦେ ଗ୍ରୁପରେ ସାମିଲ ହେଲେ ବରିଷ୍ଠ ଆଦିବାସୀ ନେତା
ନୂଆଦିଲ୍ଲୀ: ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବା ନେଇ ଗତକାଲି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଥିଲେ । ତେଣୁ ନିର୍ବାଚନ ପାଇଁ ଆଉ କମ୍ ସମୟ ଥିବାରୁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।…
ସିମ୍ କାର୍ଡକୁ ନେଇ ଆସିଲା ବଡ ଖବର: TRAI ବଦଳାଇଲା ନିୟମ, ଏହିଦିନରୁ ହେବ ଲାଗୁ
ନୂଆଦିଲ୍ଲୀ:ସିମ୍ କାର୍ଡକୁ ନେଇ TRAI ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ମାର୍ଚ୍ଚ ୧୫ ତାରିଖରେ TRAI ଏ ବିଷୟରେ ସୂଚନା ଦେଇଛି । ଏହି ନୂଆ ନିୟମ ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହୋଇଯିବ । TRAI ର କହିବା ଅନୁଯାୟୀ…
iPhone ହୋଇଯିବ Walkie-Talkie! ମେ ମାସ ପର୍ଯ୍ୟନ୍ତ ଫୋନରେ ଆସିବ ଏହି ଜବରଦସ୍ତ ଫିଚର
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପାଇଁ ଆପ ନିଜ ୟୁଜର୍ସଙ୍କ ପାଇଁ ଆଇଫୋନରେ ଭଏସ ଇଣ୍ଟରାକ୍ସନ ପାଇଁ ନୂଆ ଫିଚର ଆଣିବା ନେଇ ପ୍ରସ୍ତୁତି ଚଳାଇଛି । ଏହା ଚାଲିବା ମାତ୍ରେ ଆଇଫୋନ ଖୁବଶିଘ୍ର ୱାଲୀ-ଟକୀ ପରି କାମ କରିପାରିବ । ଏକ…
ଭୋଟ ଗ୍ରହଣ ଦିନ କର୍ମଚାରୀଙ୍କୁ ମିଳିବ କି ପେଡ୍ ଲିଭ? ଜାଣନ୍ତୁ କ’ଣ କହୁଛି ନିୟମ
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଶନିବାର ଦିନ ଆଗାମୀ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏଥର ମଧ୍ୟ ଭୋଟ ପ୍ରତିଶତ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ…
ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର, ଜଣେ ପୋଲିସ ସହୀଦ
ନୂଆଦିଲ୍ଲୀ:ଆଜି ପଞ୍ଜାବ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟଣାରେ ଜଣେ ପୋଲିସ କର୍ମୀ ସହୀଦ ହୋଇଛନ୍ତି । ରାଜ୍ୟର ହୋସିଆରପୁର ଜିଲ୍ଲାରେ ସିଆଇଏ ଟିମ୍ ଛାପା ମାରିବାକୁ ପହଞ୍ଚିଥିଲେ । ଏହି ସମୟରେ ଅପରାଧୀଙ୍କ…
ଆଗାମୀ ଦିନରେ ଆପଣଙ୍କ ଜୀବନରୁ ସରକାରଙ୍କୁ ଦୂରେଇ ଦେବୁ; ‘ରିଡିଫାଇନିଂ ଭାରତ’ ବିଷୟ ଉପରେ ଏପରି କହିଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଟୁଡେ କନକ୍ଲେଭ୍ ୨୦୨୪ ମଞ୍ଚରୁ ‘ରିଡିଫାଇନିଂ ଭାରତ’ ବିଷୟ ଉପରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ସେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଦାହରଣ…
Loksabha Election 2024: ଫେକ୍ ନ୍ୟୁଜ୍ ପ୍ରଚାର ପାଇଁ କଠୋର ହେଲା ନିର୍ବାଚନ ଆୟୋଗ, ୪ଟି ‘M’ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ନିର୍ବାଚନ ତାରିଖର ଘୋଷଣା କରିଛନ୍ତି । ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାରେ ମତଦାନ ହେବ । ଏହା ଏପ୍ରିଲ…
ସଶରୀରେ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ଆସିଲା ନିର୍ଦ୍ଦେଶ, ୬ ବର୍ଷ ତଳର ପୁରୁଣା କେସ୍ରେ ବଢିଲା ଅଡୁଆ
ନୂଆଦିଲ୍ଲୀ: ଝାଡଖଣ୍ଡ ଚାଇବାସା ସ୍ଥିତ ଏମ୍ପି ଏମ୍ଏଲଏ ସ୍ପେସିଆଲ କୋର୍ଟ କଂଗ୍ରେସର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ ମାର୍ଚ୍ଚ ୨୦୨୪ରେ ସଶରୀରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।…
ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ୨ଟି ସମନ, ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ସମନ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ୨ଟି ସମନ ଜାରି କରାଯାଇଛି । ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଛି । ଅବକାରୀ ମାମଲାରେ ୯ମ ସମନ ଏବଂ…
Zomatoକୁ ମିଳିଲା ଜିଏସଟି ନୋଟିସ, ଦେବାକୁ ପଡିପାରେ ଏତିକି କୋଟିର ଜରିମାନା
ନୂଆଦିଲ୍ଲୀ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋକୁ କୋଟି କୋଟି ଟଙ୍କାର ଝଟକା ଲାଗିପାରେ । କମ୍ପାନୀକୁ ଗୁଜରାଟରେ ଜିଏସଟି ଡିପାର୍ଟମେଣ୍ଟ ଠାରୁ ପେନାଲ୍ଟି ନୋଟିସ ମିଳିଛି । ଯେଉଁଥିରେ ୮ କୋଟି ଟଙ୍କାରୁ ଅଧିକ ଡିମାଣ୍ଡ…