CHARIDHAM
Browsing Category

ଦେଶ ବିଦେଶ

ଆଜି ସାରା ଦେଶରେ ଲାଗୁ ହେଉଛି Code of Conduct: ଏହିସବୁ କାର୍ଯ୍ୟରେ ଳାଗିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍ । ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ନିୟମ ମଧ୍ୟ ଲାଗୁ ହେବ । ନିଷ୍ପକ୍ଷ ଏବଂ ପାରଦର୍ଶୀ ଭାବରେ…

ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଆମେ ସକ୍ଷମ; ସେନାମୁଖ୍ୟ

ନୂଆଦିଲ୍ଲୀ: ଏଲ୍ଏସିରେ ସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ ବୋଲି ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ଏଲଏସିରେ ଭାରତୀୟ ସୈନ୍ୟ ଓ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ମୁତୟନ ବଢ଼ାଇ ଆମେ ବହୁତ ଦୃଢ଼…

ଏହି ଗାର୍ଡ଼େନକୁ ଆସିଲେ ବେହୋଶ ହୋଇଯାନ୍ତି ଲୋକ, ଫୁଲ ଛୁଇଁଲେ ବି ଜୀବନ ପ୍ରତି ରହିଛି ବିପଦ

ଓଡ଼ିଶା ଭାସ୍କର: ସାଧାରଣତଃ ଗାର୍ଡ଼େନର ନାଁ ଶୁଣିଲେ ମନଟା ଖୁସି ହୋଇଯାଏ । ବିଭିନ୍ନ ପ୍ରକାର ଗଛଲତା, ଫୁଲର ମହକ ଏବଂ ଶାନ୍ତ ବାତାବରଣରେ ଭରା ଗାର୍ଡ଼େନ ମନରୁ ସବୁ ଅବସାଦ ଦୂରେଇ ଦିଏ । ଅଧିକାଂଶ ସମୟରେ ଔଷଧୀୟ ଗାଡ଼େର୍ନ…

ବୃଦ୍ଧି ପାଇବ ଭାରତୀୟ ପ୍ରତିରକ୍ଷା କ୍ଷମତା, ପଶ୍ଚିମ ସୀମାରେ ନିୟୋଜିତ ହେବ ‘ଏୟାର ଟ୍ୟାଙ୍କ୍‌’

ନୂଆଦିଲ୍ଲୀ: ଭାରତ କ୍ରମାଗତ ଭାବେ ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି । ପଶ୍ଚିମରେ ପାକିସ୍ତାନ ଏବଂ ଉତ୍ତରରେ ଚୀନର ମନ୍ଦ ଉଦ୍ଦେଶ୍ୟ ଉପରେ ରୋକ୍ ଲଗାଇବା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଡିଫେନ୍ସ ସିଷ୍ଟମକୁ…

ସିଏଏକୁ ନେଇ ହିମନ୍ତଙ୍କୁ ଓୱେସିଙ୍କ ଟାର୍ଗେଟ; ୧୨ଲକ୍ଷ ହିନ୍ଦୁ ନାଗରିକତା ପାଇବେ, ଦେଢ଼ ଲକ୍ଷ ମୁସଲମାନଙ୍କର କ’ଣ ହେବ?

ନୂଆଦିଲ୍ଲୀ: ଭାରତରେ ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯ ଲାଗୁ ହେବା ପରଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ…

କର୍ମଚାରୀଙ୍କ ଦରମାରେ ୧୭% ବୃଦ୍ଧି: ନିର୍ବାଚନ ପୂର୍ବରୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ସୁଦ୍ଧା ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବ । ନିର୍ବାଚନ ତାରିଖ ଲାଗୁ ହେବା ସହିତ ଦେଶରେ ଆଦର୍ଶ ଆଚରଣ ବିଧି ଆଇନ୍ ମଧ୍ୟ ଲାଗୁ ହେବ । ତେବେ ଏହି ତାରିଖ ଘୋଷଣା ହେବା ପୂର୍ବରୁ ମୋଦୀ…

ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟଙ୍କ ୯୦ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପୂର୍ବତନ ମୁ୍‌ଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ…

ଆଜି ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ: ୭ଟି ପର୍ଯ୍ୟାୟରେ ହେବ ଭୋଟିଂ!

ନୂଆଦିଲ୍ଲୀ: ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ୍ । ନୂଆ ଦୁଇ ଜଣ ଅଧିକାରୀ ନିର୍ବାଚନ କମିସନ୍ ଭାବରେ ଦାୟିତ୍ୱ ନେବା ମାତ୍ରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି…

ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଲେ ପୋଲିସ ବାବୁ; ପରିସ୍ରା ପିଇବାକୁ ବାଧ୍ୟ ହେଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଭାରତର ଥାନାଗୁଡ଼ିକରେ ପୁଲିସ ହେପାଜତରେ ମୃତ୍ୟୁ ହେଉ କିମ୍ବା ଅନ୍ୟ କୌଣସି ଅଭିଯୁକ୍ତ ସହ ଖରାପ ବ୍ୟବହାର ହେଉ, ଅନେକ ସମୟରେ ମାମଲା ଚର୍ଚ୍ଚାର ବିଷୟ ପାଲଟିଥାଏ। କିନ୍ତୁ ଆମେରିକାରେ ମିସିସିପି ଥାନାରେ ଏକ…

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା, ଆଜି କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବର୍ତ୍ତନ…