
Browsing Category
ଦେଶ ବିଦେଶ
(video)ଶ୍ରୀନଗର ର୍ୟାଲିରେ ୬୪୦୦ କୋଟି ମୂଲ୍ୟର ପରିଯୋଜନାର ଶୁଭାରମ୍ଭ କଲେ ମୋଦୀ, ମହୁମାଛି ଚାଷୀଙ୍କ ସହ ସେଲ୍ଫି ନେବାକୁ ଦେଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ‘ବିକଶିତ ଭାରତ , ବିକଶିତ ଜାମ୍ମୁ କାଶ୍ମୀର’ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀଙ୍କର ଏହା…
(video)ଲାଇଭ୍ କ୍ୟାମେରାରେ ମହିଳା ରିପୋର୍ଟର ସହ ଅଶ୍ଳୀଳ ଆଚରଣ କଲା ରୋବଟ୍, ଭିଡିଓ ହେଉଛି ଭାଇରାଲ୍
ନୂଆଦିଲ୍ଲୀ: ସମୟ ବଦଳିବାରେ ଲାଗିଛି । ଆଧୁନିକ ପ୍ରଯୁକ୍ତି ବିଦ୍ୟା ବଳରେ ଆମେ ଅସମ୍ଭବକୁ ସମ୍ଭବ କରିପାରୁଛୁ । ଏହି କ୍ରମରେ ରୋବଟମାନେ ଏବେ ମାନବର ବିକଳ୍ପ ଭାବରେ କାମ କଲେଣି । କିନ୍ତୁ ବହୁ ସମୟରେ ରୋବଟ୍ ତିଆରି…
ଦେଶୀ ଘିଅକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ଯାଚିକା ଶୁଣି ବିଚାରପତି ଚକିତ
ନୂଆଦିଲ୍ଲୀ: ଆମେ ଜାଣୁ ସୁପ୍ରିମକୋର୍ଟରେ ବହୁ ବଡ ବଡ ମାମଲାର ଶୁଣାଣୀ ହୋଇଥାଏ । କିନ୍ତୁ ବହୁ ସମୟରେ ଏପରି କିଛି ମାମଲା ସୁପ୍ରିମକୋର୍ଟକୁ ଆସିଥାଏ ଯାହା ଶୁଣିବା ପରେ କେବଳ ବିଚାରପତି ନୁହଁନ୍ତି ସାଧାରଣ ଜନତା ବି…
ଆଜି ହେବ DA-DR ବୃଦ୍ଧି ଘୋଷଣା? ନିର୍ବାଚନ ପାଖେଇ ଆସୁଛି, କେନ୍ଦ୍ର ସରକାର ନେଇ ପାରନ୍ତି ବଡ଼ ନିଷ୍ପତ୍ତି- ସୂତ୍ର
ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଥରେ ନିର୍ବାଚନ ତାରିଖ ଘୋଷଣା ହୋଇଗଲା ପରେ ଦେଶରେ ନିର୍ବାଚନୀ ଆଚରଣ ସଂହିତା ଲାଗୁ ହୋଇଯିବ । ତେଣୁ ତା’ ପୂର୍ବରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ)କୁ ନେଇ ଏକ ବଡ଼…
(video)ଶ୍ରୀନଗରରେ ମୋଦୀଙ୍କ ର୍ୟାଲିକୁ ନେଇ ଅନନ୍ତନାଗର ଗାୟକ ପ୍ରସ୍ତୁତ କଲେ ସୁମଧୁର ସଙ୍ଗୀତ, ୩୭୦ ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ବଡ ଧରଣର ର୍ୟାଲିରେ ସମ୍ବୋଧନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ଶ୍ରୀନଗରର ବକ୍ସି ଷ୍ଟାଡିୟମକୁ ଜାତୀୟ…
ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ।…
ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଏବେବି ଅନେକ ଲୋକ ଫସି ରହିଥିବା ଅନୁମାନ
ନଆଦିଲ୍ଲୀ: ଗୁରୁବାର ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲା ସ୍ଥିତ ଗ୍ରେଟର ନୋଏଡାରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗୌର ସିଟି(Gaur City) ୨ର ୧୬ତମ ଏଭେନ୍ୟୁରେ ୨ଟି ଫ୍ଲାଟରେ ନିଆଁ ଲାଗିଥିଲା ।…
ଅରବିନ୍ଦ କେଜରିୱାଲଙ୍କ ଅଡ଼ୁଆ ବଢ଼ିଲା, ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଥର ସମନ ଜାରି କରିସାରିଛି ।…
ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ବିଶ୍ୱ ପ୍ରଗତିର କାରଣ ହେବ ଭାରତ : IMFର ଭବିଷ୍ୟବାଣୀ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ବୁଧବାର (ମାର୍ଚ୍ଚ ୬) ରେ ଏକ ପୂର୍ବାନୁମାନ ଜାରି କରିଛି । ଏହି ଅନୁଯାୟୀ, ସେମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୫ବର୍ଷ ମଧ୍ୟରେ ଚୀନ୍, ଆମେରିକା ଏବଂ…
ଲୋକସଭା ନିର୍ବାଚନ: ମଧ୍ୟପ୍ରଦେଶରେ ନିର୍ବାଚନ ଲଢ଼ିବ BSP, ଖୁବ ଶୀଘ୍ର ଜାରି ହେବ ପ୍ରାର୍ଥୀ ପତ୍ର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା ପରେ ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ବହୁଜନ ସମାଜ ପାର୍ଟି(BSP) ଘୋଷଣା କରିଛି । ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶର ସମସ୍ତ ୨୯ଟି ଆସନ ପାଇଁ BSP…