CHARIDHAM
Browsing Category

ଦେଶ ବିଦେଶ

ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ

ରାୟପୁର : ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ନିର୍ମମ ହତ୍ୟା । ମୃତକ ତିରୁପତି…

ମଲ୍ଲିକାର୍ଜୁନ ଖଡଗେ-ଜୟରାମ ରମେଶଙ୍କୁ ନୋଟିସ୍ ପଠାଇଲେ ନୀତୀନ ଗଡ଼କରି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି। କଂଗ୍ରେସର ଅଫିସିଆଲ ଏକ୍ସ ଆକାଉଣ୍ଟରୁ ତାଙ୍କ ବିଷୟରେ…

ଆଜି ଓଡ଼ିଶା ଗସ୍ତର ଚତୁର୍ଥ ଦିନ, ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପୀଠ ପରିଦର୍ଶନ କରିବେ ରାଷ୍ଟ୍ରପତି

ଓଡ଼ିଶା ଭାସ୍କର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ଅର୍ଥାତ ଶେଷ ଦିନ । ଆଜି ମହାମହିମଙ୍କ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମିନି ଷ୍ଟାଡ଼ିୟମରେ ମହିମା…

(Video) ସିନେ ଜଗତରୁ ବିଦାୟ ନେବେ ଖିଲାଡ଼ି ଷ୍ଟାର? ଏହି କାରଣ ପାଇଁ ଅଭିନୟ ଛାଡ଼ିପାରନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଏକ ଖରାପ ଖବର । କାରଣ ଅଭିନୟ ଛାଡିବାକୁ ଯାଉଛନ୍ତି ଖିଲାଡି କୁମାର ଅକ୍ଷୟ । ସୋସିଆଲ ମିଡିଆରେ ଏବେ ଏମିତି କିଛି କଥା ଜୋରଦାର ଚର୍ଚ୍ଚା…

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ଆଡଭାଇଜରି; କହିଲେ ଏସବୁ କଥା

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଠିରେ ରଖି ନିର୍ବାଚନ ପୂର୍ବରୁ ଜାତି, ଧର୍ମ ଓ ଭାଷା ଆଧାରରେ ଭୋଟ ମାଗିବାରୁ ଦୂରେଇ ରହିବାକୁ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଦଳ ଓ ନେତାମାନଙ୍କ…

ChatGPT ର କମ୍ପାନୀ Open AI ଏବଂ ତାର ସିଇଓ ଉପରେ କେସ କଲେ Elon Musk, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ମାର୍ଚ୍ଚ ୧ ଶୁକ୍ରବାର ଦିନ ଟେସଲା ସିଇଓ ଏଲନ୍ ମସ୍କ ଚାଟ୍ ଜିପିଟି ନିର୍ମାତା OpenAI ଏବଂ ଏହାର ସିଇଓ Sam Altmanଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ଏଲନ୍ ମସ୍କ ଅଭିଯୋଗ କରିଛନ୍ତି ଯେ,…

Lok Sabha Election: ଗୁରୁଦାସପୁରରୁ ଯୁବରାଜଙ୍କୁ, ଚଣ୍ଡିଗଡ଼ରୁ ଅକ୍ଷୟଙ୍କୁ, ସାଉଥ୍‌ରୁ ଜୟାପ୍ରଦାଙ୍କୁ ପ୍ରାର୍ଥୀ କରିପାରେ BJP

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଏକ ବଡ ତଥ୍ୟ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ଲୋକସଭା ନିର୍ବାଚନରେ ଅନେକ ସେଲିବ୍ରିଟିଙ୍କୁ ପ୍ରାର୍ଥୀ…

(Video) ବେଙ୍ଗାଲୁରୁ ବିସ୍ଫୋରଣକୁ ନେଇ ମୁହଁ ଖୋଲିଲେ CM ସିଦ୍ଧରମୈୟା, କହିଲେ-‘କେହି ଜଣେ ଅଜଣା ବ୍ୟକ୍ତି କାଫେରେ ବୋମା ବ୍ୟାଗ ରଖିଥିଲେ’

ବେଙ୍ଗାଲୁରୁ: ଶୁକ୍ରବାର ବେଙ୍ଗାଲୁରୁର ପ୍ରସିଦ୍ଧ ରମେଶ୍ୱରମ୍ କାଫେରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ 9 ଜଣ ଆହତ ହୋଇଛନ୍ତି। ଏକ ବୋମା ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ତେବେ…

ଆଶାରାମଙ୍କ ଦଣ୍ଡାଦେଶ ରଦ୍ଦ ଆବେଦନ ଉପରେ ସୁପ୍ରିମ୍ କୋର୍ଟ କହିଲେ- ଆମେ କିଛି କରିପାରିବୁ ନାହିଁ, ହାଇକୋର୍ଟ ଯାଆନ୍ତୁ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ଆଶାରାମଙ୍କୁ ଶୁକ୍ରବାର ସୁପ୍ରିମ୍ କୋର୍ଟ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଦଣ୍ଡାଦେଶ କୁ ସ୍ଥଗିତ ରଖିବା ପାଇଁ…

ଏହି ମୁସଲିମ ଦେଶରେ ଏକ୍ସପ୍ରେସ-ୱେ ନିର୍ମାଣ କରୁଛି ଭାରତ! ଜାଣନ୍ତୁ ଏହି ବିଷୟରେ..

ନୂଆଦିଲ୍ଲୀ: ଏକ ବିକଶିତ ରାଷ୍ଟ୍ର ହେବାର ପଥରେ ଭାରତ କ୍ରମାଗତ ଭାବରେ ଆଗକୁ ବଢିଚାଲିଛି। ଦେଶରେ ପ୍ରତିଦିନ ନୂଆ କାମ ଚାଲିଛି। ଦେଶର ବିକାଶରେ ସଡକ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଭାରତ ସରକାର ଜାଣିଛନ୍ତି। ଏହି କାରଣରୁ…