fbpx
Browsing Category

ଦେଶ ବିଦେଶ

Virus ! ଯଦି ଆପଣଙ୍କ ଫୋନରେ ଅଛି ଏହି ୧୨ ଟି ଆପ ତେବେ ତୁରନ୍ତ କରନ୍ତୁ ଡିଲିଟ୍, ନଚେତ

ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଅଭିଜ୍ଞତାକୁ ସୁଦୃଢ କରିବା ପାଇଁ ଲୋକମାନେ ପ୍ରତିଦିନ କିଛି ନୂଆ ଆପ୍ ଡାଉନଲୋଡ୍ କରନ୍ତି। କିନ୍ତୁ ଅନେକ ଉପଭୋକ୍ତା ଜାଣିବେ ଯେ…

କିଡ଼ନୀ ବିନା ମଣିଷ ଜୀବିତ ରହିପାରିବ କି ? ଯଦି ସମ୍ଭବ ତେବେ କେତେ ଦିନ, ଜାଣନ୍ତୁ ..

ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଏକ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଜଣେ ନକଲି ଡାକ୍ତର ଜଣେ ମହିଳା ରୋଗୀର କିଡନୀ ବାହାର କରି ପଳାଇ ଯାଇଥିଲେ। ରୋଗୀ ସୁନୀତା ଗତ ଚାରିମାସ ଧରି କିଡନୀ ବିନା ଜୀବନ…

ଚୀନ୍ ଉପରେ ବଡ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହେଉଛନ୍ତି ସରକାର: ୧୩୮ ବେଟିଂ ଆପ୍‌, ୯୪ ଲୋନ୍ ଆପ୍ ଉପରେ ଲାଗିବ ପ୍ରତିବନ୍ଧକ

ନୁଆଦିଲ୍ଲୀ: ଚୀନ୍ ଉପରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପୁଣି ଥରେ ପ୍ରସ୍ତୁତ ହେଉଛନ୍ତି। ସୂଚନାନୁସାରେ, ସରକାର ଅନେକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୨୩ ବର୍ଷରେ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଦେହାନ୍ତ, ଦୁବାଇ ଡାକ୍ତରଖାନାରେ ହେଇଥିଲେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଏହି ଖବରକୁ ସୂତ୍ରରୁ ପ୍ରକାଶ କରିଛି। ମୁଶରଫ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ଦୁବାଇର ଏକ…

ପଶୁ ହତ୍ୟା ଏବଂ ମାଂସ ବିକ୍ରୟ ଉପରେ ଲାଗିଲା ଲଗାମ, ବଜାରରେ ଆଉ ମିଳିବ ନାହିଁ ମାଂସ!

ବେଙ୍ଗାଲୁରୁ:ମିଳିବ ନାହିଁ ମାଂସ। ବେଙ୍ଗାଲୁରୁରେ ଥିବା ସର୍ବସାଧାରଣ ବିଜ୍ଞପ୍ତିରେ BBMP କହିଛି ଯେ, ୟେଲାହାନ୍କା ବାୟୁସେନା ଷ୍ଟେସନର ୧୦ କିଲୋମିଟର ପରିସର ମଧ୍ୟରେ ଅଣ ଶାକାହାରୀ ଖାଦ୍ୟ ସାମଗ୍ରୀର ସେବା ଏବଂ ବିକ୍ରୟ…

୨୯ ଜାଲ୍ କମ୍ପାନୀ ଜରିଆରେ ଷ୍ଟକ୍ ଠକେଇ, ୧୦ଦିନରେ ୧୧୮ବିଲିୟନ ଡଲାର ହରାଇଲାଣି ଆଦାନି ଗ୍ରୁପ୍‌

ନୁଆଦିଲ୍ଲୀ: ଆମେରିକାର ରିସର୍ଚ୍ଚ କମ୍ପାନୀ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ ଦୋହଲି ଯାଇଛି। ଏହି ପ୍ରସଙ୍ଗରେ ଏବେ ଭାରତୀୟ ସେୟାର ବଜାର ଏବଂ…

ଚାଇନା ବେଲୁନ କୁ ଖସେଇଲା ଆମେରିକା, ଏହା ଉପରେ ଚାଇନାର ପ୍ରତିକ୍ରିୟା “Clearly Overreacting”

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଆମେରିକାରେ ଦେଖାଯାଇଥିବା ଚୀନ୍‌ର ଗୁପ୍ତଚର ବେଲୁନ୍‌କୁ ଆଜି ଗୁଳି କରି ଖସେଇ ଦିଆଯାଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟ କରାଯାଇଛି । ଏହି ବେଲୁନ୍ କୁ…

‘ଏଠି ଜନତା ହେଉଛନ୍ତି ମାଲିକ, ଆମେ କାହାକୁ ଚେତାବନୀ ଦେବା ପୂର୍ବରୁ ଭାବିବା ଆବଶ୍ୟକ’ ସୁପ୍ରିମକୋର୍ଟ ଉପରେ ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ:ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷରୁ ବିଭିନ୍ନ ବିବୃତ୍ତିକୁ ନେଇର ମତଭେଦ ଦେଖାଯାଉଛି। ଏହି ସମୟରେ ସୁପ୍ରିମକୋର୍ଟଙ୍କ ସମ୍ପର୍କରେ ଆଇନ…

ଭାରତର ସୁପ୍ରିମକୋର୍ଟର ହେଉଛି ବିଶ୍ୱର ସବୁଠୁ ବ୍ୟସ୍ତବହୁଳ କୋଟ

ନୂଆଦିଲ୍ଲୀ: ସିଙ୍ଗାପୁରର ପ୍ରଧାନ ବିଚାରପତି ସୁନ୍ଦରେଶ ମେନନ୍ କହିଛନ୍ତି ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ କୋର୍ଟ । ଏହାଯୋଗୁଁ ବହୁମାତ୍ରାରେ କେସ୍ ପଡ଼ିରହିଛି । ମେନନ୍ ଶନିବାର…

ଏକ ବର୍ଷ ପାଇଁ ଆକ୍ଟିଭ୍ ରହିବ ଆପଣଙ୍କ SIM କାର୍ଡ: ମିଳୁଛି ଅନଲିମିଟେଡ୍ କଲିଂ ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଲୋକଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ନୂଆ ନୂଆ ଅଫର୍ ସବୁ ଲଞ୍ଚ…