Browsing Category

ଦେଶ ବିଦେଶ

୩ରୁ ଅଧିକ ପିଲା ଥିବା ମହିଳାଙ୍କୁ ମିଳିବନି ସରକାରୀ ସହାୟତା: ବଡ଼ ଘୋଷଣା କଲେ ଏହି ସରକାର

ନୂଆଦିଲ୍ଲୀ: କଂଗ୍ରେସ ଏବଂ ମୁସଲଙ୍କୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସେ ଏକ ନୂଆ…

୧ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା: ଟେକନିକାଲ ଆସିଷ୍ଟାଣ୍ଟ ପଦରେ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭଲ ଚାକିରିଟିଏ ନ ମିଳିବାରୁ ଦେଶରେ ବେରୋଜଗାରୀ ସମସ୍ୟା ବଢିବାରେ ଲାଗିଛି । ଅନେକ ପିଲା ଏକାଧିକ ଡିଗ୍ରୀ ପାଇବା ପରେ ମଧ୍ୟ ସନ୍ତୋଷଜନକ ରୋଜଗାର ସଂସ୍ଥା ପାଉନାହାନ୍ତି । ତେବେ…

ପ୍ରକୃତ ପ୍ରେମକୁ ଆଇନର କଠୋରତା ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ନାହିଁ : ହାଇକୋର୍ଟ

ନୂଆଦିଲ୍ଲୀ: ୨୦୧୫ ମସିହାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଅପହରଣ ଓ ବଳାତ୍କାର ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କିଶୋରମାନଙ୍କ ମଧ୍ୟରେ 'ପ୍ରକୃତ…

Houthi ବିଦ୍ରୋଦୀଙ୍କ ବିରୋଧରେ ଆମେରିକା ଓ ବ୍ରିଟେନର ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ବିଶ୍ୱରେ ରୁଷ- ୟୁକ୍ରେନ୍ ଏବଂ ଇସରାଏଲ- ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏହି ଯୁଦ୍ଧରେ ଅନେକ ଧନ ଜୀବନ ହାନି ହୋଇଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।…

ଜାନୁୟାରୀ ୨୬ ପରେଡରେ ନାରୀଶକ୍ତିକୁ ମିଳିବ ଅଗ୍ରାଧିକାର: CAPF ମାର୍ଚିଙ୍ଗ ସହ ଏହି ଦାୟିତ୍ୱ ନେବେ ମହିଳା

ନୂଆଦିଲ୍ଲୀ: ଜାନୁୟାରୀ ୨୬, ଗଣତନ୍ତ୍ର ଦିବସ ପାଇଁ ଦେଶରେ ବର୍ତ୍ତମାନ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ତେବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଏହି ଉତ୍ସବ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି…

ମମତା ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଘରେ ଇଡ଼ି ରେଡ୍‌

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାରଙ୍କ ଚିନ୍ତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନଗର ନିଗମ ନିଯୁକ୍ତି ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି । ଆଜି ସକାଳୁ…

ସ୍କୁଲରେ ଏବେ କ୍ରିମ୍, ପାଉଡର, ନେଲପଲିସ୍ ଓ ମିନିସ୍କର୍ଟ ବ୍ୟାନ୍: ଛାତ୍ରୀମାନଙ୍କୁ କାହିଁକି ବାନ୍ଧିବାକୁ ପଡ଼ିବ ୨ ପଟ ଚୁଟି ?

କଂଗ୍ରେସ ସରକାର ହିମାଚଳ ପ୍ରଦେଶର ସରକାରୀ ବିଦ୍ୟାଳୟଗୁଡ଼ିକର ନୂଆ ଏକାଡେମିକ୍ ଅଧିବେଶନ ପାଇଁ ଡ୍ରେସ୍ କୋଡ୍ ସ୍ଥିର କରିଛନ୍ତି । ନୂଆ ଆଦେଶ ଅନୁଯାୟୀ, ବର୍ତ୍ତମାନ ଛାତ୍ରୀମାନେ ମିନି ସ୍କର୍ଟ ପିନ୍ଧି ସ୍କୁଲକୁ ଆସିବେ…

୧୮ ହଜାର କୋଟିରେ ପ୍ରସ୍ତୁତ ‘ଅଟଳ ସେତୁ’: ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଉଦଘାଟନ

ମୁମ୍ବାଇ: ଆଜି ଲୋକାର୍ପିତ ହେବାକୁ ଯାଉଛି ଭାରତର ସର୍ବବୃହତ ସାମୁଦ୍ରିକ ସେତୁ । ୨୨ କିଲୋମିଟର ଦୂରତାର ଏହି ‘ଅଟଳ ସେତୁ’କୁ ଆଜି ଦେଶବାସୀଙ୍କ ପାଇଁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜ…

ଆପଲକୁ ପଛରେ ପକାଇଲା ମାଇକ୍ରୋସଫ୍ଟ; ୧୦ ବର୍ଷରେ ବଢ଼ିଛି ୩୧ ଗୁଣ କାରବାର

ନୂଆଦିଲ୍ଲୀ: ଆପଲକୁ ପଛରେ ପକାଇ ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ଭାବେ ପରିଗଣିତ ହୋଇଛି। ଓ୍ଵାଶିଂଟନସ୍ଥିତ ମାଇକ୍ରୋସଫ୍ଟ ରେଡମଣ୍ଡର ସେୟାର ୧.୬% ବୃଦ୍ଧି ପାଇଥିଲା, ଯାହା ଫଳରେ ଏହାର ବଜାର ମୂଲ୍ୟ ୨.୮୭୫…

UN ପକ୍ଷରୁ ଘୋଷଣା: ଭାରତର ଶତ୍ରୁ ଆତଙ୍କବାଦୀ ହାଫିଜ ଅବଦୁଲ ସଲାମର ମୃତ୍ୟୁ, ୨୬/୧୧ ମୁମ୍ବାଇ ଆକ୍ରମଣକାରୀଙ୍କୁ ଦେଇଥିଲା ଟ୍ରେନିଂ

ନୂଆଦିଲ୍ଲୀ: ପୁଣି ଭାରତର ଆଉ ଏକ ଶତ୍ରୁ ନିପାତ ହୋଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଡେପୁଟିର ମୃତ୍ୟୁ ଘଟିଛି । ଲସ୍କର-ଇ-ତୋଏବା (ଏଲଇଟି) ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟାଭିର ମୃତ୍ୟୁ…