fbpx
Browsing Category

ଦେଶ ବିଦେଶ

ଅନୁଷ୍କା ଶର୍ମା ବମ୍ବେ ହାଇକୋର୍ଟରେ ଦାଖଲ କଲେ ଏହି ପିଟିସନ, ୬ଫେବୃଆରୀରେ ହେବ ଶୁଣାଣି

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ସେଲ୍ସ-ଟ୍ୟାକ୍ସ ବିଭାଗ ୨୦୧୨-୧୩ ଏବଂ ୨୦୧୩-୧୪ ମସିହାର ଦେୟ ଟ୍ୟାକ୍ସର…

ଡିସେମ୍ବର ମାସରେ ୫.୭%କୁ ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ପିତି, ଖାଦ୍ୟ ସାମଗ୍ରୀ ଦରଦାମ୍‌ରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଖୁଚୁରା ମୁଦ୍ରାସ୍ପିତି ଡିସେମ୍ବର ମାସରେ ପୁଣି ହ୍ରାସ ପାଇଛି । ଗତମାସରେ ଖୁଚୁରା ମୁଦ୍ରାସ୍ପିତି ୫.୭୨% କୁ ହ୍ରାସ ପାଇଥିଲା, ଯାହା ନଭେମ୍ବରରେ ୫.୮୮% ଥିଲା । ଏନେଇ ଜାତୀୟ ପରିସଂଖ୍ୟାନ…

Video: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ରୋଡ୍ ସୋ ସମୟରେ ଫୁଲ ମାଳ ଧରି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲେ ବ୍ୟକ୍ତି

ନୁଆଦିଲ୍ଲୀ: କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ହୁବଲିଠାରେ ରୋଡ୍ ସୋ ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଯାଇଥିଲା…

ସରକାର ନେଲେ ବଡ଼ ପଦକ୍ଷେପ! ପ୍ରତିମାସରେ ଦେବେ ୩୫କିଲୋ ମାଗଣା ରାସନ

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ଏକୀକୃତ ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ନାମ ଦେଇଛନ୍ତି । ଏହାଦ୍ୱାରା ୧ଜାନୁଆରୀରୁ ୮୦ କୋଟିରୁ ଅଧିକ ଗରିବ ଲୋକଙ୍କୁ ମାଗଣାରେ ଏହି ଖାଦ୍ୟ…

ସୋସିଆଲ ମିଡ଼ିଆ ପାଇଁ ଶିଶୁଙ୍କ ମସ୍ତିଷ୍କର ଆକାର ଛୋଟ ହୋଇ ଯାଉଛି: ବ୍ରେନର ବିକାଶ ହେଉନି, ବଢ଼ୁଛି ଚାପ ସମସ୍ୟା, ନୂଆ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ପ୍ରାଧାନ୍ୟ ଆମ ସମାଜରେ ବଢ଼ିବାରେ ଲାଗିଛି । ଫଳରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ଏହି ମାୟାରେ ବାୟା ହେବାରେ ଲାଗିଛନ୍ତି । ସୋସିଆଲ ମିଡ଼ିଆର ନକାରାତ୍ମକ…

Amazon, Flipkart ଏବଂ Snapdeal ବିରୋଧରେ କେନ୍ଦ୍ରର ବଡ କାର୍ଯ୍ୟାନୁଷ୍ଠାନ!ଜାରି କରାଗଲା ବିଜ୍ଞପ୍ତି

ନୂଆଦିଲ୍ଲୀ:ଗୁଣବତ୍ତା ଚିହ୍ନ ବିନା ସାମଗ୍ରୀ ବିକ୍ରୟ ପାଇଁ ବିଏସ୍ ହାମଲେସ୍ ଏବଂ ଆର୍ଚିଜ ସମେତ ଖୁଚୁରା ଷ୍ଟୋର୍ଗୁଡିକରୁ ସାରା ଦେଶରେ ୧୮,୬୦୦ ଖେଳନା ଜବତ କରିଛି। ଉପଭୋକ୍ତା ସୁରକ୍ଷା ନିୟନ୍ତ୍ରକ ସିସିପିଏ ପରି…

ମାସିକ ମିଳିବ ବୋନସ ରିୱାର୍ଡ, ଆପ୍ଲାଏ କରିବା ପୂର୍ବରୁ ଜାଣନ୍ତୁ ଫିଚର

ନୂଆଦିଲ୍ଲୀ: ଆପଣ ନିଜର କ୍ରେଡିଟ କାର୍ଡ ବ୍ୟବହାର କରି ମାସିକ ବୋନୋସ ରିୱାର୍ଡ଼ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଷ୍ଟାଣ୍ଡାର୍ଡ଼ ଚାଟାର୍ଡ଼ ରିୱାର୍ଡ଼ କ୍ରେଡ଼ିଟ କାର୍ଡ଼ ଏଥିପାଇଁ ସାହାଯ୍ୟ କରିବ । ଏହି କାର୍ଡ଼କୁ…

ବନ୍ଦ ପଡିଥିବା SIM ଆଣିପାରେ ଆପଣଙ୍କ ପାଇଁ ବଡ଼ ବିପଦ, କରନ୍ତୁ ନାହିଁ ଏହି ଭୁଲ

ନୂଆଦିଲ୍ଲୀ: ଆମେ ଘରେ ବହୁ ଅଦକାରୀ ସାମଗ୍ରୀ ରଖିଥାଉ । ଏଭଳି ବହୁ ଜିନିଷ ଅଛି ଯାହାର ବ୍ୟବହାର କିଛି ନଥିବ କିନ୍ତୁ ଆମେ ତାକୁ ଆମ ପାଖରେ ରଖିଥାଉ । ସେହିଭଳି ଏକ ସାମଗ୍ରୀ ହେଉଛି ସିମକାର୍ଡ । ବହୁ ଲୋକ ଅଛନ୍ତି…

ମହିଳା ଜଣକଙ୍କୁ ୮୩ ଦିନ ହେଲା ଋତୁସ୍ରାବ, ବିଶ୍ୱାସ କରିପାରିଲେନି ଡ଼ାକ୍ତର

ନୂଆଦିଲ୍ଲୀ: ପ୍ରତିମାସରେ ମହିଳାଙ୍କ ପାଇଁ ଋତୁସ୍ରାବ ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ । ସାଧାରଣତଃ ମହିଳା ମାନଙ୍କ ଋତୁସ୍ରାବ ୨ ରୁ ୭ଦିନ ପର୍ଯ୍ୟନ୍ତ ହୋଇଥାଏ । ହେଲେ ଏପରି ଜଣେ ମହିଳାଙ୍କୁ ଏହି ରକ୍ତସ୍ରାବ ୩ମାସ…

Video: ରାମ ଦୋଳିରେ ଝୁଲି ଏପରି ଷ୍ଟଣ୍ଟ କଲେ ଯୁବକ, ଲୋକଙ୍କର ଉଡ଼ିଲା ହୋସ୍

ସମଗ୍ର ବିଶ୍ୱରେ ଅନେକ ପ୍ରକାରର ପାଗଳ ଲୋକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଯାଏ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଖାସ୍ କରି ଆଜିକାଲି ନିଜକୁ ଭାଇରାଲ କରିବା ପାଇଁ ଲୋକେ ନିଜ ଜୀବନକୁ…