fbpx
Browsing Category

ଦେଶ ବିଦେଶ

୨୦୨୩ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନୂତନ ସଂସଦ ଗୃହରେ ଅନୁଷ୍ଠିତ ହେବ!

ନୂଆଦିଲ୍ଲୀ: ନବନିର୍ମିତ ସଂସଦ ଗୃହର ଉଦଘାଟନ ପ୍ରାୟ ଆସନ୍ତା ବର୍ଷ ମାର୍ଚ୍ଚରେ ହୋଇପାରେ । ଅଧିକାରୀମାନେ କହିଛନ୍ତି ଯେ, ନୂତନ ଗୃହର କାର୍ଯ୍ୟ ଫେବୃଆରୀ ମାସରେ ଶେଷ ହୋପାରେ । ଆଗାମୀ ବର୍ଷ ବଜେଟ୍ ଅଧିବେସନର ଦ୍ୱିତୀୟ…

୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ହେବେ PM ଚେହେରା: କମଲନାଥଙ୍କ ବୟାନକୁ ନେଇ ରାଜନୀତି ହଲଚଲ୍

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପରିସ୍ଥିତି ସେତିକି ଉଷ୍ମ ହେବାରେ ଲାଗିଛି । ତେବେ ଗୋଟିଏ ପଟେ ପିଏମ୍ ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା…

କଂଗ୍ରେସକୁ ଫେରିବେ ଗୁଲାମ ନବୀ ଆଜାଦ! ରାହୁଲଙ୍କ ଗାନ୍ଧୀଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇ ଛାଡ଼ିଥିଲେ ଦଳ

ନୁଆଦିଲ୍ଲୀ: କଂଗ୍ରସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇ ଦଳ ଛାଡ଼ିଥିବ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ଥରେ ପାର୍ଟିକୁ ଫେରିପାରନ୍ତି । ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ…

ଜନତାଙ୍କୁ ନୂଆବର୍ଷ ଗିଫ୍ଟ ଦେଲେ ମୋଦୀ: ଗ୍ରାହକଙ୍କ ପକେଟକୁ ଆସିବ ଅଧିକ ଅର୍ଥ

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ପରେ ନୂଆବର୍ଷ ୨୦୨୩ ପାଦ ଥାପିବ । ତେବେ ନୂଆ ବର୍ଷ ପାଇଁ ଦେଶବାସୀ ଅନେକ ନୂଆ ନୂଆ ପ୍ଲାନିଂରେ ବ୍ୟସ୍ତ ରହିଥିବା ବେଳେ ଏହି ସମୟରେ ଏକ ଖୁସି ଖବର ଆସିଛି । ପ୍ରଧାନମନ୍ତ୍ରୀ…

ମାଆଙ୍କୁ ହରାଇ କାନ୍ଦୁଛି ଭାରତ: ମୋଦୀଙ୍କ ପରିବାରରେ ଆଉ କିଏ ସବୁ ଅଛନ୍ତି: ଭାଇଭଉଣୀ କେଉଁଠି, କ’ଣ କରୁଛନ୍ତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ୧୦୦ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ଗୁଜରାଟର ଅହମ୍ମଦାବାଦର ଏକ ହସ୍ପିଟାଲରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ ବୁଧବାର ଦିନ…

ଉଜବେକିସ୍ତାନରେ କାଶ ସିରପ ଖାଇ ଶିଶୁଙ୍କ ମୃତ୍ୟୁ ମାମଲା: କମ୍ପାନୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଳାୟ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କାଶ ସିରପ ଖାଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ତୀକ୍ଷ୍ଣ ନଜର ରଖିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ…

ଗଙ୍ଗା ନଦୀରେ ଯାତ୍ରା କରୁଥିଲେ ୧୫ ବ୍ୟକ୍ତି: ଅଚାନକ ଓଲଟିଲା ଡଙ୍ଗା, ଅନେକ ନିଖୋଜ

ନୂଆଦିଲ୍ଲୀ: ଆଜିକାଲି ରାସ୍ତାଘାଟରେ ଯାତାୟାତ କରିବା ଯେତିକି ବିପଜ୍ଜନକ ଜଳପଥ ମଧ୍ୟ ସେତିକି ଅସୁରକ୍ଷିତ । ଅନେକ ସମୟରେ ଡଙ୍ଗାରେ ଯାତ୍ରା କରୁଥିବା ସମୟରେ ଡଙ୍ଗା ଓଲଟି ପଡ଼ିବା ଯୋଗୁଁ ଅନେକ ଲୋକଙ୍କ ଜୀବନ ହାନୀ…

Year Ender 2022: ଚଳିତ ବର୍ଷ ୧୧୫ ଏନକାଉଣ୍ଟର, ମରିଛନ୍ତି ୧୮୦ ଆତଙ୍କବାଦୀ, ୧୩୦ ଗିରଫ

ନୂଆଦିଲ୍ଲୀ: ଚଳିତ ବର୍ଷ ୩୬୫ ଦିନରେ ୧୧୫ଟି ଏନକାଉଣ୍ଟର ହୋଇଛି । ସେଥିରେ ୧୮୦ ଜଣ ଆତଙ୍କବାଦୀ ମରିଥିବା ବେଳେ ୩୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରିବା ଅଭିଯୋଗରେ ୧୩୦ରୁ…

Video: ସାମ୍ନାକୁ ଆସିଲା ଋଷଭ ପନ୍ତଙ୍କ କାର ଦୁର୍ଘଟଣାର ସମୟର ସିସିଟିଭି ଫୁଟେଜ, ଦେଖନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତ କ୍ରିକେଟ୍ ଜଗତକୁ ସ୍ତବ୍ଧ କରି ଦେଇଛି। ଦୁର୍ଘଟଣା ପରେ ପନ୍ତଙ୍କ ଫଟୋ ଏବଂ ତାଙ୍କର ଜଳିଯାଇଥିବା କାର୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ…

QR କୋଡ ସ୍କାନ କରି ପେମେଣ୍ଟ କରୁଛନ୍ତି କି? ଗୋଟେ ଛୋଟ ଭୁଲରୁ ହୋଇପାରେ ଆକାଉଣ୍ଟ ଖାଲି

ନୂଆଦିଲ୍ଲୀ: ସ୍କାମର୍ସମାନେ ଲୋକଙ୍କୁ ଠକିବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ହ୍ୱାଟ୍ସଆପରେ ଲିଂକ ପଠାଇ ତ କେତେବେଳେ ୫ଜି ଅପଡ଼େଟ ନାମରେ ଲୋକଙ୍କ ଠାରୁ ଲୁଟ କରୁଛନ୍ତି । ଏହି ପ୍ରକାର ପ୍ରଡ୍ ରେ…