Browsing Category

ଦେଶ ବିଦେଶ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ସର୍ଭିସ ଡାଉନ୍: ଆଉଟେଜ୍ ନେଇ ଅଭିଯୋଗ କଲେ ଅନେକ ୟୁଜର୍ସ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’କୁ ନେଇ ପୁଣି ଆସିଛି ଏକ ବଡ଼ ଖବର । ପୁଣି ଥରେ ଏକ୍ସ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଛି । ଏହି ପ୍ଲାଟଫର୍ମରେ ସର୍ଭିସ ଡାଉନ୍ ହୋଇଥିବା ଜଣାପଡ଼ିଛି । ଏନେଇ ବିଶ୍ୱସ୍ତରରେ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପୋନମୁଡିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସଜା ଶୁଣାଇଛନ୍ତି । କେବଳ ଏତିକି ନୁହେଁ କୋର୍ଟ ପୋନମୁଡିଙ୍କ ସହିତ ତାଙ୍କ…

ବିହାରରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ଼ ରାମମନ୍ଦିର: ଅଯୋଧ୍ୟା ମନ୍ଦିର ସହିତ କ’ଣ ରହିଛି ସମ୍ପର୍କ

ଭଗବାନ ଶ୍ରୀ ରାମ ଏବଂ ତ୍ରେତୟା ଯୁଗରେ ତାଙ୍କର ପ୍ରିୟ ଭକ୍ତମାନଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଥିଲା । ତେବେ ବର୍ତ୍ତମାନ ସେହି ପରି ସମ୍ପର୍କ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଏବଂ ବିହାରର ପାଟନାରେ ସ୍ଥିତ…

ASI ସର୍ଭେରୁ ବଡ଼ ଖୁଲାସା: ଜ୍ଞାନବାପୀ ମସଜିଦ ହେଉଛି ଏକ ମନ୍ଦିରର ଅଂଶ, ମିଳିଲା ଚିତ୍ରକଳାର ପ୍ରମାଣ- ସୂତ୍ର

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜ୍ଞାନବାପୀ ଏକ ମନ୍ଦିରର ଅଂଶ ବୋଲି ସ୍ପଷ୍ଟ ସଚିତ୍ର ପ୍ରମାଣ ରହିଥିବା ଏକ ସୂତ୍ରରୁ…

‘ଦେଶ ପାଇଁ ଦାନ’ ନାମରେ ଲୋକଙ୍କୁ ଚାନ୍ଦା ମାଗୁଛି କଂଗ୍ରେସ: ୪୮ ଘଣ୍ଟାରେ ମିଳିଲାଣି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ: ‘ଦେଶ ପାଇଁ ଦାନ’ ନାମରେ କଂଗ୍ରେସ ପକ୍ଷରୁ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ କାର୍ୟ୍ୟକ୍ରମ ଜାରି ରହିଛି । ଡିସେମ୍ବର ୧୮ରୁ ଏହି ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ଆଜକୁ ତାହା ୪୮…

ଏଣିକି GPS ଆଧାରରେ ସଂଗ୍ରହ ହେବ ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଆସନ୍ତା ବଷର୍ୟରୁ ଟୋଲ ବ୍ୟବସ୍ଥାକୁ ଜିପିଏସ୍ ଆଧାରିତ କରାଯିବା ନେଇ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ବୁଧବାର ସୂଚନା ଦେଇଛନ୍ତି । ଏହି ନୂତନ ଜିପିଏସ୍ ବ୍ୟବସ୍ଥାରେ ପ୍ରତି କିଲୋମିଟର…

ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ନୂଆ ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ପୂର୍ବତନ DSPଙ୍କ ପୁଅଙ୍କ ନାମ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାକୁ ଏହା ମଧ୍ୟରେ ଏକ ସପ୍ତାହ ପୂରି ଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଲୋକସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ମଧ୍ୟକୁ ଦୁଇଜଣ ଅଜ୍ଞାତ…

IMF ଦେଲା ଚେତାବନୀ: ଭାରତର ଋଣ ଭାର ୨୦୫ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତ ସାରା ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି । ତେବେ ଗୋଟିଏ ପଟେ ଦେଶର ଅର୍ଥନୀତି ଆଗକୁ ବଢ଼ୁ୍ଥିବା ବେଳେ ଅନ୍ୟପଟେ ଦେଶର ଋଣ ଭାର ମଧ୍ୟ…

ଅଜବ ଘଟଣା! ସାରା ବିଶ୍ୱ ବୁଲିବା ପରେ ନିଜେ ତିଆରି କଲେ ଏଭଳି ଏକ ନୂଆ ଦେଶ: ଜାଣନ୍ତୁ କ’ଣ ରହିଛି କାରଣ

ବୁଲିବା ପାଇଁ ଲୋକମାନେ ପ୍ରତିଥର ଅଲଗା ଏବଂ ନୂଆ ଜାଗା ଖୋଜିଥାନ୍ତି । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ବୁଲିବା ପାଇଁ କୌଣସି ଦେଶ ବାକି ନରହିବାରୁ ସେ ନିଜର ଏକ ଦେଶ ତିଆରି କରି ଦେଇଛନ୍ତି । ଏହି…

କରୋନା ବଢ଼ିଲା, ମାସ୍କ ଫେରିଲା: ୬ଟି ରାଜ୍ୟରେ ନୂଆ ସବ୍ ଭାରିଆଣ୍ଟ JN.1୧ର ସଂକ୍ରମଣ ବୃଦ୍ଧି ପରେ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଦେଶର କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଗୋଆ, କେରଳ, ମହାରାଷ୍ଟ୍ର ଆଦି ରାଜ୍ୟରେ କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ…