Browsing Category

ଦେଶ ବିଦେଶ

ଶଶୁରଘରେ ଶୌଚାଳୟ ନଥିବାରୁ ଝିଅକୁ ଛାଡ଼ପତ୍ର ଦେବାକୁ କହିଲା ଜ୍ୱାଇଁ 

ନାଳନ୍ଦା: ନାଳନ୍ଦା ଜିଲ୍ଲାର ତେଲମାର ଗାଁରେ ଦେଖିବାକୁ ମିଳିଥିଲା ଫିଲ୍ମ 'ଟଏଲେଟ୍ ଏକ ପ୍ରେମ କଥା'ର ଝଲକ। ଶଶୁରଘରେ ଶୌଚାଳୟ ନଥିବା ବେଳେ ୨ ବର୍ଷ ହେଲା ଆସିନାହାନ୍ତି ଜ୍ୱାଇଁ। ମାମଲା ଏତେ ବଢିଯାଇଛି ଯେ…

ବ୍ୟାଙ୍କମାନଙ୍କୁ ଟାଇଟ୍ କଲା RBI, ପୁରୁଣା ଋଣ ପରିଶୋଧ କରିବାକୁ ଦେଉଥିଲେ ନୂଆ ଲୋନ

ନୂଆଦିଲ୍ଲୀ: ବିକଳ୍ପ ନିବେଶ ପାଣ୍ଠି ମାଧ୍ୟମରେ ପୁରୁଣା ଋଣ ପରିଶୋଧ କରିବାକୁ ନୂତନ ଋଣ ଗ୍ରହଣ କରିବାର ବ୍ୟବସ୍ଥାକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ ନିଷ୍ପତ୍ତି ନେଇଛି। ଆରବିଆଇ ବ୍ୟାଙ୍କ, ଅଣ…

ରାଉରକେଲାରେ ଝାଡ଼ାବାନ୍ତି: ୬ ନୁହେଁ ୧୩ ଜଣଙ୍କ ମୃତ୍ୟୁ!, କେନ୍ଦ୍ରକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ କେନ୍ଦ୍ରକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉଲକେଲାକୁ ତୁରନ୍ତ କେନ୍ଦ୍ରୀୟ ସହାୟତା ମିଳୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦାବି…

ଲୋକସଭାରେ ପାସ୍‌ ହେଲା ନୂଆ କ୍ରାଇମ ବିଲ୍‌; ଭିଡ଼ ହିଂସାକାରୀଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଲୋକସଭାରେ ପାସ୍‌ ହେଲା ନୂଆ କ୍ରାଇମ ବିଲ୍‌ । ଭାରତୀୟ ନ୍ୟାୟ ସଂହିତା ବିଲ୍‌ ଲୋକସଭାରେ ପାସ୍‌ । ସମସ୍ତ ୩ଟି ସଂଶୋଧିତ ବିଲ୍‌ ଲୋକସଭାରେ ପାସ୍‌ । ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର…

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତର ସଡକ ଭିତ୍ତିଭୂମି ଆମେରିକା ସହିତ ସମାନ ହେବ: ଗଡକରୀ

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମେରିକା ସହିତ ନିଜ ସଡକର ଭିତ୍ତିଭୂମି ସମାନ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ସେ କହିଛନ୍ତି ଯେ, ଏକ…

ଉପରାଷ୍ଟ୍ରପତିଙ୍କ ମିମିକ୍ରି ଏବଂ ସାଂସଦଙ୍କ ବହିଷ୍କାରକୁ ନେଇ ମୁହଁ ଖୋଲିଲେ ରାହୁଲ ଗାନ୍ଧୀ, କହିଲେ-‘ମୋ ଫୋନରେ ଭିଡିଓ ଅଛି’, ହେଲେ..

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ୱାରା ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମିମିକ୍ରିକୁ ନେଇ ବିବାଦ ଜାରି ରହିଛି। ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ…

‘ଅହଂକାରୀ ଗଠବନ୍ଧନର ପ୍ରତ୍ୟେକ ସଦସ୍ୟ ବୈଠକରେ ପ୍ରଧାନମନ୍ତ୍ରୀ ହୋଇପାରିବେ’; କେଶବ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ଆଲାଏନ୍ସ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମମତା ବାନାର୍ଜୀଙ୍କ ଏହି…

ଗଜବ ପ୍ରେମ କାହାଣୀ! ପ୍ରଥମେ ଝିଅ ଜଣଙ୍କ ସହ ଫେରାର ହେବା ନେଇ ଥାନାରେ ଅଭିଯୋଗ କଲେ ବାପା, ଏହାର କିଛି ଦିନ ପରେ..

ବରେଲି: ଉତ୍ତରପ୍ରଦେଶର ବରେଲିରେ ପ୍ରେମ ସମ୍ପର୍କର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକା କିଛି ଦିନ ପୂର୍ବରୁ ନିଜ ପ୍ରେମିକ ସହିତ ପଳାୟନ କରିଥିଲେ। ବାପାଙ୍କ ଅଭିଯୋଗ ପରେ ପୋଲିସ ଝିଅ…

NASA ଶେୟାର କଲା ୟୁରେନ୍ସର ଅଦ୍ଭୁତ ରୂପ: ଦେଖିବାକୁ ମିଳିଲା ଗ୍ରହର ଉଜ୍ଜ୍ୱଳ ଚେହେରା

ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସା ଏକ ଅଦ୍ଭୁତ ଉଜ୍ଜ୍ୱଳ ଗ୍ରହର ଫଟୋ ସେୟାର କରିଛି । ଏଥିରେ ଗ୍ରହର ୪ଟି ଉଜ୍ଜ୍ୱଳ ‘ମ୍ୟାଜିକାଲ’ ବଳୟ ଦେଖିବାକୁ ମିଳିଛି । ଏହି ଫଟୋଟି ସୌର ଜଗତର ସପ୍ତମ ଗ୍ରହ ‘ୟୁରେନ୍ସ’ର…

(video)‘ହ୍ୟାଲୋ ମୁଁ କରୋନା ଭାଇରସ୍ କହୁଛି..’ ଏପରି କହି କରୋନାର ମିମିକ୍ରୀ କଲେ ଡାକ୍ତର, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ:ଦେଶରେ ପୁଣି ଥରେ କରୋନା କେସ୍ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ନୂଆ ସବ ଭାରିଆଣ୍ଟ JN.1 କାରଣରୁ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଜଣେ…