
Browsing Category
ଦେଶ ବିଦେଶ
ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ଘୋଷଣା: ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେଲେ ମୋଦୀ
ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିପାବଳୀ ଉପହାର ଦେଇଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ପୂର୍ବରୁ…
AUS vs PAK: ସଙ୍କଟରେ ପାକିସ୍ତାନ ଖେଳାଳି, ପ୍ଲେଇଂ-୧୧ରେ ପ୍ରବେଶ କରିବା ସମ୍ଭବ ନୁହେଁ !
ଓଡ଼ିଶା ଭାସ୍କର: ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ। ଅକ୍ଟୋବର ୨୦ରେ ବେଙ୍ଗାଲୁରୁରେ ଏହି ମ୍ୟାଚ୍ ଖେଳାଯିବାର ଅଛି। ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟ ବଡ଼…
Video : କୁକୁରର ଦୁଃସାହାସିକ କାର୍ଯ୍ୟ, ୫ ମହଲାରୁ ଡେଇଁ ଦେଖାଇଲା କରାମତି
ନୂଆଦିଲ୍ଲୀ : ଆପଣ ମାନେ ଫିଲ୍ମରେ ଦେଖିଥିବେ ହୀରୋ ଏକ ଉଚ୍ଚା କୋଠାରୁ ଡେଇଁ ସିଧା ମାଟି ଉପରେ ଠିଆ ହେଉଛି । ଏପରି କରିବା ଦ୍ୱାରା ତାକୁ କିଛିି କ୍ଷତି ହେଉନି । କିଛି ଟା ଫିଲ୍ମରେ ଜୀବଜନ୍ତୁ ମାନଙ୍କୁ ବି ଏଭଳି ଉଚ୍ଚା…
ନବରାତ୍ରୀରେ ଏହି ରେଲୱେ ଷ୍ଟେସନରେ ମିଳୁଛି ସାତ୍ତ୍ୱିକ ଭୋଜନ, ଜାଣନ୍ତୁ କିପରି ଅର୍ଡର କରିବେ ?
ନୂଆଦିଲ୍ଲୀ: ନବରାତ୍ରୀ ସମୟରେ ଯେଉଁମାନେ ବ୍ରତ ରଖିଥାନ୍ତି ସେମାନେ ସଂପୂର୍ଣ୍ଣ ସାତ୍ତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି । ଏହି ସମୟରେ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କୁ ବହୁତ ଅସୁବିଧା ହୋଇଥାଏ ଯେଉଁମାନେ କେବଳ…
ସମୁଦ୍ରକୂଳିଆ ଅଞ୍ଚଳର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ହେବ: ଓଡ଼ିଶା ସମେତ ୧୩ଟି ରାଜ୍ୟକୁ NDMAର ଚିଠି, ବାତ୍ୟା ମୁକାବିଲା ପାଇଁ ଦୀର୍ଘସୂତ୍ରୀ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୨୧ ମସିହାର ବାତ୍ୟା ‘ୟଶ’ର କ୍ଷୟକ୍ଷତି ଜନିତ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା…
ମିସାଇଲ୍ ମାଡ ଜାରି ରହିଥିବା ବେଳେ ଯୁଦ୍ଧ କ୍ଷେତ୍ରକୁ ଯାଉଛନ୍ତି ବାଇଡେନ୍, ଆଶଙ୍କାରେ ଆମେରିକା ସହ ସାରା ବିଶ୍ୱ
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ଗସ୍ତରେ ଯାଇଛନ୍ତି । ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବୀ କରାଯାଉଛି କି ଜୋ ବାଇଡେନ୍ ବଡ ଧରଣର ଶାରୀରିକ କ୍ଷତିର ସାମ୍ନା କରିପାରନ୍ତି । ୱାଶିଂଟନ ପୋଷ୍ଟର ଏକ…
UGC ବୃଦ୍ଧି କଲା ଫେଲୋଶିପ୍ ରାଶି: ଉପକୃତ ହେବେ ହଜାର ହଜାର ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଆସିଛି ଏକ ବଡ଼ ଖୁସି ଖବର । ୟୁଜିସି ପକ୍ଷରୁ ଜୁନିୟର ରିସର୍ଚ୍ଚ ଫେଲୋଶିପ (ଜେଆରଏଫ), ସିନିୟର ରିସର୍ଚ୍ଚ ଫେଲୋଶିପ (ଏସଆରଏଫ) ଓ ଡକ୍ଟରାଲ ଫେଲୋଶିପ ରାଶି…
ପୁଣି ଆଦାନିଙ୍କୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍; ଆଣିଲେ ୩୨,୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ଆଦାନି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି ଯେ ଆଦାନୀ ୩୨,୦୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ବିଜୁଳି ଓ କୋଇଲା କାରବାରରେ ଦୁର୍ନୀତି…
ଗରବା ନୃତ୍ୟ ଲାଗି ଆଧାର କାର୍ଡ ସହିତ ତିଳକ ଲଗାଇବା ଜରୁରୀ, କାହିଁକି ଏପରି ନିୟମ ଜାଣି ନିଅନ୍ତୁ
ନୂଆଦିଲ୍ଲୀ: ସାରା ଦେଶ ଏବେ ନବରାତ୍ରୀ ପର୍ବର ଆନନ୍ଦ ଉଠାଇବାରେ ମଜ୍ଜି ରହିଛି । ଦେବୀ ମା’ଙ୍କୁ ପ୍ରସନ୍ନ କରିବା ଲାଗି ଲୋକମାନେ ପେଣ୍ଡାଲରେ ଗରବା ନୃତ୍ୟ ବି କରୁଛନ୍ତି । ତେବେ ଏହି ନୃତ୍ୟ କାର୍ଯ୍ୟକ୍ରମରେ ଲଭ ଜିହାଦ…
୧୩ ଦିନ ବନ୍ଦ ରହିବ ସ୍କୁଲ, କଲେଜ : ଜାଣନ୍ତୁ କାରଣ
ନୂଆଦିଲ୍ଲୀ : ଶାରଦିୟ ନବରାତ୍ରୀ ଆରମ୍ଭ ହୋଇ ସାରିଛି,ଏବଂ ଏହାକୁ ଦୃଷ୍ଟିରେ ରଖି ଦେଶରେ ଅନେକ ସ୍କୁଲ ବନ୍ଦ ରହିବ । ସମଗ୍ର ଦେଶରେ ଅଷ୍ଟମୀ ଏବଂ ନବମୀ ପୂଜା ଧୂମଧାମରେ ପାଳନ କରାଯାଏ । ଏହି ଦିନରେ ଅଧିକାଂଶ ସ୍କୁଲ…