Browsing Category
ଦେଶ ବିଦେଶ
ଆୟ କମ୍ ଥିବାରୁ ମହଙ୍ଗା ଯୁଗରେ ଚଳିବାକୁ ସମସ୍ୟା ହେଉଛି କି ? ଆପଣାନ୍ତୁ ଏହି ଉପାୟ ସଞ୍ଚୟ ସହିତ ଭବିଷ୍ୟତ ବି ସୁଧୁରିଯିବ
ନୂଆଦିଲ୍ଲୀ: ଆଜିର ସମୟରେ ଦରଦାମ୍ ଯେପରି ବୃଦ୍ଧି ପାଇଲାଣି ସେଥିରେ ରୋଜଗାର କମ୍ ଥିଲେ ଭଲରେ ଚଳିବା କାଠିକର ପାଠ ହୋଇଯାଉଛି । ଆୟ କମ୍ ଥିଲେ ପେଟରୁ କାଟି ସଞ୍ଚୟ କରିବା ବି ମୁସ୍କିଲ ହୋଇଯାଉଛି । ତେବେ ଆପଣ ବି ଏହି…
ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ! ୨୨ ଜୁଲାଇରେ ସପ୍ତମ ନିଯୁକ୍ତି ମେଳା, ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ସମଗ୍ର ଦେଶରେ ୨୨ ଜୁଲାଇରେ ରୋଜଗାର ମେଳାର ଆୟୋଜନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମିଡିଆ ମାଧ୍ୟମରେ ପ୍ରାୟ ୭୧ ହଜାର ଲୋକଙ୍କୁ ନିଯୁକ୍ତି…
ହାତରେ ମୋବାଇଲ୍ ନ ଥିଲେ ବି ଚାଲୁଛି ଆଙ୍ଗୁଠି, ମାନସିକ ଅବସ୍ଥା ବିଗିଡି ଯିବା ପରେ ଏବେ ପାଗଳ ଖାନାରେ ୧୪ ବର୍ଷର ବାଳକ
ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ମୋବାଇଲ୍ ଗେମ୍ ଖେଳିବାରେ ଏତେମାତ୍ରାରେ ଅଭ୍ୟସ୍ତ ହୋଇଗଲେଣି ଯେ, ଭୋକ ଶୋଷ , ପାଠ ପଢା ସବୁକିଛି ଭୁଲି ଗଲେଣି । ମୋବାଇଲ୍ରେ ଫାୟାର ଫ୍ରି ଓ ପବଜୀ ପରି ଅନଲାଇନ୍ ଗେମ୍ ଖେଳି ଏକ ୧୪…
(Video) ଚନ୍ଦ୍ରଯାନ-୩ର ଉତକ୍ଷେପଣ ପୂର୍ବରୁ ତିରୁପତି ମନ୍ଦିର ପହଁଚିଲେ ବୈଜ୍ଞାନିକ, ମିଶନର ସଫଳତା ପାଇଁ ଉପାସନା
ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ISRO) ଖୁବ୍ ଶୀଘ୍ର ଚନ୍ଦ୍ରଯାନ-୩ ଲଞ୍ଚ କରିବାକୁ ଯାଉଛି। ଏକ ସଫଳ ଉନ୍ମୋଚନ ପାଇଁ ପ୍ରାର୍ଥନା କରିବା ପାଇଁ ISRO ବୈଜ୍ଞାନିକମାନଙ୍କର ଏକ ଟିମ୍ ତିରୁପତି…
ଓଡିଶା ଆସିବେ ରାଷ୍ଟ୍ରପତି, ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେବେ
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେବା ଲାଗି ଓଡିଶା ଆସୁଛନ୍ତି । ଏହା ବ୍ୟତିତ…
ଶସ୍ତାରେ ମିଳୁଛି ବାବା ରାମଦେବଙ୍କ ସେୟାର: କେବଳ ଦୁଇଦିନ ପାଇଁ ରହିବ ଏହି ଅଫର
ନୂଆଦିଲ୍ଲୀ: ଯଦି ଆପଣ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଫୁଡ୍ସର ସେୟାର କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି। ବାବା ରାମଦେବଙ୍କ ଏହି କମ୍ପାନୀର ସେୟାରଗୁଡିକ ଏକ ବଡ଼ ରିହାତିରେ…
ପୂର୍ବ ଜନ୍ମରେ ରହିଛି ଏ ଜନ୍ମର ସମସ୍ୟାର ଜଡ, ପାଷ୍ଟ ଲାଇଫ୍ ରିଗ୍ରେସନ ଥେରାପି ସାହାଯ୍ୟରେ କିପରି କରିହେବ ସମାଧାନ ଜାଣି ନିଅନ୍ତୁ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁରୈନାରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ୮ ବର୍ଷର ଏକ ଶିଶୁ ନିଜ ଦାଦିମାଙ୍କ ପାଦ ଛୁଇଁବାକୁ ମନା କରି ଦେଇଛି । ଯେତେବେଳେ ତାକୁ ଏହାର କାରଣ ପଚରାଯାଇଛି ସେତେବେଳେ ସେ କହିଛି ଯେ,…
ଦୁଇ ଦିନରେ ସୁପ୍ରିମକୋର୍ଟକୁ ମିଳିଲା ଦୁଇ ନୂଆ ବିଚାରପତି, ଜାଣନ୍ତୁ ସେମାନଙ୍କ ବିଷୟରେ ସମସ୍ତ ତଥ୍ୟ
ନୂଆଦିଲ୍ଲୀ: ବୁଧବାର (ଜୁଲାଇ ୧୨) ସୁପ୍ରିମକୋର୍ଟରେ ଆଉ ଦୁଇଜଣ ବିଚାରପତି ନିଯୁକ୍ତ ହୋଇଛନ୍ତି। ଜଷ୍ଟିସ ଉଜୱାଲ ଭୂଇଁୟା ଏବଂ ଜଷ୍ଟିସ ଏସ ଭେଙ୍କଟାନାରାୟଣ ଭଟ୍ଟୀଙ୍କ ପଦୋନ୍ନତି ସମ୍ପର୍କରେ କଲେଜିୟମ କେନ୍ଦ୍ରକୁ ଏକ…
ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର : ଆପେ ଆପେ ଅନ୍ ହେବ ଫ୍ଲାଇଟ୍ ମୋଡ୍
ନୂଆଦିଲ୍ଲୀ : ଗୁଗଲ ସବୁ ବେଳେ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ । ଆଜି କାଲି ଲୋକମାନେ ଗୁଗଲକୁ ଅନେକ କାମ ପାଇଁ ବ୍ୟବହାର କରନ୍ତି । ଡିଜିଟାଲ ଯୁଗରେ ଟେକ୍ନୋଲଜିରେ ବିଭିନ୍ନ ପରିବର୍ତ୍ତନ ହେଉଛି । ଏହା…
ଏହି ପ୍ରସଙ୍ଗରେ ଏକାଠି ଆସିଲେ ଭାରତ-ପାକିସ୍ତାନ, ପଡୋଶୀ ଦେଶର ଏହି ପ୍ରସ୍ତାବକୁ ଜାତିସଂଘରେ ମିଳିଲା ଭାରତର ସପୋର୍ଟ
ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ବିଷୟରେ ତ ସମସ୍ତେ ଜାଣିଥିବେ । ସେ ଲଗାତାର ପାକିସ୍ତାନ ଏବଂ ଏହାର ନୀତିକୁ ବିରୋଧ କରୁଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କିମ୍ବା କଠୋରତା ଆଦିକୁ ଭାରତ…