
Browsing Category
ଦେଶ ବିଦେଶ
ଅଧିକ ସମୟ ଫୋନ ଧରୁଥିଲେ କରନ୍ତୁ ଏହି ସେଟିଂ, ବଦଳିଯିବ ଅଭ୍ୟାସ
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମସ୍ତଙ୍କ ପାଇଁ ମୋବାଇଲ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି…
ସାଇବର ଆତଙ୍କବାଦ ଓ କଳାଧନ କାରବାର ରୋକିବା ପାଇଁ ବୈଶ୍ୱିକ ନ୍ୟାୟିକ ପ୍ରକ୍ରିୟା ପ୍ରସ୍ତୁତ କରିବା ଲାଗି ଆଇନଜୀବୀଙ୍କୁ ମୋଦୀଙ୍କ ପରାମର୍ଶ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇବର ଆତଙ୍କବାଦ ଓ କଳାଧନ କାରବାରକୁ ରୋକିବା ପାଇଁ ଏକ ବୈଶ୍ୱିକ ନ୍ୟାୟିକ ପ୍ରକ୍ରିୟା ପ୍ରସ୍ତୁତ କରିବା ଲାଗି ଆଇନଜୀବୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ନୂଆଦିଲ୍ଳୀ…
କଳାକାରଙ୍କୁ ନିମନ୍ତ୍ରଣକଲେ ହେଲେ ରାଷ୍ଟ୍ରପତିଙ୍କୁ ଭୁଲିଗଲେ, ବିଜେପିକୁ ଟାର୍ଗେଟ କରି ଏପରି କହିଲା କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସଂସଦର ନୂଆ ବିଲଡିଂର ଉଦଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରି ନଥିଲା ବିଜେପି।…
(Video) ପ୍ରଧାନମନ୍ତ୍ରୀଙ୍କୁ ‘NAMO’ ଲେଖାଥିବା ଜର୍ସି ଉପହାର ଦେଲେ ସଚିନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମହାଦେବ ସହରର ଏହି ନୂଆ ଷ୍ଟାଡିମୟକୁ ଭଗବାନ…
ଆରମ୍ଭ ହେଲା ଏସିଆନ ଗେମ୍ ଉଦଘାଟନ ସମାରୋହ, ହରମନପ୍ରୀତ ଓ ଲଭଲିନା ହାତରେ ତ୍ରିରଙ୍ଗା ଧରି ନେଲେ ଭାରତର ନେତୃତ୍ୱ
ନୂଆଦିଲ୍ଲୀ: ୨୩ ସେପ୍ଟେମ୍ବର ଅର୍ଥାତ୍ ଶନିବାର ଚୀନ୍ର ହାଙ୍ଗଝୋଉରେ ଏସିଆନ ଗେମ୍ସର ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବିଗ୍ ଲୋଟସ୍ ନାମକ ଏହି ଷ୍ଟାଡିୟମକୁ ୨୦୧୮ରେ ଏକ ଫୁଟବଲ୍…
DUSU ଛାତ୍ର ସଙ୍ଘ ନିର୍ବାଚନର ଆସିଲା ରେଜଲ୍ଟ: ୩ଟି ସିଟରେ ABVP ଓ ଗୋଟିଏ ସିଟରେ ଜିତିଲା NSUI
ନୂଆଦିଲ୍ଲୀ: ଦିଲ୍ଲୀ ଛାତ୍ର ସଂଗଠନ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଚାରି ବର୍ଷ ପରେ ଦିଲ୍ଲୀ ଛାତ୍ର ସଂଘକୁ ଏକ ନୂଆ ପ୍ରେସିଡେଣ୍ଟ ମିଳିଛି । ଏବିଭିପି ପ୍ରାର୍ଥୀମାନେ ୩ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟ ଲାଭ…
ଏହି ଯୋଜନାରେ ଝିଅ ଜନ୍ମଠାରୁ ପାଠପଢା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରନ୍ତି ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ । ଯାହା ଆପଣଙ୍କ ପରିବାର ପାଇଁ ଆବଶ୍ୟକ ହୋଇ ପାରେ…
୪ ଜଣ ମହିଳା ସିପାହୀ ଲିଙ୍ଗ ପରିବର୍ତ୍ତନ କରି ହେବାକୁ ଚାହୁଁଛନ୍ତି ପୁରୁଷ, ଡିଜି ଅଫିସରେ ମାଗିଛନ୍ତି ଅନୁମତି
ଲକ୍ଷ୍ନୌ: ଉତ୍ତରପ୍ରଦେଶର ୪ ଜଣ ମହିଳା ସିପାହୀ ଏବେ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏହି ୪ ଜଣ ମହିଳା ସିପାହୀ ପୁରୁଷ ହେବା ପାଇଁ ଡିଜି ଅଫିସ୍ରେ ଦରଖାସ୍ତ ଦେଇ ଲିଙ୍ଗ ପରିବର୍ତ୍ତନ ଲାଗି ଅନୁମତି…
ହମସଫର ଏକ୍ସପ୍ରେସ୍ ଟ୍ରେନରେ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ଅଗ୍ନିକାଣ୍ଡର ବେଳର ଭିଡିଓ
ଓଡ଼ିଶା ଭାସ୍କର: ଗୁଜରାଟର ତିରୁଚିରାପଲ୍ଲୀରୁ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚଳାଚଳ କରୁଥିବା ହମସଫର ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନ୍ ରେ ହୋଇଥିବା ଅଗ୍ନିକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ…
ଦେଶରେ ପ୍ରଥମ: ସମ ହସ୍ପିଟାଲରେ ରୋବୋଟିକ୍ ସର୍ଜରୀ ସିଷ୍ଟମ, ଯନ୍ତ୍ରଣା କମିବା ସହ ରୋଗୀ ଶୀଘ୍ର ଡିସଚାର୍ଜ ହେବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ପ୍ରଥମ ମେଡିକାଲ କଲେଜ ଭାବେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ରୋବୋଟିକ୍ ସିଷ୍ଟମ ଦ୍ୱାରା ଆଣ୍ଠୁ ପ୍ରତିରୋପଣ ବା…