Browsing Category

ଦେଶ ବିଦେଶ

ସରକାର ଏହି ଲୋକମାନଙ୍କ ପାଇଁ ବଢାଇଲେ ଆଇଟିଆର ଦାଖଲ କରିବାର ତାରିଖ, ୩୦ ନଭେମ୍ବର ହେଲା ନୂଆ ଡେଟ୍

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ବିଭାଗ ଆୟକର ରିଟର୍ଣ୍ଣ ଫାଇଲ କରିବା ଲାଗି ତାରିଖକୁ ବଢାଇଛନ୍ତି । ଏହା ସାଧାରଣ କରଦାତାଙ୍କ ପାଇଁ ନୁହେଁ । ସରକାର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଶେଷ ତାରିଖ ନଭେମ୍ବର ୩୦କୁ…

ମଝି ଆକାଶରେ ‘ମୃତ୍ୟୁର ଖେଳ’! ବିମାନ ଦୌଡ଼ ପ୍ରତିଯୋଗିତାରେ ୨ ବିମାନ ମୁହାଁମୁହିଁ, 2 ଜଣଙ୍କ ମୃତ୍ୟୁ

ଓଡିଶା ଭାଷ୍କର : ଆମେରିକାର ନେଭାଡା ଅଞ୍ଚଳର ରେନୋରେ ଜାତୀୟ ଚାମ୍ପିଅନସିପର ଏୟାର ରେସ ଚାଲିଥିଲା । ଏହି ଏୟାର ସୋ ସମୟରେ ଦୁଇଟି ବିମାନର ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଧକ୍କାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି ।…

ଭାରତୀୟ କୂଟନୀତିଜ୍ଞଙ୍କୁ କରାଗଲା ବହିଷ୍କାର, କାନାଡ଼ା ସରକାର ନେଲେ ଏପରି ପଦକ୍ଷେପ

ନୂଆଦିଲ୍ଲୀ: ଭାରତୀୟ ସରକାରଙ୍କୁ କାନାଡ଼ା ସରକାର ବହିଷ୍କାର କରିବା କଥା ସାମ୍ନାକୁ ଆସିଛି । ଖାଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଖାଲିସ୍ତାନୀ ନେତା ହରିଦୀପ…

ନୂଆ ସଂସଦ ଭବନକୁ ଆଜି ମିଳିବ ପାରମ୍ପରିକ ମର୍ଯ୍ୟାଦା: ଇତିହାସ ହେଲା ଭାରତର ପୁରୁଣା ସଂସଦ ଭବନ

ନୂଆଦିଲ୍ଲୀ: ଆଜି ଇତିହାସରେ ପରିଣତ ହୋଇଯିବ ଭାରତର ପୁରୁଣା ସଂସଦ ଭବନ । ଦେଶର ନୂଆ ସଂସଦ ଭବନକୁ ଆଜି ମିଳିବ ପରିଚୟ । ପୁରୁଣା ସଂସଦକୁ ପଛରେ ପକାଇ ଏବେ ଦେଶର ‘ବର୍ତ୍ତମାନ’ ପାଲଟିଛି ନୂଆ ସଂସଦ ଭବନ । ମହାପ୍ରଭୁ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ତିନି ପ୍ରତିଶତ ଡିଏ ବଢାଇଲେ ଏତିକି ହୋଇଯିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ସରକାର ଖୁବ୍ ଶୀଘ୍ର ଡିଏ ବୃଦ୍ଧି କରିପାରନ୍ତି। ମୁଦ୍ରାସ୍ଫୀତି ମୁକାବିଲା ପାଇଁ କେନ୍ଦ୍ର ସରକାର ସମୟ ସମୟରେ ପ୍ରିୟତା ଭତ୍ତା…

Big Breaking… ପୃଥିବୀ କକ୍ଷ ପଥା ଛାଡ଼ି L1ରେ ପହଞ୍ଚିଲା ସନ୍-ଆର୍ଥ ସିଷ୍ଟମ: ‘ସୋଲାର ମିଶନ୍’ କୁ ନେଇ ସୂଚନା ଦେଲା…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଇତିହାସ ରଚିବା ପରେ ଭାରତ ଏବେ ସୌର ମିଶନ୍ ରେ ବି ସଫଳତା ହାସଲ କରୁଛି । ସୂର୍ଯ୍ୟରେ ଥିବା ବିଭିନ୍ନ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଇସ୍ରୋ ପକ୍ଷରୁ ସୌର ମିଶନ୍ ସୂର୍ଯ୍ୟ ଅଭିମୁଖେ ଆଗେଇ…

ବିଜେଡି ସାଂସଦ ମମତାଙ୍କୁ ବଡ଼ ଦାୟିତ୍ୱ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟସଭା ଉପାଧ୍ୟକ୍ଷ ଜଗଦୀପ ଧନକର ଏନେଇ ଘୋଷଣା କରିଛନ୍ତି । ତେବେ ସବୁଠାରୁ ବଡ଼କଥା ହେଉଛି ଏହି ପ୍ୟାନେଲରେ…

ବିଜେଡିର ବଡ଼ ବିଜୟ: ପୂରଣ ହେଲା ନବୀନଙ୍କର ଦୀର୍ଘଦିନର ସ୍ୱପ୍ନ, ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ମିଳିବ ୩୩ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସଂସଦର ନୂଆ ବିଲଡିଂରେ ହୋଇଥିବା ଏହି ବୈଠକରେ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ…

ପୂର୍ବତନ ବିଜେପି ବିଧାୟିକା ଦଳ ଛାଡ଼ିଲେ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏହା ପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହି ରାଜ୍ୟଗୁଡ଼ିକ ହେଉଛି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ…

‘ଭଗବାନ ରାମ ମୋ ସ୍ୱପ୍ନରେ ଆସିଲେ ଓ କହିଲେ- ମୋତେ ବଞ୍ଚାଅ…..’: ଜଣେ ଶିକ୍ଷାମନ୍ତ୍ରୀଙ୍କର ବୟାନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତା ଧର୍ମକୁ ନେଇ କିଛି ବିବାଦୀୟ ବୟାନ ଦେଇ ଫଶିଯାଇଥାନ୍ତି । ତେବେ ଏହା ମଧ୍ୟରେ ଜଣେ ରାଜନେତାଙ୍କ ବୟାନକୁ ନେଇ ଏକ ଖୁବ୍ ଚର୍ଚ୍ଚା ଚାଲିଛି । ସେ ହେଉଛନ୍ତି ବିହାରର…