Browsing Category

ଦେଶ ବିଦେଶ

ଭାବପ୍ରବଣ ହୋଇ ମୋଦୀଙ୍କୁ କୁଣ୍ଢାଇ ପକାଇଲେ ତାମିଲନାଡୁର ମାଛଜାଲ ତିଆରି କରୁଥିବା ବ୍ୟକ୍ତି, ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା ଯୋଜନା'ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍…

୫୦୦ ଟଙ୍କାରେ ସିଲିଣ୍ଡର ସହ ମିଳିବ ୨୫୦୦ ଟଙ୍କା ଭତ୍ତା : କଂଗ୍ରେସର ନିର୍ବାଚନୀ ଘୋଷଣା

ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ କଂଗ୍ରେସ ନେତାମାନେ ଘନଘନ ସଭା ଓ ରାଲି କରୁଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଆଜି ତେଲେଙ୍ଗାନାରେ…

ଟିମ୍ ଇଣ୍ଡିଆର ବିଜୟ ପରେ ଚାଲିଲା ‘ରାଜନୀତିର ବ୍ୟାଟିଂ’: କିଏ ‘ଇଣ୍ଡିଆ’କୁ ତ କିଏ ‘ଭାରତ’କୁ ଜଣାଇଲା ଅଭିନନ୍ଦନ

ନୂଆଦିଲ୍ଲୀ: ଆଜି ଏସିଆ କପର ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛି । ଭାରତୀୟ ପେସର ମହମ୍ମଦ ସିରାଜ ୧୬ଟି ବଲରେ ୫ଟି ୱିକେଟ ଅକ୍ତିଆର କରି ଏକାଧିକ…

ଛୁଟିରେ ଘରକୁ ଆସିଥିଲେ ଭାରତୀୟ ସେନା କର୍ମଚାରୀ, ଅପହରଣ ପରେ ହତ୍ୟା

ମଣିପୁର : ଭାରତୀୟ ସେନାର ଜଣେ ସିପାହୀ ଛୁଟି କାଟିବା ପାଇଁ ଘରକୁ ଆସିଥିଲେ । ତାଙ୍କୁ କିଛି ଅଜଣା ଲୋକ ପ୍ରଥମେ ଅପହରଣ କରିଥିଲେ ଏହା ପରେ ତାଙ୍କ ହତ୍ୟା ହୋଇଥିଲା । ତାଙ୍କ ଅପହରଣ ସେତେବେଳେ କରା ଗଲା ଯେତେବେଳେ ସେ…

ଘରୁ ନିଖୋଜ ଥିଲା ଝିଅ, ପ୍ଲାଷ୍ଟିକ ବାଲଟିରୁ ମିଳିଲା ଶବ

ମହାରାଷ୍ଟ୍ର : ମହାରାଷ୍ଟ୍ର ଥାନେରେ ଥିବା ବିଭଣ୍ଡି ସହରରେ ଏକ ଛୋଟ ପିଲାର ହତ୍ୟା ଘଟଣା ସାମ୍ନାକୁ ଆସିଛି । ସେହି ଅଞ୍ଚଳରେ ଦୁର୍ଗଦ୍ଦ ହେବାରୁ ସେଠାରେ ଖୋଜା ଖୋଜି କରିବା ପରେ ପିଲାଟିର ଶବ ମିଳିଥିଲା । ମୃତ୍ୟୁ ବରଣ…

୨୦୦ ଫୁଟ ଗଭୀର ଖାଇକୁ ଖସିଲା କାର: ୩ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୪ ମୃତ, ୪ ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଦୁର୍ଘଟଣା କାରଣରୁ ଅକାଳରେ ଅନେକଙ୍କର ଜୀବନ ହାନୀ ହେବା ସହ ବହୁ ପରିବାର ସର୍ବସ୍ୱାନ୍ତ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ଏକ ବଡ଼…

ମୋଦୀଙ୍କ ଜନ୍ମଦିନରେ ବିଶ୍ୱରେକର୍ଡ: ଗାଡ଼ି ଚାଳକଙ୍କୁ ମାଗଣାରେ ବଣ୍ଟାଗଲା ୧୮ ହଜାର ହେଲମେଟ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୩ତମ ଜନ୍ମ ଦିବସ । ଏହି ଅବସରରେ ମୋଦୀ ସାରା ଦେଶବାସୀଙ୍କ ପାଇଁ ‘ବିଶ୍ୱକର୍ମା ଯୋଜନା’ ଉପହାର ଦେଇଛନ୍ତି । ଏଥିସହିତ ବିଭିନ୍ନ ସ୍ଥାନରେ ଏନେଇ କାର୍ଯ୍ୟକ୍ରମ…

ମହିଳାଙ୍କୁ ପ୍ରତି ମାସ ମିଳିବ ୨୫୦୦ ଟଙ୍କା, ୫୦୦ରେ ଗ୍ୟାସ ସିଲିଣ୍ଡର: ବଡ଼ ଘୋଷଣା

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ଏଣିକି ମହିଳାମାନଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହିତ ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡରର ଦାମ୍ ମଧ୍ୟ କମ୍ ହୋଇଯିବ । ମାତ୍ର ୫୦୦…

UNESCOର ଘୋଷଣା: ଶାନ୍ତିନିକେତନକୁ ମିଳିଲା ବିଶ୍ୱ ଐତିହ୍ୟ ମାନ୍ୟତା, ୧୨୨ ବର୍ଷ ତଳର ଏହି ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ରତା କ’ଣ

ନୂଆଦିଲ୍ଲୀ: ପାଖାପାଖି ୧୨୨ ବର୍ଷ ତଳେ ମାତ୍ର ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାପିତ ହୋଇଥିବା ପଶ୍ଚିମବଙ୍ଗର ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟକୁ ମିଳିଛି ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିଛି । ଏହା ନିଶ୍ଚିତ…

ଜନ୍ମନେଲା ବିଚିତ୍ର ଶିଶୁ! ନବଜାତର ଦୁଇ ହାତ ଓ ଦୁଇ ପାଦରେ ୨୬ଟି ଆଙ୍ଗୁଠି, ପରିବାର ଲୋକେ କହୁଛନ୍ତି ଦେବୀ ମା’ ଘରକୁ ଆସିଲେ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜର କିଛି ଅଜବ ଧରଣର ଶିଶୁ ଜନ୍ମଗ୍ରହଣ କରିଥାନ୍ତି । ଏଭଳି ଶିଶୁଙ୍କୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିବା ସହିତ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ଏହା ମଧ୍ୟରେ ଏକ ବିଚିତ୍ର ଶିଶୁ…