Browsing Category
ଦେଶ ବିଦେଶ
ମାତ୍ର ଗୋଟିଏ ସେକେଣ୍ଡରେ ମନର କଥାକୁ ଜାଣିନେବ ଏହି ମେସିନ, ଭାଷାକୁ ବି କରିବ ଡିକୋଡ
ନୂଆଦିଲ୍ଲୀ: ଆଜିକାଲିର ଟେକ୍ନିକ୍ ଅନେକ ଦୂରରେ ପହଞ୍ଚିଲାଣି। ତେବେ ଏହି କ୍ଷେତ୍ରରେ ଚୀନ ଦୁନିଆର ସବୁଠୁ ଆଗରେ। ଚୀନ ଷ୍ଟାର୍ଟଅପ ‘ନ୍ୟୁରୋଆକ୍ସେସ’ ଗୁରୁବାର ନିଜର ଦୁଇଟି ସଫଳ ପରୀକ୍ଷଣକୁ ଘୋଷଣା କରିଛି। କମ୍ପାନୀ…
ଭାରତୀୟ ସେନାରେ ବଡ ପରିବର୍ତ୍ତନ! ଏବେ ଯୋଗ୍ୟତା ଆଧାରରେ ହେବ ଅଧିକାରୀଙ୍କ ପଦୋନ୍ନତି
ନୂଆଦିଲ୍ଲୀ: ଭାରତୀୟ ସେନା ଏହାର ବରିଷ୍ଠ ଅଧିକାରୀଙ୍କ ପଦୋନ୍ନତି ପାଇଁ ଏକ ନୂଆ ନୀତି ଆପଣାଇଛି । ବର୍ତ୍ତମାନ ମୂଲ୍ୟାଙ୍କନ ଭିତ୍ତିକ ବ୍ୟବସ୍ଥାରେ ଲେଫ୍ଟନାଣ୍ଟ ଜେନେରାଲ୍ସର ପଦୋନ୍ନତି କରାଯିବ । ଯାହା ମାର୍ଚ୍ଚ ୩୧ ରୁ…
ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ ପରଭେଶ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲାଣି ବିଗୁଲ । ବିଜେପି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି ।
ଆପ୍ ମୁଖ୍ୟ ଅରବିନ୍ଦ…
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା 6ଜଣଙ୍କ ପ୍ରାଣ
ନୂଆଦିଲ୍ଲୀ: ଚେନ୍ନାଇର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ପ୍ରାଣ ହରାଇଲେ 6ଜଣ ଶ୍ରମିକ । ତାମିଲନାଡୁର ବିରୁଧୁନଗରରେ ଥିବା କାରଖାନାରେ ଏହି ବିସ୍ଫୋରଣ ହୋଇଛି ।
ଏହି ବିସ୍ଫୋରଣରେ 6ଜଣଙ୍କ ମୃତ୍ୟୁ ହୋଇଥିବା…
ସ୍କୁଲ ଛାତ୍ରଙ୍କ ଝଗଡ଼ା: ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା
ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଶକରପୁର ଅଞ୍ଚଳରେ ଜଣେ ୧୪ ବର୍ଷୀୟ ଛାତ୍ରଙ୍କୁ ତାଙ୍କ ସ୍କୁଲ ବାହାରେ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଶୁକ୍ରବାର ପୀଡ଼ିତ ଓ ଅନ୍ୟ କିଛି ଛାତ୍ରଙ୍କ…
ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ
ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଶିଷ୍ଟ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲି । କୋଲକାତା ସ୍ଥିତ ଡାୟମଣ୍ଡ ହାର୍ବର ରୋଡରେ ଏକ ବସ୍ ସନାଙ୍କ କାରକୁ ଧକ୍କା ଦେଇଥିଲା ।…
ମହାକୁମ୍ଭ: ୫.୫୧ କୋଟି ରୁଦ୍ରାକ୍ଷ, ୧୧,୦୦୦ ତ୍ରିଶୂଳରେ ସଜେଇ ହେବେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
ପ୍ରୟାଗରାଜ: ମହାକୁମ୍ଭ ପାଇଁ ସଜେଇ ହେଉଛି ପ୍ରୟାଗରାଜ । କୁମ୍ଭମେଳା ଅଞ୍ଚଳର ସେକ୍ଟର-୬ସ୍ଥିତ ବଜରଙ୍ଗ ଦାସ ମାର୍ଗରେ ମୌନି ବାବାଙ୍କ ଏକ ଭବ୍ୟ ଶିବିର ପ୍ରସ୍ତୁତ କରାଯାଉଛି।
ଏଠାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଭବ୍ୟ…
ଟଏଲେଟରେ ମହିଳାଙ୍କ ସହ DSPଙ୍କ ଅସଦାଚରଣ: ଭାଇରାଲ ହେଉଛି କର୍ଣ୍ଣାଟକ ପୋଲିସର Video
ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମହିଳାଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ଏହି ଘଟଣା ମଧୁଗିରି ସବଡିଭିଜନ ସହିତ ଜଡିତ, ଯେଉଁଠାରେ ଜଣେ ମହିଳା ଜମି ବିବାଦ…
ପବନରେ ଫସିଗଲା ପାରାଚ୍ୟୁଟ, ସମୁଦ୍ରରେ ଖସିପଡିଲେ ନୌସେନା ଅଧିକାରୀ
ନୂଆଦିଲ୍ଲୀ: ଅଭ୍ୟାସ ବେଳେ ଖସିପଡିଲେ ଭାରତୀୟ ନୌସେନା ଅଧିକାରୀ । ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପ୍ରଦର୍ଶନ ସମୟରେ କୌଣସି କାରଣ ପାଇଁ ସମୁଦ୍ରରେ ଖସିପଡିଥିଲେ ଅଧିକାରୀ । ତେବେ ସୌଭାଗ୍ୟବଶତଃ ତାଙ୍କୁ ଘଟଣାସ୍ଥଳରୁ…
ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମଙ୍କ ବିୟାଗ, ପୋଖରାନ୍ ପରୀକ୍ଷଣରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ: ଆରପାରିରେ ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
କିଛି ଦିନରୁ ସେ ବୟସାଧିକ ସମସ୍ୟା ଯୋଗୁଁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ…