Browsing Category

ଦେଶ ବିଦେଶ

ଦାରିଦ୍ର୍ୟ ଲୋକଙ୍କୁ ଟଙ୍କା ଫେରସ୍ତ କରିବ BYJU’S: ଋଣ ନେଇଥିବା ଲୋକଙ୍କୁ ଦେବ ୯୯୫୩ କୋଟି ଟଙ୍କା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତୀୟ ଏଡେଟେକ୍ କମ୍ପାନୀ BYJU'S ଏହାର ଋଣ ନେଇଥିବା ଲୋକଙ୍କୁ ଟଙ୍କା ଫେରସ୍ତ ପାଇଁ ପ୍ରସ୍ତାବ ଦେଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି କମ୍ପାନୀ ୬ ମାସରୁ କମ୍ ସମୟ…

ଦେଶର ୧୨ ଜଣ ବିଶିଷ୍ଟ ବୈଜ୍ଞାନିକଙ୍କୁ ୨୦୨୨ ଲାଗି ମିଳିବ ସମ୍ମାନଜନକ ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର

ନୂଆଦିଲ୍ଲୀ: ଦୁଇ ବର୍ଷର ବ୍ୟବଧାନ ପରେ ଆଜି ଦେଶର ସର୍ବୋଚ୍ଚ ବାର୍ଷିକ ବିଜ୍ଞାନ ପୁରସ୍କାର ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ଘୋଷଣା କରାଯାଇଛି । ଦେଶର ୧୨ ଜଣ ବିଶିଷ୍ଟ ବୈଜ୍ଞାନିକଙ୍କୁ ୨୦୨୨ ମସିହା ଲାଗି…

ସମୁଦ୍ର ତଳୁ ଆବିଷ୍କୃତ ହେଲା ଏକ ରହସ୍ୟମୟ ‘ସୁନା ଅଣ୍ଡା’: ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ କିଛି ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଥାଏ । କିଛି ରହସ୍ୟଜନକ ଜିନିଷକୁ ନେଇ ବୈଜ୍ଞାନିକମାନେ ମଧ୍ୟ ବିସ୍ମିତ ହୋଇଯାଇଥାନ୍ତି । ତେବେ ଏହା ମଧ୍ୟରେ ପ୍ରଶାନ୍ତ ସାଗର ତଳୁ ଏକ…

ଭିଏତନାମା ସାମ୍ବାଦିକ ସମ୍ମିଳନୀରେ ଜୋ ବାଇଡେନ କଲେ ଥଟ୍ଟା: କହିଲେ ମୁଁ ଶୋଇବାକୁ ଯାଉଛି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭିଏତନାମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଁ ଏଠାରେ କବଳ ନିଜ ଆଦେଶ ପାଳନ କରିବି । ଷ୍ଟାଫ୍, ଏଠାରେ କିଏ ଏପରି ଅଛି ଯାହା ସହିତ ମୁଁ କଥା ହୋଇନାହିଁ । ମୁଁ…

ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ ରାସ୍ତା ଦେଖାଇବ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ତଥା ସହରାଞ୍ଚଳ ବିକାଶ ଓ ଆବାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ…

ଏଣିକି ଦୁଷ୍କର୍ମକାରୀମାନେ କରିପାରିବେନି ସରକାରୀ ଚାକିରି: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ମହିଳା ଅପରାଧ ସମ୍ପର୍କରେ ଛତିଶଗଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଝିଅ ଓ ମହିଳାଙ୍କୁ ନିର୍ଯ୍ୟାତନା ଓ ବଳାତ୍କାର କରିଥିବା ଅଭିଯୁକ୍ତମାନଙ୍କୁ ସରକାରୀ ଚାକିରି ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଛି…

ପୂର୍ବତନ ପାକିସ୍ତାନୀ କ୍ରିକେଟର ଲତିଫଙ୍କୁ ୧୨ ବର୍ଷ ଜେଲଦଣ୍ଡ: କୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟରଙ୍କୁ ଜେଲଦଣ୍ଡାଦେଶ ହୋଇଛି । ଅନ୍ତର୍ଜାତୀୟ କ୍ରିକେଟରେ ଏହି କ୍ରିକେଟର ଜଣଙ୍କ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିଥିଲେ । ଜଣେ…

ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ମୁଖୂମନ୍ତ୍ରୀ ମମତା ବାନାର୍ଜୀ, କହିଲେ ‘ଭାରତ’ ନାମକୁ ନେଇ କୌଣସି ଆପତ୍ତି ନାହିଁ ହେଲେ..

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ବା ଭାରତ ନାମ ବିବାଦକୁ ନେଇ ପୁଣି ନିଜର ମତ ରଖିଛନ୍ତି । ସେ ସୋମବାର ଦିନ ଏକ ପ୍ରେସ ବାର୍ତ୍ତାକୁ ସମ୍ବୋଧିତ କରି, ଏହି ପ୍ରସଙ୍ଗ ଉପରେ କେନ୍ଦ୍ର…

ବିଜେପିରେ ସାମିଲେ ହେଲେ ପୂର୍ବତନ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ରରେ କ୍ଷମତାସୀନା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ସଜବାଜ ହେଉଛନ୍ତି ।…

କେମିତି ହୋଇଥିଲା ଲାଡେନର ହତ୍ୟା: କାହିଁକି ଜାରି କରାଯାଇ ନଥିଲା ଆତଙ୍କବାଦୀର ମୃତଦେହର ଫଟୋ

ନୂଆଦିଲ୍ଲୀ: ୨୦୦୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ବିଶ୍ୱର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଡେନ ଆମେରିକାର ନ୍ୟୁୟର୍କ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା । ତେବେ ଏହି ଘଟଣାର…