Browsing Category

ଦେଶ ବିଦେଶ

ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ଓଡିଶା ଭାସ୍କର; ମହାକାଶରେ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କରିଛି ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ-ଏଲ୍‌୧ । ପୂର୍ବରୁ ପ୍ରଥମ ଅର୍ବିଟ୍ ରେଜିଂ ହୋଇଥିବା ବେଳେ ଏବେ ଦ୍ୱିତୀୟ ଅର୍ବିଟ୍ ରେଜିଂ କରିବାରେ ସଫଳ…

ଭାରତ ଆସିବା ପୂର୍ବରୁ ଆମେରିକାର ପ୍ରଥମ ଲେଡିଙ୍କୁ ହେଲା କରୋନା: ବାଇଡେନଙ୍କର ମଧ୍ୟ ହେଲା ଟେଷ୍ଟ

ନୂଆଦିଲ୍ଲୀ: ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ । କିନ୍ତୁ ତାଙ୍କ ଗସ୍ତ ପୂର୍ବରୁ ତାଙ୍କ ପତ୍ନୀ ଏବଂ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ କରୋନା ପଜିଟିଭ୍ ହୋଇଥିବା…

(Video) ଶୋଇ ପଡ଼ିଛି ‘ପ୍ରଜ୍ଞାନ’: ଏବେ ଚନ୍ଦ୍ରପୃଷ୍ଠରେ ଶୋଇଲା ଲାଣ୍ଡର ବିକ୍ରମ, ଜାରି ରହିବ ‘Moon Mission’

ନୂଆଦିଲ୍ଲୀ: ରୋଭର ପରେ ସ୍ଲିପିଂ ମୋଡକୁ ଯାଇଛି ଲାଣ୍ଡର ବିକ୍ରମ । ଆଜି ରାତି ୮ ଟା ବେଳେ ନିଦ୍ରାଗ୍ରସ୍ତ ହୋଇଛି ବିକ୍ରମ । ଏଥିପାଇଁ ଆଜି ସକାଳେ ଲ୍ୟାଣ୍ଡର ବିକ୍ରମର ସ୍ଲିପ୍ ମୋଡ୍ ସେଟ୍ କରାଯାଇଥିଲା । ସ୍ଲିପ୍ ମୋଡ଼କୁ…

ଯୌନ ଅପରାଧ ମାମଲାରେ ବିବାହ ପାଇଁ କୋର୍ଟର ବ୍ୟବହାର କରାଯାଇପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସୋମବାର କହିଛନ୍ତି ଯେ ଯୌନ ଅପରାଧ ମାମଲାରେ କୋର୍ଟ ଦୁଇ ପକ୍ଷଙ୍କ ମଧ୍ୟରେ ବିବାହ ସୁବିଧା ପ୍ରଦାନକାରୀ ଭାବରେ ବ୍ୟବହାର କରାଯାଇପାରିବ ନାହିଁ।ହାଇକୋର୍ଟ କହିଛନ୍ତି ଯେ ବିବାଦର ସମାଧାନ…

୨୩ କ୍ୟାରେଟ ସୁନାରେ ଲେଖାଯାଇଛି ଗୀତା, ହୀରା, ମାଣିକ ଏବଂ ଚାନ୍ଦୀର ମଧ୍ୟ ହୋଇଛି ବ୍ୟବହାର, ୫୦ ବର୍ଷରେ ପୂରା ହେଲା କାମ

କଲିକତା: ଶ୍ରୀକୃଷ୍ଣଙ୍କର ଶ୍ରୀମଦ ଭାଗବତ ଗୀତାରେ ଗୋଟିଏ ଗୋଟିଏ ଶବ୍ଦରେ ସୁନା ଠାରୁ ଅଧିକ ଶୁଦ୍ଧତା ଏବଂ ହୀରାଠାରୁ ମଧ୍ୟ ଅଧିକ ଚମକ ରହିଛି । ହେଲେ ଆପଣ ଜାଣିଛନ୍ତି କି ଏହି କଳିଯୁଗରେ ପଶ୍ଚିମ ବଙ୍ଗ କଲିକତାରେ ୮୭…

“ଏହି କଥା ମୁଁ ବାରମ୍ବାର କହିବି..”: ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଉପରେ କହିଲେ DMK ନେତା ଉଦୟନିଧି

ନୂଆଦିଲ୍ଲୀ: ତାମିଲନାଡୁର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ 'ସନାତନ ଧର୍ମ ଧ୍ୱଂସ ହେବ' ବୋଲି ଦେଇଥିବା ବାୟାନକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ସେ ପୁଣି ଥରେ ନିଜ କଥାରେ ଅଟଳ ରହିବାକୁ କହିଛନ୍ତି । ସେ…

ଫ୍ଲାଇଟରେ ଯାତ୍ରା କରିପାରିବେନି କି ଶିଶୁ? ଜାଣନ୍ତୁ ପ୍ଲେନରେ କାହିଁକି ତିଆରି ହେଉଛି ଓନଲୀ ଆଡଲ୍ଟ ଏରିଆ

ନୂଆଦିଲ୍ଲୀ: ମଣିଷ ନିଜ ସୁବିଧା ଅନୁଯାୟୀ ବିଭିନ୍ନ ପ୍ରକାରର ଜିନିଷ ଉଦ୍ଭାବନ କରେ। ବିମାନରେ ଯାତ୍ରା କରିବା ପାଇଁ ବର୍ତ୍ତମାନ ସମାନ କିଛି କରାଯାଇଛି। ତଥାପି, ଏହି ନିୟମ ସାରା ବିଶ୍ୱରେ କାର୍ଯ୍ୟକାରୀ ହୋଇନାହିଁ,…

‘୫ ବର୍ଷରେ ଥରେ ନିର୍ବାଚନ ହେବ ଯଦି ବିଲାତି କିଲୋ ୧୫୦୦ ଟଙ୍କାରେ ମିଳିବ’, କେନ୍ଦ୍ର ଉପରେ କେଜ୍ରିୱାଲଙ୍କ ଟାର୍ଗେଟ

ଜୟପୁର: ରାଜସ୍ଥାନରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ପାର୍ଟୀମାନେ ପ୍ରଚାର ଅଭିଯାନ ଆରମ୍ଭ କରିସାରିଲେଣି । ଏହାରି ମଧ୍ୟରେ ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଉଦୟାନିଧିଙ୍କ ସନାତନ ଧର୍ମ ସମ୍ପର୍କରେ ବିବାଦୀୟ ବୟାନ ଉପରେ ମମତାଙ୍କ ମନ୍ତବ୍ୟ, କହିଲେ- ‘ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା…

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ସନାତନ ଧର୍ମ ସମ୍ପର୍କରେ ମନ୍ତବ୍ୟ ପରେ ବିବାଦ ଉପୁଜିଛି। ଏହି ପ୍ରସଙ୍ଗ ଉଠାଇ ବିଜେପି ବିରୋଧୀ ଆଲାଏନ୍ସ ଇଣ୍ଡିଆ (I.N.D.I.A.) କୁ ମଧ୍ୟ…

Online Delivery ଉପରେ ଲାଗିବ ବ୍ୟାନ, ମେଟ୍ରୋ ସେବାରେ ହେବ କି ପରିବର୍ତ୍ତନ? ଜାଣନ୍ତୁ G-20 ବେଳେ କ’ଣ ଖୋଲା କ’ଣ ବନ୍ଦ ରହିବ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀ ଏକଦମ ପ୍ରସ୍ତୁତ ହୋଇସାରିଛି । ଆଉ ମାତ୍ର କେଇଟା ଦିନ ପରେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରାଧ୍ୟକ୍ଷ ଭାରତରେ ପହଞ୍ଚିବେ । ଦିଲ୍ଲୀର ପ୍ରଗତି ମଇଦାନରେ ନୂତନ…