Browsing Category

ଦେଶ ବିଦେଶ

ଏକ ଦେଶ ଏକ ନିର୍ବାଚନ କମିଟିରେ ରହିବାକୁ ମନା କଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ଶାହାଙ୍କୁ ଲେଖିଲେ ଚିଠି

ଓଡିଶା ଭାସ୍କର: ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟମାନଙ୍କୁ ଆଇନ ମନ୍ତ୍ରଣାଳୟ ଘୋଷଣା କରିଛି। ଏଥିପାଇଁ ୮ ଜଣିଆ ସଦସ୍ୟଙ୍କୁ ନେଇ ଏକ…

ମହାରାଷ୍ଟ୍ରରେ ବଡ ଦୁର୍ଘଟଣା : କୋଠା ଭୁଷୁଡି ୨ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଥାନେରେ ଥିବା ଭିୱଣ୍ଡୀରେ ଗତ ରାତିରେ ଏକ ବଡ ଦୁର୍ଘଟଣା ଘଟିଥିଲା । ଏଠାରେ ଏକ କୋଠାର ଗୋଟିଏ ଅଂଶ ଭୁଷୁଡି ପଡିବା ଫଳରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ୫ ଜଣ ଲୋକ ଆହତ ହୋଇଛନ୍ତି ।…

ଆମେରିକୀୟ ରିସର୍ଚ୍ଚରୁ ବଡ଼ ଖୁଲାସା: ଆଗକୁ ଭାରତରେ ଭୂତଳ ଜଳର ଅଭାବ ୩ ଗୁଣ ବୃଦ୍ଧି ପାଇବ, ଆଶଙ୍କା ଘେରରେ ୪୫ କୋଟି ଲୋକଙ୍କ ଜୀବିକା

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁରେ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଗୋଟିଏ ପଟେ ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ତା’ ଆଗରେ ଅନେକ ଭୟଙ୍କର ବିପଦ ସୃଷ୍ଟି ହେଉଛି । ତେବେ ଏହା…

ଦେଶର ୭୫ ଜଣ ଶିକ୍ଷାବିତଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି: ଓଡ଼ିଶାରୁ ୪ ଜଣ ପାଇବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୫ ତାରିଖ ଗୁରୁଦିବସ । ଏହି ଦିବସରେ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ ଦେଶର ୭୫ ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଶିକ୍ଷକ ରହିଛନ୍ତି । ଦେଶର ଦ୍ୱିତୀୟ…

କେନ୍ଦ୍ର ସରକାରଙ୍କ ଘୋଷଣା: ଗଗନଯାନର ପ୍ରଥମ ଟ୍ରାଏଲ ଅକ୍ଟୋବର ମାସରେ ହେବ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ଏବେ ଭାରତର ଗଗନଯାନ-୧ ମିଶନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ମିଶନରେ ପ୍ରଥମ ଥର ପାଇଁ ଭାରତ ମହାକାଶକୁ ମାନବ ପଠାଇବ । ଏହି ମିଶନ ତିନୋଟି ପର୍ଯ୍ୟାୟରେ ହେବାକୁ…

‘ଏକ ଦେଶ- ଏକ ନିର୍ବାଚନ’: କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ଦେଶ- ଏକ ନିର୍ବାଚନ’ ପାଇଁ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି…

ବାହାନଗା ଟ୍ରେନ୍ ଦୁର୍ଘଟଣା: ଗିରଫ ୩ ଜଣଙ୍କ ନାମରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର…

ସମସ୍ତ ବିଶ୍ୱବିଦ୍ୟାଳୟକୁ UGC ନିର୍ଦ୍ଦେଶ: ଛାତ୍ରଛାତ୍ରୀଙ୍କର ଡିଗ୍ରୀ ଓ ପ୍ରୋଭିଜନାଲ ସାର୍ଟିଫିକେଟରେ ରହିବନି ଆଧାର ନମ୍ବର

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି । ଏଣିକି ଛାତ୍ରଛାତ୍ରୀଙ୍କର ଡିଗ୍ରୀ ଓ ପ୍ରୋଭିଜନାଲ ସାର୍ଟିଫିକେଟରେ ଆଧାର କାର୍ଡ ନମ୍ବର ରହିବନି । ଛାତ୍ରଛାତ୍ରୀଙ୍କର…

Video : ସତ ହେଉଛି ମାଳିକା କଥା, ଗୋଟି ଗୋଟି କରି ମଣିଷଙ୍କ ମୁଣ୍ଡ ନେଉଛି ତିରିଶ ଚାଳିଶ ଫୁଟିଆ କୁମ୍ଭୀର

ଓଡିଶା ଭାସ୍କର : ମାଳିକାରେ ଲେଖା ଅଛି ବଉଳା କୁମ୍ଭୀର ସବୁ ଏକାଠି ହେବେ । ଆଉ ସାରା ଓଡିଶାରେ ଆତଙ୍କ ଖେଲାଇବେ । ମାଲିକରେ ଲେଖା ହୋଇଥିବା ଏହିସବୁ କଥା ଧୀରେ ଧୀରେ ସତ ହେଉଛି । ମାଳିକାରେ ଲେଖା ଥିବା ବଉଳା କୁମ୍ଭୀର…

ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ L1) ଲଞ୍ଚ ହେଲା ସଫଳ

ଶ୍ରୀହରିକୋଟା; ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ L1) ଲଞ୍ଚ ହେଲା ସଫଳ । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ସୂର୍ଯ୍ୟ ମୁହାଁ ହୋଇ ଗତି କରୁଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ…