fbpx
BJD SKY
BJD SKY
Browsing Category

ଦେଶ ବିଦେଶ

ବିଜେପି ବିଧାୟକଙ୍କ ପାଇଁ ବଢ଼ିଲା ସମସ୍ୟା, ଯୁବତୀ ଅପହରଣ ନେଇ ଥାନାରେ ମାମଲା ରୁଜୁ

ପାଟନା: ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର ଲୌରିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ବିନୟ ବିହାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପାଟନାର ଜଣେ ଯୁବତୀ ଅପହରଣ ଅଭିଯୋଗରେ ତାଙ୍କ ଉପରେ ମାମଲା ରୁଜୁ…

‘ହିଜାବ ପିନ୍ଧିଥିବା ଏକ ଝିଅ ଦିନେ ହେବ ଭାରତର ପ୍ରଧାନମନ୍ତ୍ରୀ’- AIMIM ମୁଖ୍ୟ ଓୱେସୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରର ହୋଇଯାଇଛି । ଏହା ବର୍ତ୍ତମାନ ଆଉ ଜାତୀୟ ପ୍ରସଙ୍ଗ ହୋଇନାହିଁ । ଏହି କ୍ରମରେ ଅନେକ ବଡ଼ ବଡ଼ ରାଜନେତା ନିଜ ନିଜର ମତ ଏନେଇ ରଖୁଛନ୍ତି । ତେବେ ଏହା…

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ବଡ଼ ଖବର! ଯାଇପାରେ ଚାକିରି, କୋର୍ଟ ଦେଲେ ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ: ବ୍ୟାଙ୍କରେ କାମ କରୁଥିବା ର୍କମଚାରୀଙ୍କ ପାଇଁ ଆସିଛି ବଡ଼ ଖବର । ଏବେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ଅତି ସାବଧାନରେ ରହିବା ଆବଶ୍ୟକ । ସୁପ୍ରିମକୋର୍ଟ ଏକ ଶୁଣାଣିରେ କହିଛନ୍ତି ଯେ, ବ୍ୟାଙ୍କ…

West Bengalରେ ଚାଲିଛି କ’ଣ: ମମତା କହୁଛନ୍ତି ମୁଁ ବଡ଼, ଧନଖର କହୁଛନ୍ତି ମୁଁ ବଡ଼

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ନୂଆ ବିବାଦ । ଗତକାଲିଠାରୁ ରାଜ୍ୟପାଳ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି…

ଏଣିକି ଶସ୍ତାରେ ମିଳିବ ଖାଇବା ତେଲ: କେନ୍ଦ୍ର ସରକାରଙ୍କ ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଖାଇବା ତେଲର ବର୍ଦ୍ଧିତ ଦରକୁ ନେଇ ଜନସାଧାରଣ ଅସନ୍ତୋଷ ମଧ୍ୟରେ ରହିଛନ୍ତି । ତେଣୁ ଲୋକଙ୍କର ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି । କ୍ରୁଡ ପାମ ତେଲ ଉପରୁ ସରକାର କଷ୍ଟମ…

ଏପର୍ଯ୍ୟନ୍ତର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍, ୨୮ଟି ବ୍ୟାଙ୍କକୂ ଏହି କମ୍ପାନୀ ଲଗାଯାଇଛି ଚୁନ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ମାମଲା ସାମନାକୁ ଆସିଛି । ଏହି ସ୍କାମ୍ କୋଟିଏ କି ଦୁଇ କୋଟି ନୁହେଁ କି ଶହେ କି ଦୁଇ ଶହ କୋଟି ବି ନୁହେଁ । ଏକାଥରକେ ୨୨ ହଜାର ୮୪୨ କୋଟି ଟଙ୍କାର ଠକେଇ । ଭାରତୀୟ…

ଏମିତି ବି ହୁଏ ପରିଣାମ: ପୁଅକୁ ଗାଳି କରିବା ପରିବାର ପାଇଁ ପଡିଛି ମହଙ୍ଗା

ନୂଆଦିଲ୍ଲୀ: ଗାଳି ବଦଳରେ ମିଳିଛି ଗୁଳି । ଭୟଙ୍କର ହୋଇଛି ପୁଅକୁ ଗାଳି କରିବାର ପରିଣାମ । ନିଜ ମାଆକୁ ଗୁଳି କରିଛି ନାବାଳକ ପୁଅ । ବାପାଙ୍କ ପିସ୍ତଲରୁ କରିଛି ନିର୍ମମ ହତ୍ୟା । ଆଜି ଏମିତି ଏକ ଭୟଙ୍କର ଘଟଣା…

ଗୋଟିଏ ଦିନରେ ଚାଲିଗଲା ୬୮୪ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଦେଶରେ ୨୪ ଘଣ୍ଟାରେ ଆଉ ୪୪ ହଜାର ୮୭୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ କୋଭିଡ ସଂକ୍ରମଣ ହାର ୩.୧୭ ପ୍ରତିଶତକୁ ହ୍ରାସ ପାଇଛି ।…

କରୋନାରୁ ସୁସ୍ଥ ହେବା ପରେ ବି ମାଡ଼ି ଆସୁଛି ବିପଦ: ଶରୀରରେ ଏକ ବର୍ଷରୁ ଅଧିକ ସମୟ ଭାଇରାସ୍ ରହିବା ଭୟଙ୍କର

ନୂଆଦିଲ୍ଲୀ: ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ମାନବ୍ୟ ସଭ୍ୟତାକୁ ଏକ ପ୍ରକାର ବାନ୍ଧି ରଖିବାରେ ସକ୍ଷମ ହୋଇଛି । ଏହାକୁ ନେଇ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ପ୍ରଦାନ କରିଥିବା ବେଳେ ନିକଟରେ ଏକ…

ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଦଉଡ଼ିରେ ବାନ୍ଧି ଦୁଇ ମହଲାରୁ ଫିଙ୍ଗିଲେ ଦୁର୍ବୃତ୍ତ, ବିଜୁଳି ଖୁଣ୍ଟରେ ଅଟକିଗଲା….

ନୂଆଦିଲ୍ଲୀ: ଗୋଟିଏ ୨୫ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ୪ ଜଣ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ ସହିତ ଖୁବ୍ ଅତ୍ୟାଚାର କରିଛନ୍ତି । ଅଭିଯୁକ୍ତ ମାନେ ମଦ ନିଶାରେ ଦୁଷ୍କର୍ମ କରିବା ପରେ ଏକ…