fbpx
Browsing Category

ଦେଶ ବିଦେଶ

ରାତି ଅଧରେ ପ୍ରେମିକାକୁ ଭେଟିବାକୁ ଯାଇ କୂଅରେ ଗଳି ପଡ଼଼ିଲେ ପ୍ରେମିକ

ଲଖନଉ: ପ୍ରେମ ଚକରରେ ଯୁବତୀ-ଯୁବକ ମାନେ କେତେ ବେଳେ କେଉଁ ସମସ୍ୟାରେ ପଡ଼ନ୍ତି ତାହା କହିହୁଏ ନାହିଁ । ଏହି କ୍ରମରେ ଜଣେ ଯୁବକ ନିଜ ପ୍ରେମିକାକୁ ଦେଖାକରିବାକୁ ତାଙ୍କ ଘରକୁ ଲୁଚି ଛପି ଯିବା ସମୟରେ କୂଅ ଭିତରକୁ…

ଏବେ ସ୍ମାର୍ଟଫୋନରେ ନିଜ ଭାଷାରେ ପଢ଼ିପାରିବେ ବଜେଟ୍, ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ଲଞ୍ଚ୍

ନୂଆଦିଲ୍ଲୀ: ଚଳିତ ଥର ବଜେଟ୍ ମଧ୍ୟ ପେପର୍ ଲେସ୍ ହେବ । ଚଳିତ ଥରର ବଜେଟ୍ ମଧ୍ୟ ଡିଜିଟାଲ ହେବ । ସାଧାରଣ ଲୋକ ମଧ୍ୟ ବଜେଟ୍ ବୁଝିବା ପାଇଁ ଏବଂ ସମସ୍ତ ତଥ୍ୟ ଉପଲବ୍ଧ କରାଇବା ପାଇଁ ଏକ ଆପ୍ ଲଞ୍ଚ୍ କରାଯାଇଛି । ସାଧାରଣ…

ଜାରି ରହିଛି ଦଳ-ବଦଳ ନୀତି, ଏବେ ବିଜେପି ଛାଡିପାରନ୍ତି ଏହି ରାଜନେତା

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ସହିତ ନେତାଙ୍କ ଦଳ ବଦଳ ରାଜନୀତି ଜାରି ରହିଛି । ଦଳ-ବଦଳ କରୁଥିବା ରାଜନେତାଙ୍କ ମଧ୍ୟରେ ବିଜେପି ସାଂସଦ ରୀତା ବାହୁଗୁନା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀଙ୍କ…

ଆଜି ରେକର୍ଡ ସ୍ତର ଛୁଇଁପାରେ ଶେୟାର ମାର୍କେଟ୍: ନଜର ପକାନ୍ତୁ ଗତ ୧୦ ବର୍ଷର ବଜେଟ୍ ଦିବସର ଇତିହାସ ସମ୍ପର୍କରେ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଦେଶବାସୀ ଏହାକୁ ଚାତକ ଭଳି ଚାହିଁ ରହିଛନ୍ତି । କେଉଁ ରାଜ୍ୟକୁ କେତେ, କେଉଁ କ୍ଷେତ୍ରକୁ କେତେ ଅର୍ଥ ଆବଣ୍ଟିତ…

ଦିନକରେ କରୋନା ନେଲା ୧୧୯୨ ଜୀବନ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୭ ହଜାର ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୧.୬୯% ରହିଛି ।…

କେନ୍ଦ୍ର ବଜେଟ୍ ୨୦୨୨: ଦେଶରେ ଚାକିରୀ ଓ ରୋଜଗାରକୁ ନେଇ ଦେଖାଦେଇଥିବା ସମସ୍ୟା ଉପରେ ଫୋକସ୍ କରିପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ବଜେଟ୍ । ଏଥିରେ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ଦୃଢ଼ କରିବା ଉପରେ…

ଗାଡ଼ି କିଣିବା ହୋଇପାରେ ଶସ୍ତା, ଅଟୋ ପାର୍ଟସ୍ ଉପରୁ ଜିଏସଟି କମାଇବା ନେଇ ଘୋଷଣା କରିପାରନ୍ତି ସୀତାରମଣ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ବଜେଟ୍ । ଏଥିରେ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ଦୃଢ଼ କରିବା ଉପରେ…

ୟୁଟ୍ୟୁବର୍ ‘ହିନ୍ଦୁସ୍ତାନୀ ଭାଉ’ଙ୍କୁ ଗିରଫ କଲା ଧାରାବୀ ପୋଲିସ୍, ଏହା ହେଉଛି କାରଣ

ମୁମ୍ବାଇ: ଧାରାବୀରେ ସୋମବାର ଦିନ ଛାତ୍ର ମାନେ କରିଥିବା ବିରୋଧ ପ୍ରଦର୍ଶନ ମାମଲାରେ ପୋଲିସ୍, ୟୁଟ୍ୟୁବର୍ ହିନ୍ଦୁସ୍ତାପୀ ଭାଉ ଓରଫ୍ ବିକାଶ ଫାଟକଙ୍କୁ ଗିରଫ କରିଛି । ମାମଲାରେ ଫାଟକ୍ ଓ ଅନ୍ୟ କିଛି ଜଣକ ନାମରେ…

କେନ୍ଦ୍ର ବଜେଟ୍ ୨୦୨୨: ଆୟୁଷ୍ମାନ ଭାରତର ପରିସରରେ ହୋଇପାରେ ବୃଦ୍ଧି, ୮୦ ଲକ୍ଷ କର୍ମଚାରୀ ହେବେ ଉପକୃତ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ କର୍ମଚାରୀଙ୍କ ପାଇଁ ଖୁସିଖବର । ସରକାର ଏବେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ କୁ ମଧ୍ୟ ରେଳବାଇର ହସ୍ପିଟାଲ ଗୁଡ଼ିକ ସହିତ ଯୋଡ଼ିଛନ୍ତି । ଏହାଦ୍ୱାରା କର୍ମଚାରୀ ମାନେ ଅନେକ ଫାଇଦା ପାଇବେ…

୨୦୨୨-୨୩ ଆର୍ଥିକ ବର୍ଷ ବଜେଟରୁ ଓଡ଼ିଶା କଣ ରଖିଛି ଆଶା?

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରୁ ଓଡ଼ିଶା ଅନେକ କିଛି ଆଶା ରଖିଛି । ଗତବର୍ଷ ଡିସେମ୍ବର ମାସ ୩୦…